ବିରାଟଙ୍କ ଅଧିନାୟକତ୍ୱ ଏବେ ସଂକଟ ଘେରରେ: ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରୋହିତ ଶର୍ମା ଅଧିନାୟକ ଭାବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ଦ୍ୱିଶତକ ଓ ଟି-ଟ୍ୱେଣ୍ଟିରେ ବିଶ୍ୱର ଦ୍ରୁତତମ ଶତକ ହାସଲ କରିବା ସହ ଟିମ୍‌କୁ ସିରିଜ ବି ଜିତାଇସାରିଛନ୍ତି। ପ୍ରଥମେ ଟେଷ୍ଟ ପରେ ଦିନିକିଆ ଓ ଶେଷରେ ଟି-ଟ୍ୱେଣ୍ଟି, ବ୍ୟକ୍ତିଗତ ଭାବେ ରୋହିତଙ୍କ ପ୍ରଦର୍ଶନ ଏହି ୩ଟି ସିରିଜରେ ଆକଣର୍ଷଣୀୟ ରହିଛି। ଦ୍ୱିତୀୟ ଦିନିକିଆରେ ରୋହିତ ଦ୍ୱିଶତକ ହାସଲ କରି ବିଶ୍ୱ କ୍ରିକେଟ୍‌ ପାଇଁ ଏକ ମାଇଲଖୁଣ୍ଟ ତିଆରି କରିଛନ୍ତି। ରୋହିତଙ୍କ ଏହିସବୁ ବସ୍ଫୋରକ ପାଳି ସେତେବେଳେ […]

virat-tweet-5_1514019937

virat-tweet-5_1514019937

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରୋହିତ ଶର୍ମା ଅଧିନାୟକ ଭାବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ଦ୍ୱିଶତକ ଓ ଟି-ଟ୍ୱେଣ୍ଟିରେ ବିଶ୍ୱର ଦ୍ରୁତତମ ଶତକ ହାସଲ କରିବା ସହ ଟିମ୍‌କୁ ସିରିଜ ବି ଜିତାଇସାରିଛନ୍ତି। ପ୍ରଥମେ ଟେଷ୍ଟ ପରେ ଦିନିକିଆ ଓ ଶେଷରେ ଟି-ଟ୍ୱେଣ୍ଟି, ବ୍ୟକ୍ତିଗତ ଭାବେ ରୋହିତଙ୍କ ପ୍ରଦର୍ଶନ ଏହି ୩ଟି ସିରିଜରେ ଆକଣର୍ଷଣୀୟ ରହିଛି। ଦ୍ୱିତୀୟ ଦିନିକିଆରେ ରୋହିତ ଦ୍ୱିଶତକ ହାସଲ କରି ବିଶ୍ୱ କ୍ରିକେଟ୍‌ ପାଇଁ ଏକ ମାଇଲଖୁଣ୍ଟ ତିଆରି କରିଛନ୍ତି। ରୋହିତଙ୍କ ଏହିସବୁ ବସ୍ଫୋରକ ପାଳି ସେତେବେଳେ ହୋଇଥିଲା ଯେତେବେଳେ ବିରାଟ କୋହଲି ଟିମ୍‌ରେ ଉପସ୍ଥିତ ନାହାଁନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ବିରାଟଙ୍କ କ୍ୟାପଟେନ୍ସି ଏବେ ସଂକଟରେ ପଡ଼ିଗଲାଣି ବୋଲି କିଛି ୟୁଜର୍ସ ଏବେ ସୋସିଆଲ ମିଡିଆରେ କହିବାକୁ ଲାଗିଲେଣି। ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁ ଫଟୋରେ ରୋହିତଙ୍କ ଫର୍ମକୁ ନେଇ ବିରାଟ ଓ ଅନୁଷ୍କା ଚିନ୍ତାରେ ପଡ଼ିଗଲେଣି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ରୋହିତ ଅଧିନାୟକ ଭାବେ ଉଭୟ ସିରିଜରେ ଜବର୍‌ଦସ୍ତ ଖେଳ ପ୍ରଦର୍ଶନ କରି ଟିମ୍‌କୁ ଜିତାଇବା ସହ ବିଶ୍ୱ ରେକର୍ଡ କରିଛନ୍ତି। ରୋହିତ ଦ୍ୱିତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିବା ସହ ମୋଟ ୩ଟି ଦ୍ୱିଶତକ ହାସଲ କରିବାରେ ସେ ଏକମାତ୍ର ବ୍ୟାଟ୍ସମ୍ୟାନ ପାଲଟି ଯାଇଛନ୍ତି। ଏହାସହ ଟି-ଟ୍ୱଣ୍ଟିରେ ବି ସେ ସବୁଠୁ ଦ୍ରୁତ ଶତକ ହାସଲ କରି ଏକ ରେକର୍ଡ ସ୍ଥାପନ କରିଛନ୍ତି। ଏହି ଫର୍ମାଟରେ ସବୁଠୁ ଦ୍ରୁତ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଡେଭିଡ଼ ମିଲରଙ୍କ ସମକକ୍ଷ ହୋଇଛନ୍ତି ରୋହିତ। ଏହାପୂର୍ବରୁ କେବଳ ମିଲର୍‌ ୩୫ ବଲରୁ ଶତକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story