ଧୋନି କେବେ ଫେରିବେ, ମୁହଁ ଖୋଲିଲେ ବୀରୁ

ଅହମ୍ମଦାବାଦ: ଦୀର୍ଘ ୯ ମାସ ଧରି କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି। ୨୦୧୯ ବିଶ୍ୱକପ୍ ପରଠାରୁ ଧୋନି ଗୋଟିଏ ବି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି। ଏଭଳି ସ୍ଥିତିରେ ଧୋନି ଭାରତୀୟ ଟିମକୁ ଫେରିବେ କି ନାହିଁ, ତାହା କେହି ଜାଣିନାହାନ୍ତି। କିନ୍ତୁ ଧୋନିଙ୍କ ପୂର୍ବତନ ସାଥୀ ଖେଳାଳି ତଥା ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ସେହ୍ୱାଗଙ୍କ ମତରେ ଧୋନିଙ୍କ ପକ୍ଷେ […]

viru-and-dhoni

viru-and-dhoni

Ranjit Kumar Jena
  • Published: Wednesday, 18 March 2020
  • Updated: 18 March 2020, 08:34 PM IST

Sports

Latest News

ଅହମ୍ମଦାବାଦ: ଦୀର୍ଘ ୯ ମାସ ଧରି କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି। ୨୦୧୯ ବିଶ୍ୱକପ୍ ପରଠାରୁ ଧୋନି ଗୋଟିଏ ବି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି। ଏଭଳି ସ୍ଥିତିରେ ଧୋନି ଭାରତୀୟ ଟିମକୁ ଫେରିବେ କି ନାହିଁ, ତାହା କେହି ଜାଣିନାହାନ୍ତି। କିନ୍ତୁ ଧୋନିଙ୍କ ପୂର୍ବତନ ସାଥୀ ଖେଳାଳି ତଥା ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ସେହ୍ୱାଗଙ୍କ ମତରେ ଧୋନିଙ୍କ ପକ୍ଷେ ଏବେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ୍ କରିବା କଷ୍ଟକର।

ସେହ୍ୱାଗ କହିଛନ୍ତି, ଚୟନକର୍ତ୍ତା ପୂର୍ବରୁ ହିଁ ଧୋନିଙ୍କ ବିକଳ୍ପ ଖୋଜିବା ସହ ଆଗକୁ ବଢ଼ିସାରିଛି। ଯଦିବି ଧୋନି ଜାତୀୟ ଦଳକୁ ଫେରନ୍ତି, ତାହେଲେ ସେ କେଉଁ ସ୍ଥାନ ପାଇଁ ଫିଟ୍ ହେବେ। ଋଷଭ ପନ୍ତ ଓ ଲୋକେଶ ରାହୁଲ୍ ଟିମରେ ଅଛନ୍ତି । ପନ୍ତଙ୍କ ସ୍ଥାନରେ ରାହୁଲ୍ ଏବେ ୱିକେଟକିପର ଭୂମିକା ବହନ କରୁଛନ୍ତି ଏବଂ ସେ ବର୍ତ୍ତମାନ ଜବରଦସ୍ତ ଫର୍ମରେ ମଧ୍ୟ ଅଛନ୍ତି । ତେଣୁ ମୋତେ ଲାଗୁନି ସେ ଚୟନକର୍ତ୍ତା ଏବେ ଧୋନିଙ୍କ କଥା ବିଚାର କରୁଥିବେ। ମୋ ମତରେ ବର୍ତ୍ତମାନ ଭାରତୀୟ ଟିମକୁ ଧୋନିଙ୍କ ବିନା ଆଗକୁ ବଢ଼ିବାକୁ ପଡିବ।

ସେହିପରି ନ୍ୟୁଜିଲ୍ୟାଣ୍ଡରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ସେହ୍ୱାଗ କହିଛନ୍ତି, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ କିୱି ଟିମ୍ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କଲା । ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ସଂଘର୍ଷ କରି ହାରିଛି। ମୋ ମତରେ ଛୋଟିଆ ଫର୍ମାଟରେ କମବ୍ୟାକ୍ କରିବା କୌଣସି ଟିମ୍ ପକ୍ଷେ ସହଜ ହୋଇନଥାଏ।

ନ୍ୟୁଜିଲ୍ୟାଣ୍ଡରେ ବିରାଟ୍ କୋହଲିଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ସେହ୍ୱାଗ କହିଛନ୍ତି, କୋହଲି ଜଣେ କ୍ଲାସ୍ ବ୍ୟାଟ୍ସମ୍ୟାନ୍। ଅନ୍ତର୍ଜାତୀୟ ସ୍ତରରେ ସଚିନ ତେନ୍ଦୁଲକର, ଷ୍ଟିଭ୍ ୱ', ଜ୍ୟାକ୍ କାଲିସ୍ ଓ ରିକି ପଣ୍ଟିଂଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅନେକ କଠିନ ସମୟ ଦେଇ ଗତି କରିଛନ୍ତି। ତେଣୁ କୋହଲିଙ୍କ ପକ୍ଷେ ଠିକ୍ ସେୟା ହୋଇଛି। ଆଗାମୀ ଦିନରେ କୋହଲି ନିଶ୍ଚୟ ଫର୍ମକୁ ଫେରିବା ସହ ଦଳ ପାଇଁ ପୁଣିଥରେ ମ୍ୟାଚ୍ ବିଜେତା ସାବ୍ୟସ୍ତ ହେବେ ବୋଲି ସେହ୍ୱାଗ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story