ଟେଷ୍ଟ୍‌ରେ ବି ବିରାଟ ଏକ ନମ୍ବର

ମୁମ୍ବାଇ: ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ର ଉଭୟ ଇନିଂସ୍‌ରେ ଦମଦାର୍ ପ୍ରଦର୍ଶନ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍‌ଙ୍କୁ ବିରାଟ କୋହଲିଙ୍କୁ ବ୍ୟାଟସମ୍ୟାନ୍ ନମ୍ବର ୱାନ୍‌ର ମାନ୍ୟତା ଦେଇଛି। ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ରାଙ୍କିଙ୍ଗ୍‌ରେ ଏକ ନମ୍ବର୍‌ ବ୍ୟାଟ୍‌ସମ୍ୟାନ୍‌ର ମାନ୍ୟତା ପାଇଛନ୍ତି ବିରାଟ। ଆଇସିସି ରାଙ୍କିଙ୍ଗ୍‌ରେ ୯୩୪ ପଏଣ୍ଟ୍‌ ପାଇ ସେ ଏହି ସ୍ଥାନ ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ଦର୍ଶନୀୟ […]

virat1 copy

virat1 copy

Ordigital Desk
  • Published: Sunday, 05 August 2018
  • Updated: 05 August 2018, 02:32 PM IST

Sports

Latest News

ମୁମ୍ବାଇ: ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ର ଉଭୟ ଇନିଂସ୍‌ରେ ଦମଦାର୍ ପ୍ରଦର୍ଶନ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍‌ଙ୍କୁ ବିରାଟ କୋହଲିଙ୍କୁ ବ୍ୟାଟସମ୍ୟାନ୍ ନମ୍ବର ୱାନ୍‌ର ମାନ୍ୟତା ଦେଇଛି। ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ରାଙ୍କିଙ୍ଗ୍‌ରେ ଏକ ନମ୍ବର୍‌ ବ୍ୟାଟ୍‌ସମ୍ୟାନ୍‌ର ମାନ୍ୟତା ପାଇଛନ୍ତି ବିରାଟ। ଆଇସିସି ରାଙ୍କିଙ୍ଗ୍‌ରେ ୯୩୪ ପଏଣ୍ଟ୍‌ ପାଇ ସେ ଏହି ସ୍ଥାନ ହାସଲ କରିଛନ୍ତି।

ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ଦର୍ଶନୀୟ ୧୪୯ ଏବଂ ଦ୍ୱିତୀୟ ଇନିଂସ୍‌ରେ ଲଢୁଆ ୫୧ ରନ୍ କରିଥିଲେ ଏହଁ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଘରୋଇ ଦଳଠାରୁ ହାରିଯାଇଥିଲା। ତେବେ ଦଳର ଏହି ପରାଜୟ କ୍ୟାପ୍‌ଟେନ୍ କୋହଲିଙ୍କ ମାନ୍ୟତା ପଦୋନ୍ନତିକୁ ରୋକିପାରିନାହିଁ। ଏହି ଦୁଇ ଚମତ୍କାର ଇନିଂସ୍‌ ପାଇଁ ବିରାଟଙ୍କୁ ୩୧ ପଏଣ୍ଟ୍‌ ମିଳିଥିଲା। ଫଳରେ ୯୨୯ ପଏଣ୍ଟ୍‌ ପାଇ ପୂର୍ବରୁ ତାଲିକାର ଶୀର୍ଷରେ ଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ। ପୂର୍ବରୁ ଆଇସିସି ଦିନିକିଆ ମାନ୍ୟତାରେ ମଧ୍ୟ ବିରାଟ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି।

ପୂର୍ବରୁ ଶେଷଥର ପାଇଁ ୨୦୧୧ରେ ସଚିନ୍ ତେନ୍ଦୁଲକର ଆଇସିସି ଟେଷ୍ଟ୍ ବ୍ୟାଟ୍‌ସମ୍ୟାନ୍‌ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story