୪ ଦିନିଆ ଟେଷ୍ଟ ପ୍ରସ୍ତାବକୁ ବିରାଟଙ୍କ ଜୋରଦାର ବିରୋଧ

ଗୌହାଟୀ: ଟେଷ୍ଟ ମ୍ୟାଚ୍‌କୁ ୫ ଦିନ ବଦଳରେ ୪ ଦିନିଆ କରିବାକୁ ଆଇସିସି ଦେଇଥିବା ପ୍ରସ୍ତାବକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲ ଜୋରଦାର ବିରୋଧ କରିଛନ୍ତି। ଟେଷ୍ଟ ମ୍ୟାଚ୍‌ କହିଲେ କ୍ରିକେଟକୁ ବୁଝାଏ। ଆରମ୍ଭରୁ ଏହା ୫ ଦିନିଆ ହୋଇ ରହିଛି। ଏବେ ଏଥିରେ କାଟଛାଣ୍ଟ କରିବା ଠିକ୍‌ ନୁହେଁ ବୋଲି ବିରାଟ କହିଛନ୍ତି। ଆଇସିସି ୨୦୨୩ରୁ ୨୦୩୧ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ଗୁଡ଼ିକୁ ୪ ଦିନିଆ ବିଶିଷ୍ଟ କରିବାକୁ ପ୍ରସ୍ତାବ ଦେଇଥିଲା। ଏଥିରୁ […]

v

v

Hemant Lenka
  • Published: Saturday, 04 January 2020
  • Updated: 04 January 2020, 04:21 PM IST

Sports

Latest News

ଗୌହାଟୀ: ଟେଷ୍ଟ ମ୍ୟାଚ୍‌କୁ ୫ ଦିନ ବଦଳରେ ୪ ଦିନିଆ କରିବାକୁ ଆଇସିସି ଦେଇଥିବା ପ୍ରସ୍ତାବକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲ ଜୋରଦାର ବିରୋଧ କରିଛନ୍ତି। ଟେଷ୍ଟ ମ୍ୟାଚ୍‌ କହିଲେ କ୍ରିକେଟକୁ ବୁଝାଏ। ଆରମ୍ଭରୁ ଏହା ୫ ଦିନିଆ ହୋଇ ରହିଛି। ଏବେ ଏଥିରେ କାଟଛାଣ୍ଟ କରିବା ଠିକ୍‌ ନୁହେଁ ବୋଲି ବିରାଟ କହିଛନ୍ତି।

ଆଇସିସି ୨୦୨୩ରୁ ୨୦୩୧ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ଗୁଡ଼ିକୁ ୪ ଦିନିଆ ବିଶିଷ୍ଟ କରିବାକୁ ପ୍ରସ୍ତାବ ଦେଇଥିଲା। ଏଥିରୁ ମିଳୁଥିବା ସମୟରେ ଅଧିକ ସମୀତି ଓଭର କ୍ରିକେଟ ଖେଳା ଯାଇପାରିବ ବୋଲି ଆଇସିସି କହିଥିଲା। ଅଷ୍ଟ୍ରେଲିଆର କ୍ରିକେଟର ନାଥନ ଲାୟନ ଏହାକୁ ଭୁଲ ବୋଲି କହିଥିଲେ ହେଁ ତାଙ୍କ ଦେଶର ବୋର୍ଡ ଏହାକୁ ସମର୍ଥନ କରିଥିଲା।

ଆଜି କୋହଲି ଏ ସମ୍ପର୍କରେ କହିଛନ୍ତି, “ମୋ ମତରେ ଏପରି ହେବା ଠିକ ନୁହେଁ। ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଟେଷ୍ଟ କ୍ରିକେଟର ଲୋକ ପ୍ରିୟତା ପାଇଁ ଦିବାରାତ୍ର ମ୍ୟାଚ୍‌ ଆୟୋଜନ କରାଯାଉଛି। ଏହା କିଛି ଦିନ ଚାଲିବ। ହେଲେ ଏହାପରେ ଏହାର କ୍ରେଜ କମିଯାଇ ପାରେ।

ଟେଷ୍ଟ କ୍ରିକେଟର ଦିନ ସଂଖ୍ୟା ୫ ବଦଳରେ ୪ କରାଗଲେ କିଛି ଲାଭ ହେବ ନାହିଁ। ମୁଁ ଭାବୁଛି, ଏପରି କରିବା ଠିକ୍‌ ନୁହେଁ। ଏବେ ୪ ଦିନିଆ ଓ ଏହାପରେ ଆପଣ ୩ ଦିନିଆ ଟେଷ୍ଟ ମ୍ୟାଚ୍ କଥା କହିବେ। ଏପରି ହେଲେ ଆପଣ ମ୍ୟାଚ୍‌କୁ କେଉଁଠି ଓ କେବେ ଶେଷ କରିବେ। ଏହାପରେ ଆପଣ ଟେଷ୍ଟ କ୍ରିକେଟକୁ ବନ୍ଦ କରିଦେବାକୁ ମଧ୍ୟ କହିପାରନ୍ତି। ତେଣୁ ମୁଁ ଭାବୁଛି ଟେଷ୍ଟ ମ୍ୟାଚ୍‌ର ଦିନ ସଂଖ୍ୟା ହ୍ରାସ କରାଯିବା ଠିକ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story