ରୋମାଞ୍ଚକର ସ୍ଥିତିରେ ଗଲ୍ ଟେଷ୍ଟ୍

ଗଲ୍: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡର ୨୪୯ ରନ୍ ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୬୭ ରନ୍ କରି ୧୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ୍ ଦ୍ୱିତୀୟ ଇନିଂସରେ ମଧ୍ୟ ଶ୍ରୀଲଙ୍କା ସ୍ପିନରଙ୍କୁ ସାମ୍ନା କରିନପାରି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୯୫ ରନ୍ କରିଛି। ନ୍ୟୁଜିଲ୍ୟାଣ୍ଡ ୧୭୭ ରନରେ ଆଗୁଆ ଥିବା ବେଳେ ହାତରେ ୩ ୱିକେଟ୍ […]

sri

sri

Ranjit Kumar Jena
  • Published: Friday, 16 August 2019
  • Updated: 16 August 2019, 06:23 PM IST

ଗଲ୍: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡର ୨୪୯ ରନ୍ ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୬୭ ରନ୍ କରି ୧୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ୍ ଦ୍ୱିତୀୟ ଇନିଂସରେ ମଧ୍ୟ ଶ୍ରୀଲଙ୍କା ସ୍ପିନରଙ୍କୁ ସାମ୍ନା କରିନପାରି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୯୫ ରନ୍ କରିଛି।

ନ୍ୟୁଜିଲ୍ୟାଣ୍ଡ ୧୭୭ ରନରେ ଆଗୁଆ ଥିବା ବେଳେ ହାତରେ ୩ ୱିକେଟ୍ ବାକି ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ବିଜେ ୱାଟଲିଙ୍ଗ୍ ୬୩ ଓ ୱିଲିୟମ୍ ସମରଭିଲ୍ଲେ ୫ ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଟମ୍ ଲାଥାମ ୪୫, ହେନରୀ ନିକୋଲ୍ସ ୨୬, ମିଚେଲ୍ ସାଣ୍ଟନର୍ ୧୨, ଟିମ୍ ସାଉଦି ୨୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଜିତ୍ ରାଭାଲ୍ (୪), କ୍ୟାପଟେନ୍ କେନ୍ ୱିଲିୟମସନ୍ (୪) ଓ ରସ୍ ଟେଲର୍ (୩) ଦୁଇଅଙ୍କ ଛୁଇଁପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ଲସିଥ୍ ଏମ୍ବୁଲଦେନିୟା ୪ଟି ଓ ଧନଞ୍ଜୟ ଡି'ସିଲଭା ୨ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଶୁକ୍ରବାର ୨୨୭/୭ରୁ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କା ଆଉ ୪୦ ରନରେ ତା'ର ଶେଷ ୩ ୱିକେଟ୍ ହରାଇଥିଲା। ଗତକାଲି ଅପରାଜିତ ଥିବା ନିରୋଶାନ୍ ଡିକୱେଲା ଓ ସୁରଙ୍ଗା ଲାକମଲ୍ ଅଷ୍ଟମ ୱିକେଟ୍ ପାଇଁ ୮୧ ରନର ମୂଲ୍ୟବାନ୍ ପାର୍ଟନରଶିପ୍ କରିଥିଲେ। ଡିକୱେଲା ୬୧ ଓ ଲାକମଲ୍ ୪୦ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ୱିକେଟ୍ ଭାବେ ଏମ୍ବୁଲଦେନିୟା (୫) ଆଉଟ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଏଜାଜ୍ ପଟେଲ୍ ୫ଟି, ସମରଭିଲ୍ଲେ ୩ଟି ଓ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story