ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍‌: ଜଣେ ସ୍ପିନର୍‌କୁ ଖେଳାଇ ପାରନ୍ତି କୋହଲି

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଗତକାଲିଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ବର୍ଷା ବାଧକ ସାଜିଥିଲା। କାଲି ମ୍ୟାଚ୍‌ ହେବା ସମ୍ଭବ ହୋଇ ନଥିଲା। ଆଜି ପାଗରେ ପରିବର୍ତ୍ତନ ଘଟିଥିବାରୁ ମ୍ୟାଚ୍‌ ହେବା ନେଇ ଆଶା ସଞ୍ଚାର ହୋଇଛି। ତେବେ ଇଂଲଣ୍ଡର ପାଣିପାଗକୁ ଦୃଷ୍ଟିରେ ରଖି ଭାରତ ଦୁଇ ଜଣ ବଦଳରେ ଜଣେ ସ୍ପିନର୍‌କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଇଂଲଣ୍ଡ ବୁଧବାରରୁ ତା’ର ପ୍ଲେଇଂ-୧୧ ଘୋଷଣା କରିସାରିଛି। ଭାରତ […]

ind-end-test

ind-end-test

Ordigital Desk
  • Published: Friday, 10 August 2018
  • Updated: 10 August 2018, 12:43 PM IST

Sports

Latest News

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଗତକାଲିଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ବର୍ଷା ବାଧକ ସାଜିଥିଲା। କାଲି ମ୍ୟାଚ୍‌ ହେବା ସମ୍ଭବ ହୋଇ ନଥିଲା।

ଆଜି ପାଗରେ ପରିବର୍ତ୍ତନ ଘଟିଥିବାରୁ ମ୍ୟାଚ୍‌ ହେବା ନେଇ ଆଶା ସଞ୍ଚାର ହୋଇଛି। ତେବେ ଇଂଲଣ୍ଡର ପାଣିପାଗକୁ ଦୃଷ୍ଟିରେ ରଖି ଭାରତ ଦୁଇ ଜଣ ବଦଳରେ ଜଣେ ସ୍ପିନର୍‌କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଇଂଲଣ୍ଡ ବୁଧବାରରୁ ତା’ର ପ୍ଲେଇଂ-୧୧ ଘୋଷଣା କରିସାରିଛି। ଭାରତ ଗତକାଲି ଘୋଷଣା କରିବାର ଥିଲା। ବର୍ଷା ଯୋଗୁଁ ପ୍ରଥମ ଦିନ ମ୍ୟାଚ୍‌ ଆରମ୍ଭ ହେବା କଥା ଛାଡ଼ନ୍ତୁ ଟସ୍‌ ବି ପରିପାରି ନଥିଲା। ଏପରି ସ୍ଥିତିରେ ଭାରତ ଏପର୍ଯ୍ୟନ୍ତ ତା’ର ପ୍ଲେଇଂ-୧୧ ଘୋଷଣା କରିନାହିଁ।

ପାଣିପାଗରେ ପରିବର୍ତ୍ତନ ଓ ମୌସୁମୀ ବିଭାଗର ଭବିଷ୍ୟବାଣୀକୁ ଦେଖି ଅଧିନାୟକ ବିରାଟ କୋହଲି ତାଙ୍କ ରଣନୀତି ପରିବର୍ତ୍ତନ କରିପାରନ୍ତି। ବୁଧବାର କୋହଲି କହିଥିଲେ, ସେ ଦୁଇଜଣ ସ୍ପିନର୍‌ଙ୍କୁ ଟିମ୍‌ରେ ସାମିଲ କରିପାରନ୍ତି।

ତେବେ ବର୍ଷା ପରେ ପଡ଼ିଆ ନରମ ଥିବାରୁ ଫାଷ୍ଟ ବୋଲରଙ୍କୁ ଅଧିକ ସହାୟତା ମିଳିବ। ଏପରି ସ୍ଥିତିରେ ସେ ଜଣେ ସ୍ପିନର୍‌ଙ୍କୁ ଖେଳାଇ ପାରନ୍ତି।

ଯଦି କୋହଲି ଜଣେ ସ୍ପିନର୍‌ ନିଅନ୍ତି, ତେବେ ପ୍ଲେଇଂ-୧୧ରେ ରବିଚନ୍ଦ୍ରନ ଅଶ୍ୱିନ୍‌ ସାମିଲ ହେବା ଏକ ପ୍ରକାର ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story