ଭିଭିଙ୍କୁ ମେଣ୍ଟର କରିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ସାର୍  ଭିଭିଆନ୍ ରିଚାର୍ଡସଙ୍କୁ ପାକିସ୍ତାନ ଟିମ୍‌ର ମେଣ୍ଟର କରିବାକୁ ଚାହୁଁଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଏଥିପାଇଁ ପିସିବି ଭିଭିଆନ୍‌ଙ୍କ ସହ ଆଲୋଚନା ଜାରି ରଖିଛି। ତେବେ ଏଯାବତ୍ ଭିଭିଆନ୍ ଏ ନେଇ ରାଜି ହୋଇ ନ ଥିବା ପିସିବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ୍ କ୍ରିକେଟ୍‌ରେ ଯେକୌଣସି ଦାୟିତ୍ୱ ନେବାକୁ କିଛି ଦିନ ତଳେ ଭିଭିଆନ୍ ଆଗ୍ରହ ପ୍ରକାଶ କରି ଥିଲେ। […]

viv

viv

Rakesh Mallick
  • Published: Friday, 19 February 2016
  • Updated: 19 February 2016, 11:53 AM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ସାର୍  ଭିଭିଆନ୍ ରିଚାର୍ଡସଙ୍କୁ ପାକିସ୍ତାନ ଟିମ୍‌ର ମେଣ୍ଟର କରିବାକୁ ଚାହୁଁଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଏଥିପାଇଁ ପିସିବି ଭିଭିଆନ୍‌ଙ୍କ ସହ ଆଲୋଚନା ଜାରି ରଖିଛି। ତେବେ ଏଯାବତ୍ ଭିଭିଆନ୍ ଏ ନେଇ ରାଜି ହୋଇ ନ ଥିବା ପିସିବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନ୍ କ୍ରିକେଟ୍‌ରେ ଯେକୌଣସି ଦାୟିତ୍ୱ ନେବାକୁ କିଛି ଦିନ ତଳେ ଭିଭିଆନ୍ ଆଗ୍ରହ ପ୍ରକାଶ କରି ଥିଲେ।

୨୦୧୪ରୁ ଜିମ୍ବାୱେର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ରାଣ୍ଟ ଫ୍ଲାୱାର ପାକିସ୍ତାନର ବ୍ୟାଟିଂ କୋଚ୍ ଅଛନ୍ତି।

ବାଂଲାଦେଶରେ ଏସିଆ କପ୍ ହେବାକୁ ଥିବା ବେଳେ ଭାରତରେ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story