ଆଜି ଏହି ହୋଟଲ୍‌ରେ ବିରୁଷ୍କାଙ୍କ ରିସେପ୍‌ସନ୍‌ ପାର୍ଟି: ପ୍ରଧାନମନ୍ତ୍ରୀ ମୋଦି ଅତିଥି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରୁଷ୍କାଙ୍କ ରିସେପସନ୍‌ ପାର୍ଟି ଆଉ କିଛି ସମୟ ପରେ ନୂଆଦିଲ୍ଲୀର ଅନୁଷ୍ଠିତ ହେବ। ତାଜ୍‌ ହୋଟେଲରେ ଏହି ରିସେପ୍‌ସନ୍ ପାର୍ଟି ସନ୍ଧ୍ୟା ୮.୩୦ ମିନିଟ୍‌ ଠାରୁ ଆରମ୍ଭ ହେବ। ଏହି ହୋଟେଲରେ  ମୋଟ୍ ୨୯୨ଟି ଲଗ୍‌ଜୁରୀ ରୁମ୍‌ ରହିଥିବା ବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଅତିଥିଙ୍କ ସତ୍କାର ପାଇଁ ବ୍ୟବସ୍ଥା ରହିଛି। ତାଜ୍‌ ହୋଟଲର ଭିନ୍ନ ଭିନ୍ନ ହଲ୍‌ରେ ଅନେକ ପ୍ରକାର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏହି ପାର୍ଟିରେ ନର୍ଥ ଇଣ୍ଡିଆନ୍‌ ଖାଦ୍ୟ ଅଧିକ […]

virat-reception-1_1513831

virat-reception-1_1513831

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 04:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରୁଷ୍କାଙ୍କ ରିସେପସନ୍‌ ପାର୍ଟି ଆଉ କିଛି ସମୟ ପରେ ନୂଆଦିଲ୍ଲୀର ଅନୁଷ୍ଠିତ ହେବ। ତାଜ୍‌ ହୋଟେଲରେ ଏହି ରିସେପ୍‌ସନ୍ ପାର୍ଟି ସନ୍ଧ୍ୟା ୮.୩୦ ମିନିଟ୍‌ ଠାରୁ ଆରମ୍ଭ ହେବ। ଏହି ହୋଟେଲରେ  ମୋଟ୍ ୨୯୨ଟି ଲଗ୍‌ଜୁରୀ ରୁମ୍‌ ରହିଥିବା ବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଅତିଥିଙ୍କ ସତ୍କାର ପାଇଁ ବ୍ୟବସ୍ଥା ରହିଛି।

ତାଜ୍‌ ହୋଟଲର ଭିନ୍ନ ଭିନ୍ନ ହଲ୍‌ରେ ଅନେକ ପ୍ରକାର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏହି ପାର୍ଟିରେ ନର୍ଥ ଇଣ୍ଡିଆନ୍‌ ଖାଦ୍ୟ ଅଧିକ ଦେଖିବାକୁ ମିଳିବ। ଏହାସହ ପଞ୍ଜାବୀ ଖାଦ୍ୟ ମଧ୍ୟ ଦେଖିବାକୁ ମିଳିବ। ଏହି ପାର୍ଟିରେ ବହୁ ସେଲିବ୍ରିଟି, ନେତା, ମନ୍ତ୍ରୀ ଓ ଖେଳାଳି ପହଞ୍ଚିବେ।

ଏହି ରିସେପସନ୍ ପାର୍ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। କୋହଲି ଓ ଅନୁଷ୍କା ୧୯ ତାରିଖରେ ଭାରତ ଫେରିବା ପରେ ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଉଭୟଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଇବା ସହ ତାଜ୍ ପ୍ୟାଲେସରେ ଆୟୋଜିତ ଭୋଜିରେ ଯୋଗଦେବାକୁ ସମ୍ମତ୍ତି ଦେଇଥିବା ଜଣାପଡ଼ିଛି।

ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିରାଟ ଓ ଅନୁଷ୍କା ଗତ ୧୧ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଇଟାଲୀର ମିଲାନରେ ଉଭୟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ବିରୁଷ୍କାଙ୍କ ପକ୍ଷରୁ ଆଜି ନୂଆଦିଲ୍ଲୀରେ ଏବଂ ୨୬ ତାରିଖରେ ମୁମ୍ବାଇରେ ଭୋଜି ଉତ୍ସବର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story