ପୁଣି ଏକ ରେକର୍ଡ: ବ୍ରାଡ୍‌ମ୍ୟାନ୍‌ଙ୍କ ସମକକ୍ଷ ହେଲେ ବିରାଟ

ସେଞ୍ଚୁରିଅନ: ବ୍ୟାଟିଂରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଗତକାଲି ପୁଣି ଏକ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ସେ ଏହି ରେକର୍ଡ କରିଛନ୍ତି। ଏହି ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୫୩ ରନ୍ କରି ସେ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ସମକକ୍ଷ ହୋଇଛନ୍ତି। ଅଧିନାୟକ ଭାବେ ସେ ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟମ ଥର ପାଇଁ ୧୫୦ରୁ ଅଧିକ […]

cricket

cricket

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 07:36 AM IST

ସେଞ୍ଚୁରିଅନ: ବ୍ୟାଟିଂରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଗତକାଲି ପୁଣି ଏକ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ସେ ଏହି ରେକର୍ଡ କରିଛନ୍ତି। ଏହି ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୫୩ ରନ୍ କରି ସେ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ସମକକ୍ଷ ହୋଇଛନ୍ତି। ଅଧିନାୟକ ଭାବେ ସେ ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟମ ଥର ପାଇଁ ୧୫୦ରୁ ଅଧିକ ରନ୍‌ର ପାଳି ଖେଳିଛନ୍ତି। ତାଙ୍କ ପୂର୍ବରୁ ବ୍ରାଡ୍‌ମ୍ୟାନ୍ ମଧ୍ୟ ଅଧିନାୟକ ଭାବେ ଆଠ ଥର ୧୫୦ରୁ ଅଧିକ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକାରେ ବିରାଟଙ୍କର ଏହା ଦ୍ୱିତୀୟ ଟେଷ୍ଟ ଶତକ ହୋଇଥିବା ବେଳେ କ୍ୟାରିୟରର ୨୧ତମ ଶତକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story