ସେହୱାଗଙ୍କୁ ଜବାବ ଦେବାକୁ କିଏ ଶିଖାଇଲା ରସ୍‌ ଟେଲରଙ୍କୁ ହିନ୍ଦି ଭାଷା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ନ୍ୟୁଜିଲାଣ୍ଡ ଟିମ୍‌ ଦିନିକିଆ ଓ ଟି-ଟ୍ୱେଣ୍ଟି ସରିଜ ପାଇଁ ଭାରତ ଗସ୍ତରେ ଆସିଥିଲା। ଏବଂ ନ୍ୟୁଜିଲାଣ୍ଡ ଟିମର ସଦସ୍ୟ ରସ୍‌ ଟେଲରଙ୍କ ପାଇଁ ଏହି ସିରିଜ ଭଲ ରହିଛି। ଏହି ସିରିଜରେ ତାଙ୍କର ପ୍ରଦର୍ଶନ କିଛି ଖରାପ ନଥିଲା। କିନ୍ତୁ ଏହି ଗସ୍ତ ସମୟରେ ତାଙ୍କର ଆଉ ଏକ ଦକ୍ଷତା ବିଷୟରେ ଜଣାପଡିଥିଲା। ଯାହା ସମସ୍ତଙ୍କୁ ଚକିତ କରିଛି। ବିଷେଶ କରି ଏହା ବିରେନ୍ଦ୍ର ସେହୱାଗଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି। କାରଣ […]

550581-sehwag-taylor

550581-sehwag-taylor

Rakesh Mallick
  • Published: Friday, 10 November 2017
  • Updated: 10 November 2017, 05:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ନ୍ୟୁଜିଲାଣ୍ଡ ଟିମ୍‌ ଦିନିକିଆ ଓ ଟି-ଟ୍ୱେଣ୍ଟି ସରିଜ ପାଇଁ ଭାରତ ଗସ୍ତରେ ଆସିଥିଲା। ଏବଂ ନ୍ୟୁଜିଲାଣ୍ଡ ଟିମର ସଦସ୍ୟ ରସ୍‌ ଟେଲରଙ୍କ ପାଇଁ ଏହି ସିରିଜ ଭଲ ରହିଛି। ଏହି ସିରିଜରେ ତାଙ୍କର ପ୍ରଦର୍ଶନ କିଛି ଖରାପ ନଥିଲା। କିନ୍ତୁ ଏହି ଗସ୍ତ ସମୟରେ ତାଙ୍କର ଆଉ ଏକ ଦକ୍ଷତା ବିଷୟରେ ଜଣାପଡିଥିଲା। ଯାହା ସମସ୍ତଙ୍କୁ ଚକିତ କରିଛି। ବିଷେଶ କରି ଏହା ବିରେନ୍ଦ୍ର ସେହୱାଗଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି। କାରଣ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌ ହନ୍ଦି ଭାଷା ଶିଖିବା ସହ ହିନ୍ଦିରେ ବିରେନ୍ଦ୍ର ସେହୱାଗଙ୍କୁ ଜବାବ ଦେଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ସମୟରେ ସେହୱାଗ ଟେଲରଙ୍କୁ ଟ୍ୱିଟ୍‌ କରି ଲେଖିଥିଲେ ଧୁଲାଇ ପରେ ସିଲାଇ। ଏହାପରେ ରସ୍‌ ଟେଲର, ସେହୱାଗଙ୍କୁ ହିନ୍ଦିରେ ଜବାବ ଦେଇଥିଲେ। ସେ ଲେଖିଥିଲେ ଧୁଲାଇ ଏବଂ ସିଲାଇ ଆଗାମୀ ଦିନରେ ବି ଜାରି ରହିବ। ଏହାସହ ଟେଲରଙ୍କୁ ହିନ୍ଦି କିଏ ସିଖାଇଥିଲେ ଏହାର ମଧ୍ୟ ସେ ଖୁଲାସା କରିଥିଲେ। ସୋସିଆଲ ମିଡିଆରେ ସାଥୀ ଖେଳାଳି ସୋଧୀ ଓ ଦେବ୍‌ ନାମକ ଜଣେ ଭାରତୀୟ କର୍ମଚାରୀଙ୍କ ସହିତ ଟେଲର ଏକ ଫଟୋ ଜାରି କରିଥିଲେ। ଯେଉଁଥିରେ ଟେଲର ଲେଖିଥିଲେ ଯେ ଏହି ଦୁଇଜଣଙ୍କ ଠାରୁ ସେ ହିନ୍ଦି ଶିଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story