ରୋହିତ୍ ଓ ରାହାଣେଙ୍କୁ ନେଇ ଦ୍ୱନ୍ଦ୍ୱରେ ବିରାଟ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ କ୍ୟାପଟେନ୍ ବିରାଟ୍ କୋହଲି ଚିନ୍ତାରେ ପଡ଼ିଯାଇଛନ୍ତି। କୋହଲିଙ୍କ ପାରମ୍ପରିକ ରଣନୀତି ଅନୁଯାୟୀ, ଯଦି ସେ ଟିମରେ ପାଞ୍ଚଜଣ ବୋଲରଙ୍କୁ ଖେଳାନ୍ତି, ତାହେଲେ ରୋହିତ୍ ଶର୍ମା ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ବାହାରେ ବସିବାକୁ ପଡ଼ିବ। ତେଣୁ ରୋହିତ୍ ଓ ରାହଣେଙ୍କ ମଧ୍ୟରୁ ବିରାଟ୍ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଉଛନ୍ତି, ତାହା ସ୍ଥିର ହୋଇନାହିଁ। ଯଦି ଭାରତ ୪ ବୋଲରଙ୍କ […]

TEAM-INDIA

TEAM-INDIA

Ranjit Kumar Jena
  • Published: Tuesday, 20 August 2019
  • Updated: 20 August 2019, 09:52 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ କ୍ୟାପଟେନ୍ ବିରାଟ୍ କୋହଲି ଚିନ୍ତାରେ ପଡ଼ିଯାଇଛନ୍ତି। କୋହଲିଙ୍କ ପାରମ୍ପରିକ ରଣନୀତି ଅନୁଯାୟୀ, ଯଦି ସେ ଟିମରେ ପାଞ୍ଚଜଣ ବୋଲରଙ୍କୁ ଖେଳାନ୍ତି, ତାହେଲେ ରୋହିତ୍ ଶର୍ମା ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ବାହାରେ ବସିବାକୁ ପଡ଼ିବ। ତେଣୁ ରୋହିତ୍ ଓ ରାହଣେଙ୍କ ମଧ୍ୟରୁ ବିରାଟ୍ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଉଛନ୍ତି, ତାହା ସ୍ଥିର ହୋଇନାହିଁ।

ଯଦି ଭାରତ ୪ ବୋଲରଙ୍କ ସହ ମଇଦାନକୁ ଓହ୍ଲାଏ, ତାହେଲେ ଉଭୟ ରୋହିତ୍ ଓ ରାହାଣେଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିପାରେ। ଯଦି ୫ ବୋଲର ଖେଳିଲେ, ତାହେଲେ ଫର୍ମ ଦୃଷ୍ଟିରୁ ବିରାଟ୍ ଟିମରେ ରୋହିତଙ୍କୁ ସ୍ଥାନ ଦେଇପାରନ୍ତି। ଯେହେତୁ ରାହାଣେ ଟିମର ଭାଇସ୍ କ୍ୟାପଟେନ୍, ତେଣୁ ତାଙ୍କୁ ନଖେଳାଇବା ଉଚିତ୍ ହେବନାହିଁ।

ଯଦି ଭାରତୀୟ ଟିମ୍ ତା'ର ଚିରାଚରିତ ରଣନୀତି ଅନୁଯାୟୀ ମଇଦାନକୁ ଓହ୍ଲାଏ, ତାହେଲେ ଲୋକେଶ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ଇନିଂସ୍ ଓପନ୍ କରିବେ। କିନ୍ତୁ ରାହୁଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦୁଇଟି ଟେଷ୍ଟ ପାଇଁ ଟିମରେ ଚୟନ କରାଯାଇନଥିଲା ଏବଂ ହନୁମା ବିହାରୀ ଇନିଂସ୍ ଓପନ୍ କରିଥିଲେ। ବିହାରୀ ସେଭଳି ପ୍ରଭାବୀ ପ୍ରଦର୍ଶନ କରିନଥିଲେ ହେଁ, ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରାରମ୍ଭିକ ବୋଲିଂ ଆକ୍ରମଣକୁ ସାମ୍ନା କରିବାରେ ସଫଳ ହୋଇଥିଲେ, ଯାହାର ଫାଇଦା ମୟଙ୍କ ଏବଂ ପୂଜାରାଙ୍କୁ ଫାଇଦା ମିଳିଥିଲା।

ଯଦି ରାହୁଲଙ୍କୁ ସୁଯୋଗ ନମିଳେ, ତାହେଲେ ବିହାରୀ ଇନିଂସ୍ ଓପନ୍ କରିବେ। ପୂଜାରା ଓ କୋହଲି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଖେଳିବେ। କିନ୍ତୁ ସମସ୍ୟା ଏହା ପରେ ଆରମ୍ଭ ହେବ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଷଷ୍ଠ ସ୍ଥାନରେ ଖେଳିପାରନ୍ତି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭୂମିକା ତୁଲାଇପାରନ୍ତି।

ଟିମରେ ତିନିଜଣ ପେସ୍ ବୋଲର ଯଥା ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଈଶାନ୍ତ ଶର୍ମା ସୁଯୋଗ ମିଳିବା ଏକ ପ୍ରକାର ନିଶ୍ଚିତ। ସ୍ପେଶାଲିଷ୍ଟ ସ୍ପିନର୍ ଭାବେ ରବିଚନ୍ଦ୍ରନ୍ ଅଶ୍ୱିନ୍ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ। ଯଦି ବିରାଟ୍ ଟିମରେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଖେଳାନ୍ତି, ତାହେଲେ ଜାଡେଜାଙ୍କୁ ସୁଯୋଗ ମିଳିବ ନାହିଁ।

କ୍ୟାପଟେନ୍ କୋହଲି ସର୍ବଦା ପାଞ୍ଚଜଣ ବୋଲରଙ୍କୁ ଖେଳାଯିବା ସପକ୍ଷରେ ରହିଆସିଛନ୍ତି, କାରଣ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ୨୦ ୱିକେଟ୍ ନେବା ନିହାତି ଜରୁରୀ। ଯଦି ପିଚ୍ ପେସ୍ ବୋଲରଙ୍କ ପାଇଁ ଅନୁକୂଳ ହୁଏ, ତାହେଲେ ଉମେଶ ଯାଦବଙ୍କୁ ମଧ୍ୟ ଟିମରେ ନିଆଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story