ଅଷ୍ଟ୍ରେଲିଆରେ ପିଙ୍କ୍ ବଲ୍ ଟେଷ୍ଟ ଖେଳିବାକୁ ଚାହାନ୍ତି କୋହଲି, କିନ୍ତୁ...

କୋଲକାତା: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଟିମକୁ ପ୍ରଥମେ ଏକ ଅଭ୍ୟାସ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବା ଦରକାର ବୋଲି କୋହଲି ସର୍ତ୍ତ ରଖିଛନ୍ତି। ଭାରତୀୟ ଟିମ୍ ୨୦୧୭-୧୮ରେ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ମନା କରିଦେଇଥିଲା। ଏବେ କୋଲକାତାରେ ଶୁକ୍ରବାରଠାରୁ ବାଂଲାଦେଶ ବିପକ୍ଷରେ ଭାରତର ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ହେବ। ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ନେଇ କୋହଲିଙ୍କୁ ପ୍ରଶ୍ନ […]

kohli

kohli

Ranjit Kumar Jena
  • Published: Thursday, 21 November 2019
  • Updated: 21 November 2019, 08:27 PM IST

କୋଲକାତା: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଟିମକୁ ପ୍ରଥମେ ଏକ ଅଭ୍ୟାସ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବା ଦରକାର ବୋଲି କୋହଲି ସର୍ତ୍ତ ରଖିଛନ୍ତି। ଭାରତୀୟ ଟିମ୍ ୨୦୧୭-୧୮ରେ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ମନା କରିଦେଇଥିଲା। ଏବେ କୋଲକାତାରେ ଶୁକ୍ରବାରଠାରୁ ବାଂଲାଦେଶ ବିପକ୍ଷରେ ଭାରତର ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ହେବ।

ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ନେଇ କୋହଲିଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଜବାବରେ କୋହଲି ହଁ ମାରିଥିଲେ, କିନ୍ତୁ ସେ ଏଥିପାଇଁ ଗୋଟିଏ ସର୍ତ୍ତ ରଖିଥିଲେ। କୋହଲି କହିଛନ୍ତି, ଅଷ୍ଟ୍ରେଲିଆରେ ଯଦି ପିଙ୍କ୍ ବଲ୍ ମ୍ୟାଚ୍ ରଖାଯାଏ, ତାହେଲେ ଏହା ପୂର୍ବରୁ ଆମ ପାଇଁ ଏକ ଅଭ୍ୟାସ ମ୍ୟାଚ୍ ରଖାଯିବା ଦରକାର। ଆମେ ୨୦୧୭-୧୮ରେ ଆଡିଲେଡରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ମନା କରିଥିଲୁ, କାରଣ ଟିମକୁ ପରିସ୍ଥିତି ସହ ଅଭ୍ୟସ୍ତ ହେବା ପାଇଁ ଅଭ୍ୟାସ ମ୍ୟାଚ୍ ମିଳିନଥିଲା।

କୋହଲି ଆହୁରି କହିଛନ୍ତି, ଆମେ ପିଙ୍କ୍ ବଲରେ ମ୍ୟାଚ୍ ଖେଳିବାକୁ ଚାହୁଁଥିଲୁ, ଯାହା ଏବେ ସମ୍ଭବ ହୋଇଛି। ଏକ ବଡ଼ ଗସ୍ତରେ ଅଚାନକ୍ ଏଭଳି (ପିଙ୍କ୍ ବଲ୍ ମ୍ୟାଚ୍‌) ହୋଇପାରିବ ନାହିଁ । ଆମେ ପିଙ୍କ୍ ବଲରେ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍ ମଧ୍ୟ ଖେଳିନଥିଲୁ। କିନ୍ତୁ ବାଂଲାଦେଶ ବିପକ୍ଷ ପିଙ୍କ୍ ବଲ୍ ମ୍ୟାଚ୍ ନେଇ ପୂର୍ବରୁ ଯୋଜନା ଚାଲିଥିଲା, ସେଥିପାଇଁ ଆମେ ଏହି ମ୍ୟାଚ୍ ଖେଳିବାକୁ ରାଜି ହେଲୁ। ଜଣେ ଦୁଇଦିନ ପୂର୍ବରୁ ଅନାଚକ୍ ପିଙ୍କ୍ ବଲରେ ଖେଳିବାକୁ ରାଜି ହେବ ନାହିଁ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଦରକାର। ଥରେ ଅଭ୍ୟାସରେ ପରିଣତ ହେବା ପରେ କୌଣସି ଅସୁବିଧା ହେବ ନାହିଁ ବୋଲି କୋହଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story