ମ୍ୟାଞ୍ଚେଷ୍ଟର୍ ଏୟାରପୋର୍ଟରେ ୱାସିମ୍ ଆକ୍ରାମଙ୍କୁ ଅପମାନ

ଲଣ୍ଡନ: ପାକିସ୍ତାନର କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଓ କିମ୍ବଦନ୍ତୀ ପେସ୍ ବୋଲର ୱାସିମ୍ ଆକ୍ରାମ ମଙ୍ଗଳବାର ସୋଶାଲ ମିଡିଆ ଜରିଆରେ ନିଜ ସହ ହୋଇଥିବା ଏକ ଖରାପ ଅଭିଜ୍ଞତା ଶେୟାର କରିଛନ୍ତି। ଆକ୍ରାମଙ୍କ ସହ ଏହି ଘଟଣା ମ୍ୟାଞ୍ଚେଷ୍ଟର୍ ଏୟାରପୋର୍ଟରେ ଘଟିଥିଲା। ଆକ୍ରାମ ଟ୍ୱିଟ୍ କରି ମ୍ୟାଞ୍ଚେଷ୍ଟର୍ ଏୟାରପୋର୍ଟ ମ୍ୟାନେଜମେଣ୍ଟ ଦ୍ୱାରା ତାଙ୍କ ସହ ହୋଇଥିବା ଅପମାନ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଛନ୍ତି। ଆକ୍ରାମ କହିଛନ୍ତି, ଏୟାରପୋର୍ଟ ମ୍ୟାନେଜମେଣ୍ଟ ତାଙ୍କ ଡାଇବେଟିସ୍ ଔଷଧର ସଠିକ୍ ଯତ୍ନ […]

akram

akram

Ranjit Kumar Jena
  • Published: Tuesday, 23 July 2019
  • Updated: 23 July 2019, 07:20 PM IST

ଲଣ୍ଡନ: ପାକିସ୍ତାନର କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଓ କିମ୍ବଦନ୍ତୀ ପେସ୍ ବୋଲର ୱାସିମ୍ ଆକ୍ରାମ ମଙ୍ଗଳବାର ସୋଶାଲ ମିଡିଆ ଜରିଆରେ ନିଜ ସହ ହୋଇଥିବା ଏକ ଖରାପ ଅଭିଜ୍ଞତା ଶେୟାର କରିଛନ୍ତି। ଆକ୍ରାମଙ୍କ ସହ ଏହି ଘଟଣା ମ୍ୟାଞ୍ଚେଷ୍ଟର୍ ଏୟାରପୋର୍ଟରେ ଘଟିଥିଲା।

ଆକ୍ରାମ ଟ୍ୱିଟ୍ କରି ମ୍ୟାଞ୍ଚେଷ୍ଟର୍ ଏୟାରପୋର୍ଟ ମ୍ୟାନେଜମେଣ୍ଟ ଦ୍ୱାରା ତାଙ୍କ ସହ ହୋଇଥିବା ଅପମାନ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଛନ୍ତି। ଆକ୍ରାମ କହିଛନ୍ତି, ଏୟାରପୋର୍ଟ ମ୍ୟାନେଜମେଣ୍ଟ ତାଙ୍କ ଡାଇବେଟିସ୍ ଔଷଧର ସଠିକ୍ ଯତ୍ନ ନେଇପାରି ନଥିଲେ। ନିଜ ରୋଗ ପାଇଁ ଇନସୁଲିନଙ୍କୁ କୋଲ୍ଡ କେସରେ ନେବାର ଥିଲା, କିନ୍ତୁ ଏହାକୁ ବାହର କରି ଏକ ପ୍ଲାଷ୍ଟିକ୍ ବ୍ୟାଗରେ ରଖିବା ପାଇଁ ଆକ୍ରାମଙ୍କୁ କୁହାଯାଇଥିଲା।

ଆକ୍ରାମ ୧୯୯୭ରୁ ଟାଇପ୍-୧ ଡାଇବେଟିସର ଚିକିତ୍ସା କରାଇଆସୁଛନ୍ତି। ସେ ସେହି ସମୟରେ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ଥିଲେ, ଯେତେବେଳେ ତାଙ୍କ କ୍ୟାରିୟରର ଶୀର୍ଷରେ ଥିଲା। ସେବେଠାରୁ ଆକ୍ରାମ ଦିନକୁ ଏକାଧିକ ଥର ଇନସୁଲିନ୍ ଇଞ୍ଜେକସନ୍ ନେଇଆସୁଛନ୍ତି।

ଆକ୍ରାମ ନିଜ ଟ୍ୱିଟର୍ ଆକାଉଣ୍ଟରେ ଲେଖିଛନ୍ତି, ମ୍ୟାଞ୍ଚେଷ୍ଟର ଏୟାରପୋର୍ଟରେ ଆଜି ମୋ ମନ ଭାଙ୍ଗିପଡ଼ିଛି। ମୁଁ ଇନସୁଲିନ୍ ସହ ପୂରା ଦୁନିଆ ଯାତ୍ରା କରୁଛି, କିନ୍ତୁ ଆଜି ଯାହା ହେଲା, ସେଥିରେ ମୋ ମନ ସମ୍ପୂର୍ଣ୍ଣ ଭାଙ୍ଗ ପଡ଼ିଛି। ମୋ ସହ ବହୁତ କଠୋର ଭାବେ ବ୍ୟବହାର କରାଯାଇଥିଲା ଏବଂ ସାର୍ବଜନୀନ ଭାବେ ଇନସୁଲିନକୁ କୋଲ୍ଡ କେସରୁ ବାହାର କରି ପ୍ଲାଷ୍ଟିକ୍ ବ୍ୟାଗରେ ରଖାଗଲା। ଏହା ମୋତେ ବହୁ୍ତ ଆଘାତ ଦେଇଛି।"

ଏହି ରୋଗ ସତ୍ତ୍ୱେ ଆକ୍ରାମ୍ ବିଶ୍ୱର ସବୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ୍ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୧୦୪ ମ୍ୟାଚ୍ ଖେଳି ୪୧୪ ୱିକେଟ୍ ଏବଂ ୩୫୬ ଦିନିକିଆରେ ୫୦୨ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story