ସେନ୍ ୱାର୍ଣ୍ଣ ଓ ଷ୍ଟିଭ୍ ୱାଗ୍ ପୁଣି ମୁହାଁମୁହିଁ

ସିଡନୀ: ଦୀର୍ଘ ବର୍ଷ ଧରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱାଗ୍ ଓ ସ୍ପିନର ସେନ୍ ୱାର୍ଣ୍ଣଙ୍କ ମଧ୍ୟରେ ରହି ଆସିଥିବା ମତାନ୍ତର ପୁଣି ଥରେ ତୀବ୍ର ରୂପ ଧାରଣ କରିଛି। ସେନ୍ ୱାର୍ଣ୍ଣ ପୁଣି ଥରେ ଉଖାରିଛନ୍ତି ସେହି ପୁରୁଣା ଘା’କୁ। ଏହି ସପ୍ତାହ ପ୍ରାରମ୍ଭରେ ସେ କହିଥିଲେ ଯେ ଷ୍ଟିଭ୍ ୱାଗ ହେଉଛନ୍ତି ସବୁଠୁ ଅଧିକ ସ୍ୱାର୍ଥପର ଖେଳାଳି। ୧୭ ବର୍ଷ ତଳେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଶେଷ ମ୍ୟାଚ୍‌ରୁ ତାଙ୍କୁ […]

warne-waugh

warne-waugh

Rakesh Mallick
  • Published: Friday, 12 February 2016
  • Updated: 12 February 2016, 01:29 PM IST

Sports

Latest News

ସିଡନୀ: ଦୀର୍ଘ ବର୍ଷ ଧରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱାଗ୍ ଓ ସ୍ପିନର ସେନ୍ ୱାର୍ଣ୍ଣଙ୍କ ମଧ୍ୟରେ ରହି ଆସିଥିବା ମତାନ୍ତର ପୁଣି ଥରେ ତୀବ୍ର ରୂପ ଧାରଣ କରିଛି। ସେନ୍ ୱାର୍ଣ୍ଣ ପୁଣି ଥରେ ଉଖାରିଛନ୍ତି ସେହି ପୁରୁଣା ଘା’କୁ। ଏହି ସପ୍ତାହ ପ୍ରାରମ୍ଭରେ ସେ କହିଥିଲେ ଯେ ଷ୍ଟିଭ୍ ୱାଗ ହେଉଛନ୍ତି ସବୁଠୁ ଅଧିକ ସ୍ୱାର୍ଥପର ଖେଳାଳି। ୧୭ ବର୍ଷ ତଳେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଶେଷ ମ୍ୟାଚ୍‌ରୁ ତାଙ୍କୁ ବାଦ୍ ଦେଇଥିଲେ ଷ୍ଟିଭ୍। ଆଉ ଏହାକୁ ଏପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି ସେନ୍। ତେଣୁ ମଉକା ମିଳିଲେ ଷ୍ଟିଭ୍‌ଙ୍କ ବିରୋଧରେ ବିଷ ଉଗାଳୁଛନ୍ତି। ଅନ୍ୟପକ୍ଷରେ ସେନ୍‌ଙ୍କ ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଷ୍ଟିଭ୍। ସେ କହିଛନ୍ତି ଯେ ଅଧିନାୟକ ଭାବେ ଯାହା କରିବାର ଥିଲା ସେ କରିଥିଲେ। ଜଣେ ଅଧିନାୟକ ଭାବେ ସେ ସେନ୍ ୱାର୍ଣ୍ଣଙ୍କୁ ୧୯୯୯ରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍‌ରେ ବସାଇ ଦେଇଥିଲେ। କେବଳ ସେନ୍ ନୁହଁନ୍ତି, ଟିମ୍‌ର ଯେକୌଣସି ଖେଳାଳିଙ୍କୁ ବସାଇବା ଜଣେ ଅଧିନାୟକଙ୍କ ପାଇଁ କଷ୍ଟକର ବ୍ୟାପାର। ତେବେ ଏହା କରିବାକୁ ପଡ଼େ। ଏହା ହେଉଛି ଅଧିନାୟକର ଦାୟିତ୍ୱର ଏକ ଅଂଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story