ଖେଳ ପଡ଼ିଆରେ ଚାଲିଗଲା ଖେଳାଳିଙ୍କ ଜୀବନ

ରାଞ୍ଚି: ଷ୍ଟାଡିୟମରେ ଅଘଟଣ। ଖେଳ ପଡ଼ିଆରେ ଚାଲିଗଲା ଜୀବନ। ଝାଡ଼ଖଣ୍ଡର ଜାତୀୟସ୍ତରର କୁସ୍ତି ଖେଳାଳି ବିଶାଲ ଶେଖର ଶର୍ମାଙ୍କ ଏକ ଅଭାବନୀୟ ଘଟଣାକ୍ରମରେ  ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତରେ ଆସି ବିଶାଳଙ୍କ ମୃତ୍ୟୁ ଘଟିଛି। ରାଞ୍ଚିର ଜୟପାଲ ସିଂ ଷ୍ଟାଡିୟମରେ ଏହି ଘଟଣା ଘଟିଛି। ଆଜି ବିଶାଲ ଷ୍ଟାଡିୟମରେ ଥିବା କୁଣ୍ଡରୁ ପାଣି ବାହାର କରୁଥିଲେ। ଏହି ସମୟରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ତାଙ୍କର ଅସାବଧାନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି […]

wersteler

wersteler

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 10:38 PM IST

Sports

Latest News

ରାଞ୍ଚି: ଷ୍ଟାଡିୟମରେ ଅଘଟଣ। ଖେଳ ପଡ଼ିଆରେ ଚାଲିଗଲା ଜୀବନ। ଝାଡ଼ଖଣ୍ଡର ଜାତୀୟସ୍ତରର କୁସ୍ତି ଖେଳାଳି ବିଶାଲ ଶେଖର ଶର୍ମାଙ୍କ ଏକ ଅଭାବନୀୟ ଘଟଣାକ୍ରମରେ  ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତରେ ଆସି ବିଶାଳଙ୍କ ମୃତ୍ୟୁ ଘଟିଛି। ରାଞ୍ଚିର ଜୟପାଲ ସିଂ ଷ୍ଟାଡିୟମରେ ଏହି ଘଟଣା ଘଟିଛି।

ଆଜି ବିଶାଲ ଷ୍ଟାଡିୟମରେ ଥିବା କୁଣ୍ଡରୁ ପାଣି ବାହାର କରୁଥିଲେ। ଏହି ସମୟରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ତାଙ୍କର ଅସାବଧାନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଷ୍ଟାଡିୟମର ମରାମତି ପାଇଁ ପାଣି ଷ୍ଟକ ରଖାଯାଥିଲା। ତେବେ ବିଶାଲ ଅଜାଣତରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫରେ ତାଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos