ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରି ସାରିଥିବା ବୀରେନ୍ଦ୍ର ସେହୱାଗଙ୍କୁ ଦେଖିବାକୁ ମିଳିବ ସଚୀନ ତେନ୍ଦୁଲକର ଓ ସେନ ୱାର୍ଣ୍ଣଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଥିବା ତଥା ଆମେରିକାରେ ଖେଳାଯିବାକୁ ଥିବା ଅଲ୍-ଷ୍ଟାର୍ସ ସିରିଜରେ। ହରିଆଣା ପକ୍ଷରୁ ପଶ୍ଚିମ ବଙ୍ଗ ବିପକ୍ଷ ରଣଜୀ ମ୍ୟାଚ୍ ଖେଳି ସାରିବା ପରେ ସେହୱାଗ ଏହି ସିରିଜରେ ଭାଗ ନେବା ପାଇଁ ଆମେରିକା ଗସ୍ତ କରିବେ। ହରିଆଣା ଓ ପଶ୍ଚିମ ବଙ୍ଗ ମଧ୍ୟରେ ଅକ୍ଟୋବର ୩୦ରୁ ମ୍ୟାଚ୍ ଆରମ୍ଭ ହେବ।
ଅଲ୍-ଷ୍ଟାର୍ସର ମ୍ୟାଚଗୁଡ଼ିକ ନଭେମ୍ବର ୭ ତାରିଖରୁ ନ୍ୟୁୟର୍କରୁ ଆରମ୍ଭ ହେବ। ନଭେମ୍ବର ୧୧ରେ ହଷ୍ଟନ୍ ଓ ୧୪ରେ ଲସ୍ ଏଞ୍ଜେଲସରେ ଖେଳାଯିବ। ତେବେ ଏହି ମ୍ୟାଚଗୁଡ଼ିକୁ ଖେଳିବା ପାଇଁ ବୀରୁ ଦୁଇଟି ରଣଜୀ ମ୍ୟାଚ୍ ଖେଳିବେ ନାହିଁ। ହରିଆଣା ଟିମର ଅଧିନାୟକ ଥିବା ସେହୱାଗ ନଭେମ୍ବର ୭ରୁ ଆରମ୍ଭ ହେଉଥିବା ଆସାମ ବିପକ୍ଷ ମ୍ୟାଚ୍ ନଭେମ୍ବର ୭ରୁ ଆରମ୍ଭ ହେଉଥିବା ବେଳେ ଓଡ଼ିଶା ବିପକ୍ଷ ମ୍ୟାଚ୍ ୧୫ ତାରିଖରୁ ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।