ଯୁବରାଜ ସିଂହଙ୍କ ଉପରେ କାହିଁକି ରାଗିଗଲେ ଫ୍ୟାନ୍‌?       

ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସୁଛି। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଦିନ ବିଭିନ୍ନ ପ୍ରକାର ବାଣ ଫୁଟାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବେ ନିଶ୍ଚୟ। ଅବଶ୍ୟ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବାଣ ନଫୁଟାଇବାକୁ ବିଭିନ୍ନ ସ୍ତରରେ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହି ଧାରାରେ କ୍ରିକେଟର ଯୁବରାଜ ସିଂହ ମଧ୍ୟ ସାମିଲ ହୋଇଛନ୍ତି। ଦୀପାବଳି ଦିନ ବାଣ ନଫୁଟାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଭିଡିଓ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 03:17 AM IST

Sports

Latest News

ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସୁଛି। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଦିନ ବିଭିନ୍ନ ପ୍ରକାର ବାଣ ଫୁଟାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବେ ନିଶ୍ଚୟ। ଅବଶ୍ୟ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବାଣ ନଫୁଟାଇବାକୁ ବିଭିନ୍ନ ସ୍ତରରେ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହି ଧାରାରେ କ୍ରିକେଟର ଯୁବରାଜ ସିଂହ ମଧ୍ୟ ସାମିଲ ହୋଇଛନ୍ତି। ଦୀପାବଳି ଦିନ ବାଣ ନଫୁଟାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍‌ କରି ସେ ଏହି ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ ଦୀପାବଳି ଦିନ ଆମେ ଫୁଟାଉଥିବା ବାଣ ପରିବେଶକୁ ଖରାପ କରିବା ସହ ଅନ୍ୟମାନଙ୍କୁ ଖୁବ୍ ସମସ୍ୟାରେ ପକାଏ। ତା’ସହିତ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବାଣ ଫୁଟାଇବା ଆଦୌ ଭଲ ନୁହେଁ। ବାଣ ଫୁଟାଇବା ବଦଳରେ ଏହି ଦିନ ସମସ୍ତେ ନିଜ ପ୍ରିୟଜନଙ୍କ ସହିତ ସମୟ ବିତାନ୍ତୁ। ତେବେ ତାଙ୍କର ଏହି ପରାମର୍ଶ ତାଙ୍କ ଫ୍ୟାନ୍‌ମାନଙ୍କୁ କ୍ଷୁବ୍ଧ କରିଛି। ସେ ଭିଡିଓଟିକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍‌ କରିବା ମାତ୍ରେ ସେମାନେ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ତାଙ୍କୁ କହିଛନ୍ତି ଯେ ବିଶ୍ୱକପ୍ ଜିତିବା ପରେ ଆପଣମାନେ କିପରି ଅନେକ ବାଣ ଫୁଟାଇ ଥିଲେ। ସେତେବେଳେ ବି ତାହା ପରିବେଶକୁ ପ୍ରଦୂଷଣ କରିଥିଲା।yuvi

ବାଣ ଫୁଟାଇବା ଓ ନଫୁଟାଇବା ସମସ୍ତଙ୍କ ବ୍ୟକ୍ତିଗତ ପସନ୍ଦର କଥା। କ୍ରିକେଟରମାନେ ମଧ୍ୟ ବୁଝିବା ଦରକାର ଯେ କେବଳ ଦୀପାବଳିରେ ବାଣ ଫୁଟାକୁ ଏଡ଼ାଇ ଦେଲେ ପ୍ରଦୂଷଣ ସମସ୍ୟାର ସମାଧାନ ହେବ ନାହିଁ। ବଡ଼ ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯେଉଁଭଳି ଭାବେ ବାଣ ଫୁଟାଯାଏ ତାହା ଉପରେ ମଧ୍ୟ ଲଗାମ ଟଣା ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story