ଦିନିକିଆ କ୍ରିକେଟ୍‌ରେ ନଟ୍‌ଆଉଟ୍‌ ରହିଥିବାରେ କେଉଁ ଭାରତୀୟ ଆଗରେ

ନୂଆଦିଲ୍ଲୀ: କ୍ରିକେଟର ଏନ୍ତୁଡିଶାଳ ହେଉଛି ଇଂଲଣ୍ଡ। ମାତ୍ର ଏହାର ପ୍ରଶଂସକ ଭାରତରେ ବେଶୀ। କାରଣ ଭାରତୀୟମାନେ ଜାତୀୟ ଖେଳ ହକିକୁ ପଛରେ ପକାଇ କ୍ରିକେଟ୍‌କୁ ମନୋଭରି ଉପଭୋଗ କରୁଛନ୍ତି। ସେଥିପାଇଁ ବିସିସିଆଇ ପ୍ରତିବର୍ଷ ଆଇପିଏଲ୍‌ ପରି ମନୋରଞ୍ଜନ ଧର୍ମୀ ଖେଳ ଆୟୋଜନ କରୁଛି। ସଫଳତାର ସହ ଏହାକୁ ମଧ୍ୟ ପରିଚାଳନା କରାଯାଉଛି। ଏଥିରେ ଦେଶ ଓ ବିଦେଶର ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ଦିନିକିଆ କ୍ରିକେଟ୍‌ର କ୍ରେଜ କମିନି। ଆଗ ଅପେକ୍ଷା ବଢ଼ିଛି ଏହାର […]

five cricketer in notout

five cricketer in notout

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 04:07 AM IST

ନୂଆଦିଲ୍ଲୀ: କ୍ରିକେଟର ଏନ୍ତୁଡିଶାଳ ହେଉଛି ଇଂଲଣ୍ଡ। ମାତ୍ର ଏହାର ପ୍ରଶଂସକ ଭାରତରେ ବେଶୀ। କାରଣ ଭାରତୀୟମାନେ ଜାତୀୟ ଖେଳ ହକିକୁ ପଛରେ ପକାଇ କ୍ରିକେଟ୍‌କୁ ମନୋଭରି ଉପଭୋଗ କରୁଛନ୍ତି। ସେଥିପାଇଁ ବିସିସିଆଇ ପ୍ରତିବର୍ଷ ଆଇପିଏଲ୍‌ ପରି ମନୋରଞ୍ଜନ ଧର୍ମୀ ଖେଳ ଆୟୋଜନ କରୁଛି। ସଫଳତାର ସହ ଏହାକୁ ମଧ୍ୟ ପରିଚାଳନା କରାଯାଉଛି। ଏଥିରେ ଦେଶ ଓ ବିଦେଶର ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ଦିନିକିଆ କ୍ରିକେଟ୍‌ର କ୍ରେଜ କମିନି। ଆଗ ଅପେକ୍ଷା ବଢ଼ିଛି ଏହାର ଲୋକପ୍ରିୟତା। ଘଣ୍ଟା ଘଣ୍ଟା ଧରି ବସି ଭାରତୀୟ ଖେଳାଳିଙ୍କ ଖେଳକୁ ଉପଭୋଗ କରୁଛନ୍ତି ପ୍ରଶଂସକ। କିନ୍ତୁ ଆପଣ ଜାଣିଛନ୍ତି କି ଦିନିକିଆ କ୍ରିକେଟ୍‌ରେ ସବୁଠାରୁ ଅଧିକ ଥର ନଟ୍‌ଆଉଟ୍‌ ରହିଥିବା ଖେଳାଳି କିଏ? ହୁଏତ ଆପଣ ଜାଣିନଥିବେ। ଏଥିରେ ଜଣେ ଭାରତୀୟ ସବୁଠାରୁ ଆଗରେ ଅଛନ୍ତି। ଶ୍ରୀଲଙ୍କାରୁ ଦୁଇ ଜଣ, ଅଷ୍ଟ୍ରେଲିଆ ଓ ଦକ୍ଷିଣଆଫ୍ରିକାରୁ ଜଣେ ଲେଖାଏଁ ମଧ୍ୟ ଅଛନ୍ତି।

ଆଗରେ ଅଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନୀ। ସେ ୩୧୮ଟି ମ୍ୟାଚ ଖେଳି ୨୭୨ଟି ଇନିଂସ୍‌ରେ ୭୮ ରଥ ନଟ୍‌ଆଉଟ୍‌ ଅଛନ୍ତି। ଯାହା ଏକ ବିଶ୍ୱ ରେକର୍ଡ଼ ଅଟେ। ଧୋନୀଙ୍କ ପଛକୁ ଅଛନ୍ତି ଦକ୍ଷିଣଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ସନ୍‌ ପୋଲକ। ସେ ୩୦୩ଟି ମ୍ୟାଚ ଖେଳି ୨୦୫ ଇନିଂସ୍‌ରେ ୭୨ ଥର ନଟ୍‌ଆଉଟ୍‌ ଅଛନ୍ତି। ପୋଲକଙ୍କ ସହିତ ସମାନ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କର ପୂର୍ବତନ ଦ୍ରୁତ ବୋଲର ଚାମିଣ୍ଡା ଭାସ୍‌। ସେ ମଧ୍ୟ ୩୨୨ଟି ମ୍ୟାଚ୍‌ ଖେଳି ୨୨୦ଟି ଇନିଂସରେ ୭୨ ଥର ନଟ୍‌ଆଉଟ୍‌ ଅଛନ୍ତି। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଅଲ୍‌ରାଉଣ୍ଡର ମାଇକେଲ୍‌ ବେଭେନ୍‌ ୪ର୍ଥ ସ୍ଥାନରେ। ସେ ୨୩୨ଟି ମ୍ୟାଚ୍‌ ଖେଳି ୧୯୬ଟି ଇନିଂସରେ ୬୬ ଥର ନଟ୍‌ଆଉଟ୍‌ ରହିଥିଲେ। ପଞ୍ଚମ ସ୍ଥାନରେ ଅଛନ୍ତି ଆଉ ଜଣେ ଶ୍ରୀଲଙ୍କା ବୋଲର। ସେ ହେଉଛନ୍ତି ମଥାୟା ମୂରଲିଧରନ୍‌। ସେ ୩୫୦ଟି ମ୍ୟାଚ ଖେଳି ୧୬୨ଟି ଇନିଂସ୍‌ରେ ୬୩ ଥର ନଟ୍‌ଆଉଟ୍‌ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story