ମ୍ୟୁଜିୟମରେ ସ୍ଥାନ ପାଇଲା ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲିଙ୍କୁ ମିଳିଛି ଆଉ ଏକ ସମ୍ମାନ। ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଛି ତାଙ୍କ ମହମ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିରେ ତାଙ୍କ ସିଗନେଚର ପୋଜ୍ ସ୍ଥାନ ପାଇଛି। ଏହାକୁ ଉନ୍ମୋଚନ କରାଯିବା ପରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରତିମୂର୍ତ୍ତି ସ୍ଥାପନା ବେଳେ ପ୍ରାୟ ୨୦୦ ଫଟୋଗ୍ରାଫର ବିରାଟଙ୍କ ସିଗନେଚର ପୋଜକୁ ଫଟୋ ଉଠାଇଥିଲେ। ବିରାଟଙ୍କ ପୂର୍ବରୁ ଭାରତୀୟ ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର, କପିଲ […]

Virat-Kohli-Wax-Statue

Virat-Kohli-Wax-Statue

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 09:45 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲିଙ୍କୁ ମିଳିଛି ଆଉ ଏକ ସମ୍ମାନ। ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଛି ତାଙ୍କ ମହମ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିରେ ତାଙ୍କ ସିଗନେଚର ପୋଜ୍ ସ୍ଥାନ ପାଇଛି। ଏହାକୁ ଉନ୍ମୋଚନ କରାଯିବା ପରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପ୍ରତିମୂର୍ତ୍ତି ସ୍ଥାପନା ବେଳେ ପ୍ରାୟ ୨୦୦ ଫଟୋଗ୍ରାଫର ବିରାଟଙ୍କ ସିଗନେଚର ପୋଜକୁ ଫଟୋ ଉଠାଇଥିଲେ।

ବିରାଟଙ୍କ ପୂର୍ବରୁ ଭାରତୀୟ ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର, କପିଲ ଦେବ ଏବଂ ଆର୍ଜେଣ୍ଟିନା ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story