ବିଶ୍ୱ ହକି ଲିଗ୍: ଜାଣନ୍ତୁ କେଉଁଦିନ କେତେବେଳେ ଅଛି କାହା ସହ କାହାର ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଫାଇନାଲ ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ଚଳଚଞ୍ଚଳ। ଆସନ୍ତା କାଲି ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ କ୍ରୀଡ଼ା ପ୍ରେମୀ ବେଶ୍‌ ଉତ୍ସାହିତ। ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି। କେବଳ ବାକି ରହିଲା ଉଦଘାଟନକୁ। ଶୁକ୍ରବାର ଅପରାହ୍ନ ୪.୪୫ ସମୟରେ ପ୍ରତିଯୋଗିତାର ପ୍ରଥମ ଲିଗ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍‌ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ରହିଥିବା ବେଳେ ଦ୍ୱିତୀୟ ଲିଗ୍‌ […]

Champions-Trophy-Hockey-Match-between-India-and-Australia-at-Kalinga-Stadium-Bhubaneswar_pic

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଫାଇନାଲ ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ଚଳଚଞ୍ଚଳ। ଆସନ୍ତା କାଲି ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ କ୍ରୀଡ଼ା ପ୍ରେମୀ ବେଶ୍‌ ଉତ୍ସାହିତ। ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି। କେବଳ ବାକି ରହିଲା ଉଦଘାଟନକୁ। ଶୁକ୍ରବାର ଅପରାହ୍ନ ୪.୪୫ ସମୟରେ ପ୍ରତିଯୋଗିତାର ପ୍ରଥମ ଲିଗ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍‌ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ରହିଥିବା ବେଳେ ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ ହୋଷ୍ଟ ଟିମ୍‌ ଭାରତକୁ ଭେଟିବ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଖେଳାଯିବ।  ଭାରତ ତାର ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ। ଯାହା ଡିସେମ୍ବର ୨ ତାରିଖରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏବଂ ଭାରତ ତାର ଶେଷ ଲିଗ୍‌ ମ୍ୟାଚ୍‌ ଜର୍ମାନୀ ସହ ଖେଳିବ। ଡିସେମ୍ବର ୪ ତାରିଖରେ ଏହି ମ୍ୟାଚ୍‌ ମଧ୍ୟ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଲିଗ୍‌ ମ୍ୟାଚ୍‌ରେ ପ୍ରତ୍ୟେକ ଟିମ୍‌ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ଏହାପରେ ଡିସେମ୍ବର ୬ ଓ ୭ ତାରିଖରେ କ୍ୱାଟର୍‌ ଫାଇନାଲ୍‌ ମ୍ୟାଚ୍‌ ଓ ଡିସେମ୍ବର ୮ ଓ ୯ ତାରିଖରେ ସେମିଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ଏବଂ ଗ୍ରାଣ୍ଡ ପାଇନାଲ୍‌ ଡିସେମ୍ବର ୧୦ ତାରିଖରେ ସନ୍ଧ୍ୟା ୭.୩୦ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story