ଓଦା ଆଉ ଫିଲ୍ଡ ଯୋଗୁ ଅଟକିଛି ଦକ୍ଷିଣ ଆଫ୍ରିକା-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌

ଏଜବାଷ୍ଟନ: ଚଳିତ ବର୍ଷା ବିଶ୍ୱକପ୍‌ର ପିଛା ଛାଡ଼ିବାର ନାଁ ଧରୁନାହିଁ। ଆଜି ଏଜବାଷ୍ଟନ୍‌ରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍‌ ହେବାର ଥିଲା। କିନ୍ତୁ ଓଦା ଆଉଟ ଫିଲ୍ଡ ଯୋଗୁ ଏଯାଏ ଟସ୍‌ ପଡ଼ିନାହିଁ। ଭାରତୀୟ ସମୟ ୨.୩୦ରେ ଟସ୍‌ ପଡ଼ିବାର ଥିଲା। କିନ୍ତୁ ଖରାପ ଆଉଟ ଫିଲ୍ଡ ଏଥିରେ ବାଧକ ସାଜିଛି। ୩.୩୦ରେ ପୁଣିଥରେ ଅମ୍ପାୟାର ପଡ଼ିଆର ତଦାରଖ କରିବେ। ଯଦି ସମ୍ଭବ ହେବ, ତା’ହେଲେ ଟସ୍‌ ପଡ଼ିବ ବୋଲି କୁହାଯାଇଛି। ବର୍ତ୍ତମାନ ବିଶ୍ୱକପ୍ ପଏଣ୍ଟ […]

s

s

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 03:28 PM IST

Sports

Latest News

ଏଜବାଷ୍ଟନ: ଚଳିତ ବର୍ଷା ବିଶ୍ୱକପ୍‌ର ପିଛା ଛାଡ଼ିବାର ନାଁ ଧରୁନାହିଁ। ଆଜି ଏଜବାଷ୍ଟନ୍‌ରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍‌ ହେବାର ଥିଲା। କିନ୍ତୁ ଓଦା ଆଉଟ ଫିଲ୍ଡ ଯୋଗୁ ଏଯାଏ ଟସ୍‌ ପଡ଼ିନାହିଁ। ଭାରତୀୟ ସମୟ ୨.୩୦ରେ ଟସ୍‌ ପଡ଼ିବାର ଥିଲା। କିନ୍ତୁ ଖରାପ ଆଉଟ ଫିଲ୍ଡ ଏଥିରେ ବାଧକ ସାଜିଛି। ୩.୩୦ରେ ପୁଣିଥରେ ଅମ୍ପାୟାର ପଡ଼ିଆର ତଦାରଖ କରିବେ। ଯଦି ସମ୍ଭବ ହେବ, ତା’ହେଲେ ଟସ୍‌ ପଡ଼ିବ ବୋଲି କୁହାଯାଇଛି।

ବର୍ତ୍ତମାନ ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୮ମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ଗୋଟିଏରେ ଜିତିଛି। ସେହିପରି ଦଳ ୩ଟି ମ୍ୟାଚ୍‌ ହାରଛି ଓ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଛି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ୪ଟି ମ୍ୟାଚ୍‌ରୁ ୩ଟିରେ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଛି। ଦଳ ୭ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ଟି ନ୍ୟୁଜିଲ୍ୟାଣ୍ଡ ତୁଳନାରେ ଦକ୍ଷିଣ ଆଫ୍ରିକା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story