ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ଶ୍ରେୟ ଦେଲେ କୋହଲି

ବିଶାଖପାଟଣା: ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୩୦ ରନରେ ପରାସ୍ତ କରିଛି। ମ୍ୟାଚରେ ଓପ୍ନର ରୋହିତ୍‌ ଶର୍ମା ଉଭୟ ଇନିଂସରେ ଶତକ ଏବଂ ମୟଙ୍କ ଅଗ୍ରୱାଲ୍‌ ଦ୍ୱିଶତକ ମାରିଥିଲେ। ଏହାଛଡ଼ା ବୋଲରମାନେ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ତେବେ ମ୍ୟାଚ୍‌ ପରେ କ୍ୟାପଟେନ୍‌ ବିରାଟ୍‌ କୋହଲି କହିଥିଲେ, ପ୍ରଥମ ତିନି ଦିନରେ ୱିକେଟ୍‌ ଭଲ ଥିଲା। ଆମେ ଗୋଟିଏ ସେସନରେ ସଫଳ ହେଲୁ ନାହୁଁ, କିନ୍ତୁ ଏହା ସତ୍ତେ୍ୱ ଆମ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ରୋହିତ୍‌ […]

india2

india2

Ranjit Kumar Jena
  • Published: Sunday, 06 October 2019
  • Updated: 06 October 2019, 09:57 PM IST

ବିଶାଖପାଟଣା: ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୩୦ ରନରେ ପରାସ୍ତ କରିଛି। ମ୍ୟାଚରେ ଓପ୍ନର ରୋହିତ୍‌ ଶର୍ମା ଉଭୟ ଇନିଂସରେ ଶତକ ଏବଂ ମୟଙ୍କ ଅଗ୍ରୱାଲ୍‌ ଦ୍ୱିଶତକ ମାରିଥିଲେ। ଏହାଛଡ଼ା ବୋଲରମାନେ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି।

ତେବେ ମ୍ୟାଚ୍‌ ପରେ କ୍ୟାପଟେନ୍‌ ବିରାଟ୍‌ କୋହଲି କହିଥିଲେ, ପ୍ରଥମ ତିନି ଦିନରେ ୱିକେଟ୍‌ ଭଲ ଥିଲା। ଆମେ ଗୋଟିଏ ସେସନରେ ସଫଳ ହେଲୁ ନାହୁଁ, କିନ୍ତୁ ଏହା ସତ୍ତେ୍ୱ ଆମ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ରୋହିତ୍‌ ଓ ମୟଙ୍କଙ୍କୁ ଯେତେ ପ୍ରଶଂସା କରାଗଲେ ବି ତାହା କମ୍‌ ହେବ। ପ୍ରଥମ ତିନିଦିନ ପରେ ପିଚ୍‌ ଧୀରେ ଧୀରେ ଧିମା ହେବାରେ ଲାଗିଥିଲା। ଏଥିପାଇଁ ଆମେ ୨ୟ ଇନିଂସରେ ପେସ୍‌ ବୋଲରଙ୍କୁ ଛୋଟ ସ୍ପେଲ୍‌ କରିବାକୁ ଦେଇଥିଲୁ। ଟିମର ବିଜୟରେ ସମସ୍ତଙ୍କ ଯୋଗଦାନ ରହିଥାଏ।

ସ୍ପିନରଙ୍କୁ କିଛି ବାଉଣ୍ଡ୍ରୀ ଲାଗିଥିଲା, କିନ୍ତୁ ସେମାନେ ପ୍ରାରମ୍ଭିକ ୱିକେଟ୍‌ ନେବାରେ ସଫଳ ହୋଇଥିଲେ। ଏଭଳି ଗ୍ରାଉଣ୍ଡରେ ଦ୍ୱିତୀୟ ଇନିଂସ୍‌ ଖେଳାଯିବା ନିଶ୍ଚିତ ଥିଲା। ମହମ୍ମଦ ଶାମି ସବୁବେଳେ ଦ୍ୱିତୀୟ ଇନିଂସରେ ଭଲ ପ୍ରଦର୍ଶନ କରନ୍ତି। ଏଥର ମଧ୍ୟ ଶାମି ମ୍ୟାଚର ଶେଷ ଦିନରେ ନିଜ ଯାଦୁ ଦେଖାଇଥିଲେ ଏବଂ ୫ ୱିକେଟ୍‌ ନେଇଥିଲେ। ମୋ ମତରେ ଏହି ମ୍ୟାଚର ହିରୋ ହେଉଛନ୍ତି ବ୍ୟାଟ୍ସମ୍ୟାନ୍‌, କିନ୍ତୁ ବୋଲରମାନେ ମଧ୍ୟ ପ୍ରମୁଖ ଭୂମିକା ବହନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story