ସନ୍ଦେହରେ ୱିଲିୟମସନ୍ ଓ ଧନଞ୍ଜୟଙ୍କ ବୋଲିଂ ଆକ୍ସନ୍

ଦୁବାଇ: ଗଲଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଓ ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହଜନକ ଥିବା ଅଭିଯୋଗ ହୋଇଛି। ଦୁଇ ଖେଳାଳି ଡାହାଣହାତ ଅଫ୍ ସ୍ପିନର୍ ଏବଂ ରବିବାର ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ଦୁହିଁଙ୍କ ଆକ୍ସନକୁ ନେଇ ଅଭିଯୋଗ କରାଯାଇଛି। ଆଇସିସି ପକ୍ଷରୁ କୁହାଯାଇଛି ଯେ, “ଦୁଇ ଟିମର ମ୍ୟାନେଜମେଣ୍ଟକୁ ମ୍ୟାଚ୍ ଅଫିସିଆଲ୍ସଙ୍କ ରିପୋର୍ଟ ଦିଆଯାଇଛି, ଯେଉଁଥିରେ ଏହି ଦୁଇ ଖେଳାଳିଙ୍କ ଆକ୍ସନର ଅଭିଯୋଗ କରାଯାଇଛି। ଦୁହେଁ ୧୮ […]

kane-and-akila

kane-and-akila

Ranjit Kumar Jena
  • Published: Tuesday, 20 August 2019
  • Updated: 20 August 2019, 07:58 PM IST

ଦୁବାଇ: ଗଲଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଓ ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହଜନକ ଥିବା ଅଭିଯୋଗ ହୋଇଛି। ଦୁଇ ଖେଳାଳି ଡାହାଣହାତ ଅଫ୍ ସ୍ପିନର୍ ଏବଂ ରବିବାର ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ଦୁହିଁଙ୍କ ଆକ୍ସନକୁ ନେଇ ଅଭିଯୋଗ କରାଯାଇଛି।

ଆଇସିସି ପକ୍ଷରୁ କୁହାଯାଇଛି ଯେ, "ଦୁଇ ଟିମର ମ୍ୟାନେଜମେଣ୍ଟକୁ ମ୍ୟାଚ୍ ଅଫିସିଆଲ୍ସଙ୍କ ରିପୋର୍ଟ ଦିଆଯାଇଛି, ଯେଉଁଥିରେ ଏହି ଦୁଇ ଖେଳାଳିଙ୍କ ଆକ୍ସନର ଅଭିଯୋଗ କରାଯାଇଛି। ଦୁହେଁ ୧୮ ଅଗଷ୍ଟରୁ ୧୪ ଦିନ ଭିତରେ ନିଜ ନିଜର ବୋଲିଂ ଟେଷ୍ଟ କରାଇବେ। ଏହା ମଧ୍ୟରେ ଦୁହିଁଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବା ପାଇଁ ଅନୁମତି ମିଳିବ।"

ୱିଲିୟମସନ୍ ଦ୍ୱିତୀୟ ଇନିଂସରେ ମାତ୍ର ୩ ଓଭର୍ ବୋଲିଂ କରିଥିଲେ। ସେ ଏପର୍ଯ୍ୟନ୍ତ ୭୩ ଟେଷ୍ଟରେ ୨୯ ୱିକେଟ୍ ନେଇଛନ୍ତି। ଧନଞ୍ଜୟ ଏପର୍ଯ୍ୟନ୍ତ କେବଳ ୬ଟି ଟେଷ୍ଟ ଖେଳି ୩୩ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story