କୋହଲିଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କହିଲେ ଚନ୍ଦରପଲ୍‌

ମୁମ୍ବାଇ: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶିବନାରାୟଣ ଚନ୍ଦରପଲ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କୋହଲିଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ ଚନ୍ଦରପଲ ନିକଟରେ ଭାରତରେ ଆୟୋଜିତ ରୋଡ୍ ସେଫ୍ସୀ ୱାର୍ଲ୍ଡ ସିରିଜରେ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ ଦଳର ପ୍ରତିନିଧିତ୍ୱ କରିଥିଲେ, ଯାହା କରୋନା ଭାଇରସ୍ ଯୋଗୁ ବାତିଲ୍ କରିଦିଆଯାଇଛି। ଭାରତରେ ରହଣୀ ସମୟରେ ଚନ୍ଦରପଲ୍ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ଏହା ମଧ୍ୟରେ ସେ କୋହଲିଙ୍କୁ […]

virat

virat

Ranjit Kumar Jena
  • Published: Sunday, 22 March 2020
  • Updated: 22 March 2020, 09:18 PM IST

Sports

Latest News

ମୁମ୍ବାଇ: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶିବନାରାୟଣ ଚନ୍ଦରପଲ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କୋହଲିଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ ଚନ୍ଦରପଲ ନିକଟରେ ଭାରତରେ ଆୟୋଜିତ ରୋଡ୍ ସେଫ୍ସୀ ୱାର୍ଲ୍ଡ ସିରିଜରେ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ ଦଳର ପ୍ରତିନିଧିତ୍ୱ କରିଥିଲେ, ଯାହା କରୋନା ଭାଇରସ୍ ଯୋଗୁ ବାତିଲ୍ କରିଦିଆଯାଇଛି।

ଭାରତରେ ରହଣୀ ସମୟରେ ଚନ୍ଦରପଲ୍ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ଏହା ମଧ୍ୟରେ ସେ କୋହଲିଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କହିଥିଲେ, ବର୍ତ୍ତମାନ ସମୟରେ କୋହଲି ହିଁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ବିରାଟ୍ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍। ସେ ନିଜ ଖେଳର ପ୍ରତିଟି କ୍ଷେତ୍ରରେ କାମ କରୁଛନ୍ତି ଏବଂ ଏହାର ଫଳ ମଧ୍ୟ ଦେଖିବାକୁ ମିଳୁଛି। ନିଜ ନିଜର ଫିଟନେସକୁ ଅଧିକ ଗୁରୁତ୍ୱ ଦିଅନ୍ତି ଏବଂ ନିଜର ବ୍ୟାଟିଂ ଶୈଳୀ ଉପରେ କଠିନ ପରିଶ୍ରମ କରନ୍ତି।

କୋହଲି ଏଭଳି ଜଣେ ଖେଳାଳି, ଯିଏ ସର୍ବଦା ଉନ୍ନତ ପ୍ରଦର୍ଶନ କରିବାକୁ ଚାହାନ୍ତି। ସେ ମଧ୍ୟ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏହି କାରଣରୁ କୋହଲିଙ୍କୁ ଶ୍ରେୟ ମିଳିବା ଦରକାର । ଦୀର୍ଘଦିନ ଧରି ଶୀର୍ଷରେ ରହିବା ସହଜ ହୋଇନଥାଏ। ଏଥିପାଇଁ ଜଣେ ଖେଳାଳିଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ଏବଂ ଏହାର ଫଳ ଆପେଆପେ ମିଳିଥାଏ ବୋଲି ଚନ୍ଦରପଲ୍ କହିଛନ୍ତି।

ଆଗାମୀ ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜର ସମ୍ଭାବନକୁ ନେଇ ଚନ୍ଦରପଲ୍ କହିଛନ୍ତି, ଇଣ୍ଡିଜ୍ ଟିମ୍ ଟି-୨୦ ବିଶ୍ୱକପରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ। ଛୋଟିଆ ଫର୍ମାଟ୍ କ୍ରିକେଟରେ ଇଣ୍ଡିଜ୍ ଅନ୍ୟ ଦଳ ପାଇଁ ବିପଦ। ଏହି ଫର୍ମାଟରେ ଇଣ୍ଡିଜର ପ୍ରଦର୍ଶନ ସର୍ବଦା ଭଲ ରହିଆସିଛି। ତେବେ ମ୍ୟାଚ୍ ଦିନ ଟିମ୍ କିପରି ପ୍ରଦର୍ଶନ କରୁଛି, ତାହା ଦେଖିବାକୁ ପଡ଼ିବ। ଟି-୨୦ ଫର୍ମାଟରେ କୌଣସି ଟିମ୍ ଜିତିପାରନ୍ତି। ଆମ ପାଖରେ ଅନେକ ମ୍ୟାଚ୍ ବିଜେତା ଉପଲବ୍ଧ ଅଛନ୍ତି, ଯାହାକି ଟିମ୍ ପାଇଁ ଭଲ କଥା। ବଡ଼ ଶଟ୍ ମାରିବା ଏବଂ ଭଲ ବୋଲର ରହିବା ଦ୍ୱାରା ଆମେ ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିବୁ ବୋଲି ଚନ୍ଦରପଲ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story