ବିରାଟଙ୍କ ବିରଳ ଇତିହାସ:ଆଇସିସି ପୁରସ୍କାରର ସବୁ ବିଭାଗରେ ଶ୍ରେଷ୍ଠ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ୍‌ କୁଲ୍‌ ବିରାଟ କୋହଲି ଆଇସିସି ଆୱାର୍ଡସ୍ ୨୦୧୭-୧୮ର ସମସ୍ତ ଶ୍ରେଷ୍ଠ ସମ୍ମାନକୁ ନିଜ ନାମରେ ଲେଖିଦେଇଛନ୍ତି। ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ସେ ହ୍ୟାଟ୍ରିକ୍‌ ହାସଲ କରିଥିବାବେଳେ ୨୦୧୭-୧୮ ବର୍ଷ ପାଇଁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଏବଂ ୨୦୧୮ ବର୍ଷର ଶ୍ରେଷ୍ଠ କ୍ରିକେଟର ବା ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। 🇮🇳 @imvKohli has been named ICC Men's Test Cricketer […]

virat

virat

Subrat Kumar Nayak
  • Published: Tuesday, 22 January 2019
  • Updated: 22 January 2019, 12:31 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ୍‌ କୁଲ୍‌ ବିରାଟ କୋହଲି ଆଇସିସି ଆୱାର୍ଡସ୍ ୨୦୧୭-୧୮ର ସମସ୍ତ ଶ୍ରେଷ୍ଠ ସମ୍ମାନକୁ ନିଜ ନାମରେ ଲେଖିଦେଇଛନ୍ତି। ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ସେ ହ୍ୟାଟ୍ରିକ୍‌ ହାସଲ କରିଥିବାବେଳେ ୨୦୧୭-୧୮ ବର୍ଷ ପାଇଁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଏବଂ ୨୦୧୮ ବର୍ଷର ଶ୍ରେଷ୍ଠ କ୍ରିକେଟର ବା ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି।
https://twitter.com/ICC/status/1087592244197158912
ଏହି ୩୦ ବର୍ଷୀୟ ଦିଲ୍ଲୀ କ୍ରିକେଟର ୨୦୧୮ ବର୍ଷରେ ୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୩୨୨ ରନ୍‌ କରିଥିଲେ। ଏଥିରେ ତାଙ୍କର ଆଭ୍‌ରେଜ୍‌ ୫୫.୦୮ ଥିଲା ଏବଂ ୫ଟି ଶତକ ସାମିଲ ଥିଲା। ସେହିଭଳି ଦିନିକିଆରେ ସେ ୧୪ଟି ଦିନିକିଆରେ ୧୩୩.୫୫ ହାରରେ ୬ଟି ଶତକ ସହିତ ୧୨୦୨ ରନ୍‌ ହାସଲ କରିଛନ୍ତି।
https://twitter.com/ICC/status/1087593251870306304
କୋହଲି ଗତ ବର୍ଷ ମଧ୍ୟ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଏବଂ ବର୍ଷର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଥିଲେ। ଗତବର୍ଷ ସେ ଆଇସିସିର ଉଭୟ ଦିନିକଆ ଏବଂ ଟେଷ୍ଟ କ୍ରିକେଟ୍‌ ଦଳର ଅଧିନାୟକ ମନୋନୀତ ହୋଇଥିଲେ ଏବଂ ଚଳିତ ବର୍ଷ ମଧ୍ୟ ଲଗାତାର ଦ୍ୱିତୀୟ ଥର ଏହି ସମ୍ମାନ ପାଇଛନ୍ତି। ତେବେ ଟେଷ୍ଟ କ୍ରିକେଟର ଅଫ୍‌ ଦି ଇୟର ବା ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ହେବା ତାଙ୍କ ପାଇଁ ଏଥର ପ୍ରଥମ।

ଉଭୟ ଟେଷ୍ଟ ଏବଂ ଦିନିକିଆ ଆଇସିସି ଟେଷ୍ଟ ଦଳରେ ବିରାଟଙ୍କ ବ୍ୟତୀତ ଯଶ୍‌ପ୍ରୀତ୍‌ ବୁମ୍‌ରା ମଧ୍ୟ ସ୍ଥାନ ପାଇଛନ୍ତି। ଆଇସିସି ଦିନିକିଆରେ ଏ ଦୁହିଁଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ କୁଲଦୀପ ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି।

ସେହିଭଳି ବର୍ଷର ଶ୍ରେଷ୍ଠ ଉଦୀୟମାନ କ୍ରିକେଟର ଭାବେ ରିଷଭ୍‌ ପନ୍ତଙ୍କୁ ମନୋନୀତ କରାଯାଇଛି। ଆରୋନ୍‌ ଫିଞ୍ଚ ଜିମ୍ବାୱେ ବିରୋଧରେ ହାସଲ କରିଥିବା ୭୬ ବଲ୍‌ରୁ ୧୭୨ ରନ୍‌କୁ ଆଇସିସି ପୁରୁଷ ଟି୨୦ କ୍ରିକେଟ୍‌ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ମାନ୍ୟତା ମିଳିଛି।

ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ଆୱାର୍ଡ ମିଳିଛି କେନ୍‌ ୱିଲିୟମ୍‌ସନ୍‌ଙ୍କୁ। ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି,“ଖେଳ କିଭଳି ଭାବେ ଖେଳାଯାଏ, ତାହାର ଆଦର୍ଶଭାବେ ପ୍ରତୀୟମାନ ହେବା। ଉଭୟ ପଡ଼ିଆ ଭିତରେ ଏବଂ ବାହାରେ ତାଙ୍କ ବ୍ୟବହାର ଓ ଚାଲିଚଳଣରୁ ଏହା ସ୍ପଷ୍ଟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story