ବିରାଟ୍‌ ରୋନାଲ୍ଡୋଙ୍କୁ G.O.A.T କହିଲେ; ଆପଣ କହିପାରିବେ ଏହାର ଅର୍ଥ?

ନୂଆଦିଲ୍ଲୀ: ବିରାଟ କୋହଲି ଫୁଟ୍‌ବଲ୍‌ ଖେଳିବାକୁ ବି ଭଲ ପାଆନ୍ତି। ଅନେକ ସମୟରେ ସେ ମ୍ୟାଚ୍ ପୂର୍ବରୁ ଫୁଟ୍‌ବଲ୍‌ ଖେଳୁଥିବା ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି କି ବିରାଟଙ୍କ ସବୁଠୁ ପ୍ରିୟ ଫୁଟ୍‌ବଲ୍‌ ଖେଳାଳି କିଏ? ସେ ହେଉଛନ୍ତି ପର୍ତ୍ତୁଗାଲ୍‌ର ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋ। ଗତକାଲି ରାତିରେ ବିରାଟ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ କ୍ରିଷ୍ଟିୟାନେ ରେନାଲ୍ଡୋ ଗୋଲ କରୁଥିବାର ଦେଖିବାକୁ ମିଳୁଛି। ସେ ରୋନାଲ୍ଡୋଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ G.O.A.T କହିଥିଲେ। […]

virat-ronaldo

virat-ronaldo

Rakesh Mallick
  • Published: Monday, 25 June 2018
  • Updated: 25 June 2018, 02:36 PM IST

Sports

Latest News

ନୂଆଦିଲ୍ଲୀ: ବିରାଟ କୋହଲି ଫୁଟ୍‌ବଲ୍‌ ଖେଳିବାକୁ ବି ଭଲ ପାଆନ୍ତି। ଅନେକ ସମୟରେ ସେ ମ୍ୟାଚ୍ ପୂର୍ବରୁ ଫୁଟ୍‌ବଲ୍‌ ଖେଳୁଥିବା ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି କି ବିରାଟଙ୍କ ସବୁଠୁ ପ୍ରିୟ ଫୁଟ୍‌ବଲ୍‌ ଖେଳାଳି କିଏ? ସେ ହେଉଛନ୍ତି ପର୍ତ୍ତୁଗାଲ୍‌ର ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋ। ଗତକାଲି ରାତିରେ ବିରାଟ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ କ୍ରିଷ୍ଟିୟାନେ ରେନାଲ୍ଡୋ ଗୋଲ କରୁଥିବାର ଦେଖିବାକୁ ମିଳୁଛି। ସେ ରୋନାଲ୍ଡୋଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ G.O.A.T କହିଥିଲେ। ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ G.O.A.T ଅର୍ଥ କ’ଣ? ଏହାର ଅର୍ଥ ହେଉଛି Greatest Of All Time ଅର୍ଥାତ ବିରାଟ କ୍ରିଷ୍ଟିୟାନୋଙ୍କୁ  ସର୍ବକାଳୀନ ମହାନ ଖେଳାଳି ଭାବେ ମାନନ୍ତି।

ରୋନାଲ୍ଡୋଙ୍କର ଏହି ଭିଡିଓ ପୋଷ୍ଟ କରି ବିରାଟ ଲେଖିଥିଲେ- ‘ଆତ୍ମ ବିଶ୍ୱାସ, ନିଷ୍ଠା, ସାହସ ଓ ଇଚ୍ଛାଶକ୍ତି, ଦ G.O.A.T.'

ଫିଫା ୱର୍ଲ୍ଡକପ୍‌ ୨୦୧୮ରେ କ୍ରିଷ୍ଟିୟାନୋ ରୋନାଲ୍ଡ ଏଯାବତ ଚାରୋଟି ଗୋଲ କରିଛନ୍ତି।  କିନ୍ତୁ ଏଥର ବିଶ୍ୱ କପ୍‌ରେ ଇଂଲଣ୍ଡର ହେରି କେନ୍‌ଙ୍କୁ ହିରୋ କୁହାଯାଉଛି।  ସେ ଏବେ ପର୍ଯ୍ୟନ୍ତ ୫ଟି ଗୋଲ କରିଛନ୍ତି। ସବୁ ଜାଗାରେ ତାଙ୍କୁ ପ୍ରଶଂସା କରାଯାଉଛି। ସବୁଠୁ ଅଧିକା ଗୋଲ କରିଥିବା ଖେଳାଳିଙ୍କ ମଧ୍ୟରେ ହେରି କେନ୍‌ ଏକ ନଂ ସ୍ଥାନରେ ଅଛନ୍ତି ଓ ରୋନାଲ୍ଡୋ ଦ୍ୱିତୀୟ ସ୍ଥାନରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story