ବିରାଟଙ୍କ ଆଉ ଏକ ରେକର୍ଡ, ସଚିନ ବି ପାରି ନଥିଲେ

ନୂଆଦିଲ୍ଲୀ: ଆଉ ଏକ ରେକର୍ଡ ବିରାଟ କୋହଲିଙ୍କ ନାଁ ସହିତ ଯୋଡ଼ି ହୋଇଯାଇଛି। ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ୯୦୦ ପଏଣ୍ଟ ପାଇବାରେ ସୁନୀଲ ଗାଭାସ୍କରଙ୍କ ପରେ ସେ ବନି ଯାଇଛନ୍ତି ଦ୍ୱିତୀୟ ଭାରତୀୟ। ଗୁରୁବାର ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତା ତାଲିକାରେ ବିରାଟଙ୍କୁ ୯୦୦ ପଏଣ୍ଟ ମିଳିଛି। ଏହା ସହିତ ସେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୯୪୭ ପଏଣ୍ଟ ସହିତ ଷ୍ଟିଭ୍ ସ୍ମିଥ୍ ପ୍ରଥମ ସ୍ଥାନରେ ଅଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ ୯୦୦ […]

VIRAT1

VIRAT1

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 07:37 PM IST

Sports

Latest News

ନୂଆଦିଲ୍ଲୀ: ଆଉ ଏକ ରେକର୍ଡ ବିରାଟ କୋହଲିଙ୍କ ନାଁ ସହିତ ଯୋଡ଼ି ହୋଇଯାଇଛି। ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ୯୦୦ ପଏଣ୍ଟ ପାଇବାରେ ସୁନୀଲ ଗାଭାସ୍କରଙ୍କ ପରେ ସେ ବନି ଯାଇଛନ୍ତି ଦ୍ୱିତୀୟ ଭାରତୀୟ। ଗୁରୁବାର ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତା ତାଲିକାରେ ବିରାଟଙ୍କୁ ୯୦୦ ପଏଣ୍ଟ ମିଳିଛି। ଏହା ସହିତ ସେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୯୪୭ ପଏଣ୍ଟ ସହିତ ଷ୍ଟିଭ୍ ସ୍ମିଥ୍ ପ୍ରଥମ ସ୍ଥାନରେ ଅଛନ୍ତି।

ଟେଷ୍ଟ କ୍ରିକେଟ୍ ଇତିହାସରେ ୯୦୦ ପଏଣ୍ଟ ପାଇବାରେ ସେ ହେଉଛନ୍ତି ୩୧ତମ ବ୍ୟାଟ୍ସମ୍ୟାନ୍। ସବୁଠୁ ଅଧିକ ପଏଣ୍ଟ ପାଇଥିଲେ ଅଷ୍ଟ୍ରେଲିଆର ସାର୍ ଡନ୍ ବ୍ରାଡ୍‌ମ୍ୟାନ୍‌। ସେ ୯୬୧ ପଏଣ୍ଟ ପାଇଥିଲେ। ତାଙ୍କ ପରେ ଷ୍ଟିଭ୍ ସ୍ମିଥଙ୍କ ନାଁ ରହିଛି। ଆଜି ପ୍ରକାଶିତ ମାନ୍ୟତା ତାଲିକାରେ ସେ ୯୪୭ ପଏଣ୍ଟ ପାଇଛନ୍ତି।

ସୁନୀଲ ଗାଭାସ୍କର ତାଙ୍କର ୫୦ତମ ଟେଷ୍ଟରେ ୯୦୦ ପଏଣ୍ଟ ଅତିକ୍ରମ କରିଥିଲେ। ୧୯୭୯ ମସିହାରେ ଓଭାଲ ଟେଷ୍ଟରେ ସେ ୧୩ ଓ ୧୨୨ ରନ୍ କରିବା ପରେ ୯୧୬ ପଏଣ୍ଟ ପାଇଥିଲେ। ଏହା ତାଙ୍କ କ୍ୟାରିୟରର ବେଷ୍ଟ ପଏଣ୍ଟ ଥିଲା। କୋହଲି ତାଙ୍କ ୬୫ତମ ଟେଷ୍ଟ ମ୍ୟାଚ୍‌ରେ ୯୦୦ ପଏଣ୍ଟ ପାଇଛନ୍ତି।

ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ ମଧ୍ୟ କେବେ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ୯୦୦ ପଏଣ୍ଟରେ ପହଞ୍ଚି ନଥିଲେ। ୨୦୦୨ରେ ସଚିନ ୮୯୮ ପଏଣ୍ଟ ହାସଲ କରିଥିଲେ। ୨୦୦୫ରେ ଦ୍ରାବିଡ଼ ୮୯୨ ପଏଣ୍ଟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story