ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗରେ କୋହଲି ୯୨୨ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ଟେଷ୍ଟ ସିରିଜରେ ୨-୧ରେ ହରାଇ ଇତିହାସ ରଚିଥିଲା।  ଏହାପରଠାରୁ କୋହଲି ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳିନଥିଲେ ହେଁ, ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ […]

virat

virat

Ranjit Kumar Jena
  • Published: Tuesday, 23 July 2019
  • Updated: 23 July 2019, 05:23 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗରେ କୋହଲି ୯୨୨ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆକୁ ତା' ନିଜ ମାଟିରେ ଟେଷ୍ଟ ସିରିଜରେ ୨-୧ରେ ହରାଇ ଇତିହାସ ରଚିଥିଲା।  ଏହାପରଠାରୁ କୋହଲି ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳିନଥିଲେ ହେଁ, ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ (୯୧୩ ପଏଣ୍ଟ) ଦ୍ୱିତୀୟ ଏବଂ ଭାରତର ଚେତେଶ୍ୱର ପୂଜାରା (୮୮୧ ପଏଣ୍ଟ) ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଟିମ୍ ରାଙ୍କିଙ୍ଗରେ ମଧ୍ୟ ଭାରତ ତା'ର ଶୀର୍ଷ ସ୍ଥାନ କାଏମ ରଖିଛି। ଭାରତ ପଛକୁ ନ୍ୟୁଜିଲ୍ୟାଣ୍ଡ୍ ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା ତୃତୀୟ, ଇଂଲଣ୍ଡ ଚତୁର୍ଥ ଏବଂ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି।

ବୋଲିଂ ତାଲିକାରେ ଭାରତର ଦୁଇଜଣ ବୋଲର ଟପ୍-୧୦ରେ ରହିଛନ୍ତି। ଦୁଇ ନିର୍ଭରଯୋଗ୍ୟ ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଡେଜା ଷଷ୍ଠ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦଶମ ସ୍ଥାନରେ ରହିଛନ୍ତି। ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚରୁ ଇଂଲଣ୍ଡର ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଆହତ କାରଣରୁ ଓହରିଯାଇଛନ୍ତି।

ଆଣ୍ଡରସନ୍ ବର୍ତ୍ତମାନ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଯଦି ସେ ଆଶେସ୍ ସିରିଜର ପ୍ରାରମ୍ଭିକ ଟେଷ୍ଟ ମ୍ୟାଚ୍ ନଖେଳନ୍ତି, ତାହେଲେ ଅଷ୍ଟ୍ରେଲୀୟ ପେସର୍ ପ୍ୟାଟ୍ କମିନ୍ସ ଦ୍ୱିତୀୟ ସ୍ଥାନକୁ ଉଠିପାରନ୍ତି। କମିନ୍ସ ଆଣ୍ଡରସନଙ୍କଠାରୁ ୧୬ ପଏଣ୍ଟ ଦୂରରେ ଅଛନ୍ତି। ଗତବର୍ଷ ନଭେମ୍ବରରେ ଆଣ୍ଡରସନଙ୍କୁ ହଟାଇ ଦକ୍ଷିଣ ଆଫ୍ରିକାର ଯୁବ ପେସ୍ ବୋଲର କାଗିସୋ ରବାଡା ଶୀର୍ଷ ସ୍ଥାନ କବଜା କରିଥିଲେ। ଅଲରାଉଣ୍ଡର ତାଲିକାରେ ଭାରତର ଜାଡେଜା ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପଛକୁ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର୍ (ଦ୍ୱିତୀୟ) ଓ ବାଂଲାଦେଶର ସାକିବ୍ ଅଲ୍ ହାସନ୍ (ତୃତୀୟ) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story