ଅନୁଷ୍କାଙ୍କ ବଲରେ କ୍ଲିନ୍ ବୋଲ୍ଡ ବିରାଟ: ସାମ୍ପୁରୁ ସମ୍ପର୍କ ଅନେକ ଦୂର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ପ୍ରେମର ଲମ୍ବା ଇନିଂସ ଖେଳି ଶେଷରେ ଅନୁଷ୍କାଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି ବିରାଟ କୋହଲି। ଦୀର୍ଘ ଦିନ ଧରି ପ୍ରେମରେ ମସଗୁଲ ଥିବା କ୍ରିକେଟର ବିରାଟ କୋହଲି ଓ ବଲିଉଡ ନାୟିକା ଅନୁଷ୍କା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାସହ ବିରାଟ ଓ ଅନୁଷ୍କାଙ୍କ ପ୍ରେମ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାରେ ହାପି ଏଣ୍ଡିଂ ହୋଇଛି। କ୍ରିକେଟରେ ସଫଳତାର ଶୀର୍ଷ ଛୁଇଁଥିବା ଟିମ୍ ଇଣ୍ଡିଆର ଏହି ମୋଷ୍ଟ ପପୁଲାର୍ କ୍ୟାପଟେନ୍ ଏବେ […]

virushka_650x400_41513015258

virushka_650x400_41513015258

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 08:25 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ପ୍ରେମର ଲମ୍ବା ଇନିଂସ ଖେଳି ଶେଷରେ ଅନୁଷ୍କାଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି ବିରାଟ କୋହଲି। ଦୀର୍ଘ ଦିନ ଧରି ପ୍ରେମରେ ମସଗୁଲ ଥିବା କ୍ରିକେଟର ବିରାଟ କୋହଲି ଓ ବଲିଉଡ ନାୟିକା ଅନୁଷ୍କା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାସହ ବିରାଟ ଓ ଅନୁଷ୍କାଙ୍କ ପ୍ରେମ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାରେ ହାପି ଏଣ୍ଡିଂ ହୋଇଛି। କ୍ରିକେଟରେ ସଫଳତାର ଶୀର୍ଷ ଛୁଇଁଥିବା ଟିମ୍ ଇଣ୍ଡିଆର ଏହି ମୋଷ୍ଟ ପପୁଲାର୍ କ୍ୟାପଟେନ୍ ଏବେ ଜୀବନର ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି। ଦୀର୍ଘ ଦିନର ଛୁପା ରୁସ୍ତମ ରୋମାନ୍ସ, ଗସିପ୍ ଆଉ ଚର୍ଚ୍ଚା ପରେ ବଲିଉଡର ମୋଷ୍ଟ ହାଇଏଷ୍ଟ ପେଡ୍ ହିରୋଇନ୍ ଅନୁଷ୍କାଙ୍କ ହାତ ଧରିଛନ୍ତି ବିରାଟ। ଇଟାଲିରେ ମିଲାନସ୍ଥିତ ବିଶ୍ୱର ଦ୍ୱିତୀୟ ବ୍ୟୟବହୁଳ ତଥା ସମ୍ଭ୍ରାନ୍ତ ରିସର୍ଟ ବର୍ଗୋ ଫିନୋଚିଏଟୋରେ ଖୁବ ଧୁମଧାମରେ ଆୟୋଜିତ ହୋଇଛି ଉଭୟଙ୍କ ବିବାହ ଉତ୍ସବ। ବିବାହ ପରେ ନିଜ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ।

ବିରାଟ ଓ ଅନୁସ୍କାଙ୍କ ପ୍ରେମର ମୁଳଦୁଆ ପଡ଼ିଥିଲା ୨୦୧୩ରେ। ଏକ ସାମ୍ପୁର ବିଜ୍ଞାପନ ସୁଟିଂ ବେଳେ ପରସ୍ପରର ନିକଟତର ହୋଇଥିଲେ ବିରାଟ ଓ ଅନୁଷ୍କା। ଏହାର ବର୍ଷକ ପରେ ଉଭୟଙ୍କୁ ଏକ ଫୁଟବଲ୍ ମ୍ୟାଚ୍ ଅବସରରେ ଏକାଠି ଦେଖିବାକୁ ମିଳିଥଲା। ଆଉ ଏଇଠୁ ହିଁ ଉଭୟଙ୍କ ପ୍ରେମକୁ ନେଇ ଆରମ୍ଭ ହୋଇଥିଲା ଯୋରଦାର ଚର୍ଚ୍ଚା। କ୍ରିକେଟ ଓ ବଲିଉଡରେ ଆଉ ଏକ ପ୍ରେମ ସମ୍ପର୍କକୁ ନେଇ ଢେର୍ ରୋମାଞ୍ଚିତ ହୋଇଥିଲେ ଫ୍ୟାନ୍। ତେବେ ତିନି ବର୍ଷ ପରେ ୨୦୧୬ରେ ବିବାହକୁ ନେଇ ସିରିୟସ ଥିବା ବିରାଟଙ୍କ ପ୍ରସ୍ତାବରେ ଅନୁଷ୍କା ରାଜି ନେହବାରୁ ଦୁହିଁଙ୍କ ମଧୁର ସମ୍ପର୍କରେ ଭଟ୍ଟା ପଡିଥିଲା। ଏପରିକି ଦୁହିଁଙ୍କ ଭିତରେ ବ୍ରେକ୍ ଅପ୍ ପର୍ଯ୍ୟନ୍ତ ବି କଥା ଯାଇଥିଲା। ହେଲେ ଅଧିକ କିଛି ଘଟିବା ପୂର୍ବରୁ ବିବାଦକୁ ନିଜ ଆଡୁ ମ୍ୟାନେଜ୍ କରି ନେଇଥିଲେ ବିରାଟ। ଆଉ ଶେଷରେ ସବୁ କଳ୍ପନା ଜଳ୍ପନାର ପରିସମାପ୍ତି ଘଟାଇ ଏହି ଯୋଡ଼ି ଭାରତୀୟ ଗଣମାଧ୍ୟମଠାରୁ ଢେର ଦୂରରେ ଥାଇ ନିଜର ଅଗଣିତ ଫ୍ୟାନଙ୍କୁ ବିବାହର ଶୁଭ ଖବର ଦେଇଛନ୍ତି।

https://youtu.be/oObOsdmwXBY?t=154

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story