୬.୫ ବର୍ଷ ପରେ ବି ବୁଝିପାରୁ ନାହାଁନ୍ତି ଏହି ପାକିସ୍ତାନୀ ଖେଳାଳି: କାହିଁକି ସଚିନଙ୍କୁ ଦିଆଯାଇଥିଲା ନଟ୍‌ଆଉଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟର ସଇଦ ଆଜମଲ୍‌ ଆଜି ପର୍ଯ୍ୟନ୍ତ ବୁଝିପାରିନାହାଁନ୍ତି, କାହିଁକି ସେଦିନ ସଚିନ ତେନ୍ଦୁଲକରଙ୍କୁ  ଅମ୍ପେୟାର ଆଉଟ୍‌ ଦେଇନଥିଲେ। ୬.୫ ବର୍ଷ ପୂର୍ବେ ୨୦୧୧ ବିଶ୍ୱକପର ଏକ ମ୍ୟାଚ୍‌ ପାକିସ୍ତାନ ଓ ଭାରତ ମଧ୍ୟରେ ଖେଳାଯାଉଥିଲା। ଏହି ସମୟରେ ଆଜମଲ ବୋଲିଂ କରୁଥିଲେ ଏବଂ ସାମ୍ନାରେ ଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ସମୟରେ ଆଜମଲଙ୍କ ଏକ ବଲ ସଚିନଙ୍କ ଗୋଡରେ ବାଜିଥିଲା ଏବଂ ଆଜମଲ ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ। ଏବଂ […]

ajmal-1_1512029700

ajmal-1_1512029700

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 05:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟର ସଇଦ ଆଜମଲ୍‌ ଆଜି ପର୍ଯ୍ୟନ୍ତ ବୁଝିପାରିନାହାଁନ୍ତି, କାହିଁକି ସେଦିନ ସଚିନ ତେନ୍ଦୁଲକରଙ୍କୁ  ଅମ୍ପେୟାର ଆଉଟ୍‌ ଦେଇନଥିଲେ। ୬.୫ ବର୍ଷ ପୂର୍ବେ ୨୦୧୧ ବିଶ୍ୱକପର ଏକ ମ୍ୟାଚ୍‌ ପାକିସ୍ତାନ ଓ ଭାରତ ମଧ୍ୟରେ ଖେଳାଯାଉଥିଲା। ଏହି ସମୟରେ ଆଜମଲ ବୋଲିଂ କରୁଥିଲେ ଏବଂ ସାମ୍ନାରେ ଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ସମୟରେ ଆଜମଲଙ୍କ ଏକ ବଲ ସଚିନଙ୍କ ଗୋଡରେ ବାଜିଥିଲା ଏବଂ ଆଜମଲ ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ। ଏବଂ ପିଲ୍ଡ ଅମ୍ପେୟାର ଆଉଟ୍‌ ଦେଇଦେଇଥିଲେ। ହେଲେ ତୁରନ୍ତ ସଚିନ ରିଭ୍ୟୁ ନେଇଥିଲେ। ରିଭ୍ୟୁରେ ଦେଖାଯାଇଥିଲା ଯେ ଆଜମଲଙ୍କ ବଲ ସିଧା ଥିଲା ଏବଂ ତେନ୍ଦୁଲକରଙ୍କ ଗୋଡ଼ରେ ଯାଇ ବାଜିଥିଲା। ଏବଂ ବଲ୍‌ଟି ଲେଗ୍‌ ଷ୍ଚମ୍ପ୍ ମିସ୍‌ କରୁଥିଲା। ତେଣୁ ତୃତୀୟ ଅମ୍ପେୟାର ଏହାକୁ ନଟଆଉଟ୍‌ କରିଦେଇଥିଲେ। ଏହି ସମୟରେ ସଚିନ ୨୪ରନରେ ଖେଳୁଥିଲେ। ଏବଂ ଏହାପରେ ସେ ୮୫ରନର ଏକ ବଡ ସ୍କୋର୍‌ ଖେଳିପାରିଥିଲେ। ଏବଂ ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୨୯ ରନରେ ପରାସ୍ତ କରିଥିଲା। ସଚିନ ଏହି ମ୍ୟାଚରେ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ମଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story