ମଣ୍ଟି ଦେଶାଇ ୱେଷ୍ଟଇଣ୍ଡିଜର ବ୍ୟାଟିଂ କୋଚ୍‌

ହାଇଦ୍ରାବାଦ: ଶୁକ୍ରବାରଠାରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଟିମ୍ ମଣ୍ଟି ଦେଶାଇଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। ୱେଷ୍ଟଇଣ୍ଡିଜ୍ ଦେଶାଇଙ୍କ ସହ ଦୁଇ ବର୍ଷ ପାଇଁ ଚୁକ୍ତି କରିଛି ଏବଂ ସେ ଭାରତ ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ସହ ଯୋଗ ଦେବା ନେଇ ୱେଷ୍ଟଇଣ୍ଡିଜ୍ ବୋର୍ଡ ପକ୍ଷରୁ କୁହାଯାଇଛି। ଦେଶାଇ ନିଜର ୧୨ ବର୍ଷର କ୍ୟାରିୟରରେ ଆଫଗାନିସ୍ତାନ, ନେପାଳ, କ୍ୟନାଡ଼ା, ଭାରତର ଆଞ୍ଚଳିକ […]

monty-desai

monty-desai

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 05:58 PM IST

Sports

Latest News

ହାଇଦ୍ରାବାଦ: ଶୁକ୍ରବାରଠାରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଟିମ୍ ମଣ୍ଟି ଦେଶାଇଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। ୱେଷ୍ଟଇଣ୍ଡିଜ୍ ଦେଶାଇଙ୍କ ସହ ଦୁଇ ବର୍ଷ ପାଇଁ ଚୁକ୍ତି କରିଛି ଏବଂ ସେ ଭାରତ ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ସହ ଯୋଗ ଦେବା ନେଇ ୱେଷ୍ଟଇଣ୍ଡିଜ୍ ବୋର୍ଡ ପକ୍ଷରୁ କୁହାଯାଇଛି।

ଦେଶାଇ ନିଜର ୧୨ ବର୍ଷର କ୍ୟାରିୟରରେ ଆଫଗାନିସ୍ତାନ, ନେପାଳ, କ୍ୟନାଡ଼ା, ଭାରତର ଆଞ୍ଚଳିକ ଟିମ୍ ଏବଂ ଆଇପିଏଲ୍ ଟିମ୍ ରାଜସ୍ଥାନ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଲାୟନ୍ସର ସହ କୋଚ୍ ଭୂମିକା ତୁଲାଇଛନ୍ତି। ଏହା ପୂର୍ବରୁ ସେ ୟୁଏଇ ଟିମର ବ୍ୟାଟିଂ କୋଚ୍ ଥିଲେ। ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ୱେଷ୍ଟଇଣ୍ଡିଜ୍ ଟିମ୍ ତିନୋଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ।

ୱେଷ୍ଟଇଣ୍ଡିଜ୍ ଟିମର ମୁଖ୍ୟ କୋଚ୍ ଫିଲ୍ ସିମନ୍ସ କହିଛନ୍ତି, "ମୁଁ ଏହା ପୂର୍ବରୁ ମଣ୍ଟିଙ୍କ ସହ କାମ କରିଛି ଏବଂ ସେ ଜଣେ ଭଲ କୋଚ୍। ଖେଳାଳିଙ୍କ ପ୍ରତିଭାକୁ ଆହୁରି ସୁଧାରିବାର ଦକ୍ଷତା ତାଙ୍କ ପାଖରେ ରହିଛି।" ଅନ୍ୟପକ୍ଷରେ ମଣ୍ଟି କହିଛନ୍ତି, "ମୁଁ ମୁଖ୍ୟ କୋଚ୍ ଫିଲ୍ ସିମନ୍ସ ଏବଂ କ୍ରିକେଟ୍ ନିର୍ଦ୍ଦେଶକ ଜିମ୍ମି ଆଡାମ୍ସ ଏବଂ ଟିମ୍ କ୍ୟାପଟେନଙ୍କ ସହ କରିବା ନେଇ ଉତ୍ସାହିତ ଅଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story