ଅଲ-ଷ୍ଟାର୍ସ ସିରିଜରେ ବୀରୁ, ଖେଳିବେନି ଓଡ଼ିଶା ଓ ଆସାମ ବିପକ୍ଷ ରଣଜୀ ମ୍ୟାଚ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରି ସାରିଥିବା ବୀରେନ୍ଦ୍ର ସେହୱାଗଙ୍କୁ ଦେଖିବାକୁ ମିଳିବ ସଚୀନ ତେନ୍ଦୁଲକର ଓ ସେନ ୱାର୍ଣ୍ଣଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଥିବା ତଥା ଆମେରିକାରେ ଖେଳାଯିବାକୁ ଥିବା ଅଲ୍-ଷ୍ଟାର୍ସ ସିରିଜରେ। ହରିଆଣା ପକ୍ଷରୁ ପଶ୍ଚିମ ବଙ୍ଗ ବିପକ୍ଷ ରଣଜୀ ମ୍ୟାଚ୍ ଖେଳି ସାରିବା ପରେ ସେହୱାଗ ଏହି ସିରିଜରେ ଭାଗ ନେବା ପାଇଁ ଆମେରିକା ଗସ୍ତ କରିବେ। ହରିଆଣା ଓ ପଶ୍ଚିମ ବଙ୍ଗ ମଧ୍ୟରେ ଅକ୍ଟୋବର ୩୦ରୁ ମ୍ୟାଚ୍ ଆରମ୍ଭ […]

Virender Sehwag

Virender Sehwag

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 03:58 PM IST

Sports

Latest News

 Virender Sehwagନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରି ସାରିଥିବା ବୀରେନ୍ଦ୍ର ସେହୱାଗଙ୍କୁ ଦେଖିବାକୁ ମିଳିବ ସଚୀନ ତେନ୍ଦୁଲକର ଓ ସେନ ୱାର୍ଣ୍ଣଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଥିବା ତଥା ଆମେରିକାରେ ଖେଳାଯିବାକୁ ଥିବା ଅଲ୍-ଷ୍ଟାର୍ସ ସିରିଜରେ। ହରିଆଣା ପକ୍ଷରୁ ପଶ୍ଚିମ ବଙ୍ଗ ବିପକ୍ଷ ରଣଜୀ ମ୍ୟାଚ୍ ଖେଳି ସାରିବା ପରେ ସେହୱାଗ ଏହି ସିରିଜରେ ଭାଗ ନେବା ପାଇଁ ଆମେରିକା ଗସ୍ତ କରିବେ। ହରିଆଣା ଓ ପଶ୍ଚିମ ବଙ୍ଗ ମଧ୍ୟରେ ଅକ୍ଟୋବର ୩୦ରୁ ମ୍ୟାଚ୍ ଆରମ୍ଭ ହେବ।

ଅଲ୍-ଷ୍ଟାର୍ସର ମ୍ୟାଚଗୁଡ଼ିକ ନଭେମ୍ବର ୭ ତାରିଖରୁ ନ୍ୟୁୟର୍କରୁ ଆରମ୍ଭ ହେବ। ନଭେମ୍ବର ୧୧ରେ ହଷ୍ଟନ୍ ଓ ୧୪ରେ ଲସ୍ ଏଞ୍ଜେଲସରେ ଖେଳାଯିବ। ତେବେ ଏହି ମ୍ୟାଚଗୁଡ଼ିକୁ ଖେଳିବା ପାଇଁ ବୀରୁ ଦୁଇଟି ରଣଜୀ ମ୍ୟାଚ୍ ଖେଳିବେ ନାହିଁ। ହରିଆଣା ଟିମର ଅଧିନାୟକ ଥିବା ସେହୱାଗ ନଭେମ୍ବର ୭ରୁ ଆରମ୍ଭ ହେଉଥିବା ଆସାମ ବିପକ୍ଷ ମ୍ୟାଚ୍ ନଭେମ୍ବର ୭ରୁ ଆରମ୍ଭ ହେଉଥିବା ବେଳେ ଓଡ଼ିଶା ବିପକ୍ଷ ମ୍ୟାଚ୍ ୧୫ ତାରିଖରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos