ନ୍ୟାସନାଲ ଚାମ୍ପିଅନ୍‌ସିପ୍: ସ୍ୱର୍ଣ୍ଣ ପଦକ ସହ ରିଓ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କଲେ ଗୁରୁମିତ୍‌

ଜୟପୁର: ଉତ୍ତରାଖଣ୍ଡର ଗୁରୁମିତ ସିଂହ ଶନିବାର ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜୟପୁରରେ ଆଜି ଅନୁଷ୍ଠିତ ଜାତୀୟ ଚାମ୍ପିଅନନସିପ୍‌ରେ ୨୦ କି.ମି. ୱାକ୍‌ ରେସ୍‌ରେ ସ୍ୱର୍ଣ୍ଣ ଜିତି ଏହି ସଫଳତା ପାଇଛନ୍ତି। ଏହି ବର୍ଗରେ ରିଓ ଅଲିମ୍ପିକ୍‌ରେ ଯୋଗ୍ୟତା ପାଇଁ ୧ ଘଣ୍ଟା ୨୪ ମିନିଟ୍‌ ସମୟ ରହିଥିଲା। ସେ ୧:୨୧:୨୪:୫୭ ମିନିଟରେ ଲକ୍ଷ୍ୟସ୍ଥଳକୁ ଅତିକ୍ରମ କରିଥିଲେ। ସେହିପରି ଏହି ବର୍ଗରେ ତାମିଲନାଡୁର କେ. ଗଣପତି ଓ ହରିଆଣାର ସନ୍ଦୀପ କୁମାର ଯଥାକ୍ରମେ ଦ୍ୱିତୀୟ […]

Uttarakhand's Gurmeet Singh

Uttarakhand's Gurmeet Singh

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 12:28 PM IST

Sports

Latest News

ଜୟପୁର: ଉତ୍ତରାଖଣ୍ଡର ଗୁରୁମିତ ସିଂହ ଶନିବାର ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜୟପୁରରେ ଆଜି ଅନୁଷ୍ଠିତ ଜାତୀୟ ଚାମ୍ପିଅନନସିପ୍‌ରେ ୨୦ କି.ମି. ୱାକ୍‌ ରେସ୍‌ରେ ସ୍ୱର୍ଣ୍ଣ ଜିତି ଏହି ସଫଳତା ପାଇଛନ୍ତି।

ଏହି ବର୍ଗରେ ରିଓ ଅଲିମ୍ପିକ୍‌ରେ ଯୋଗ୍ୟତା ପାଇଁ ୧ ଘଣ୍ଟା ୨୪ ମିନିଟ୍‌ ସମୟ ରହିଥିଲା। ସେ ୧:୨୧:୨୪:୫୭ ମିନିଟରେ ଲକ୍ଷ୍ୟସ୍ଥଳକୁ ଅତିକ୍ରମ କରିଥିଲେ। ସେହିପରି ଏହି ବର୍ଗରେ ତାମିଲନାଡୁର କେ. ଗଣପତି ଓ ହରିଆଣାର ସନ୍ଦୀପ କୁମାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story