ଆଜି ରାତି ୯ଟା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ କହିଲେ ବିରାଟ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତରେ ନିର୍ଣ୍ଣାୟକ ଯୁଦ୍ଧ ଚାଲିଛି। ଭାରତୀୟମାନେ ଏକାଠି ହୋଇ ଏହା ବିରୋଧରେ ଲଢ଼େଇ କରୁଛନ୍ତି। ଏହାକୁ ପ୍ରମାଣିତ କରିବା ପାଇଁ ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ସମସ୍ତେ ଲାଇଟ ବନ୍ଦ କରି ଘର ଆଗରେ ବା ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ କିମ୍ବା ମୋବାଇଲ ଫ୍ଲାଶ ଲାଇଟ ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଏହାକୁ ସମର୍ଥନ କରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି […]

yu

yu

Hemant Lenka
  • Published: Sunday, 05 April 2020
  • Updated: 05 April 2020, 03:46 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତରେ ନିର୍ଣ୍ଣାୟକ ଯୁଦ୍ଧ ଚାଲିଛି। ଭାରତୀୟମାନେ ଏକାଠି ହୋଇ ଏହା ବିରୋଧରେ ଲଢ଼େଇ କରୁଛନ୍ତି। ଏହାକୁ ପ୍ରମାଣିତ କରିବା ପାଇଁ ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ସମସ୍ତେ ଲାଇଟ ବନ୍ଦ କରି ଘର ଆଗରେ ବା ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ କିମ୍ବା ମୋବାଇଲ ଫ୍ଲାଶ ଲାଇଟ ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି।

ଏହାକୁ ସମର୍ଥନ କରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ସମସ୍ତଙ୍କୁ ଏକାଠି ହେବାକୁ କହିଛନ୍ତି। ଭାରତର ଏକତା ଓ ସ୍ୱାସ୍ଥ୍ୟ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ଆଜି ରାତି ୯ଟାରେ ଏକାଠି ହେବା ବୋଲି ବିରାଟ କହିଛନ୍ତି।

ବିରାଟ ଟ୍ୱିଟ କରି କହିଛନ୍ତି, “ଷ୍ଟାଡିୟମର ଶକ୍ତି ତା’ର ଫ୍ୟାନ ମାନଙ୍କ ହାତରେ। ସେହିପରି ଭାରତର ଏକତା ଦେଶବାସୀଙ୍କ ହାତରେ। ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ଆମେ ଏକାଠି ଅଛୁ ବୋଲି ସାରା ବିଶ୍ୱକୁ ଜଣାଇବା। ସ୍ୱାସ୍ଥ୍ୟ ଯୋଦ୍ଧା ମାନଙ୍କୁ ଜଣାଇ ଦେବା ଯେ ଆମେ ସେମାନଙ୍କ ପଛରେ ରହିଛୁ। ଟିମ ଇଣ୍ଡିଆ ଏକାଠି ହୁଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story