କାଲିଠୁ ଭାରତୀୟ ମହିଳା ହକି ଦଳର ଅଭ୍ୟାସ: ଦଳରେ ସ୍ଥାନ ପାଇଛନ୍ତି ଅନେକ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ବେଙ୍ଗାଲୁରୁର ସାଇ ତାଲିମ କେନ୍ଦ୍ରରେ ଭାରତୀୟ ମହିଳା ହକି ଦଳ ଅଭ୍ୟାସ ଆରମ୍ଭ କରିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୩୩ ଜଣ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ,  ଲିଲିମା ମିଂଜ, ରଶ୍ମିତା ମିଂଜ ଓ ସୁନିତା ଲାକ୍ରା ସ୍ଥାନ ପାଇଛନ୍ତି। ମୁଖ୍ୟ କୋଚ୍ ହରେନ୍ଦ୍ର ସିଂ ଖେଳାଳିମାନଙ୍କୁ ତାଲିମ ଦେବେ। ଭାରତୀୟ ମହିଳା ହକି ଦଳ ଚଳିତବର୍ଷ ଏସିଆ କପ୍ ଟାଇଟଲ […]

women-hockey-india-hockeyindia (2)

women-hockey-india-hockeyindia (2)

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 04:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ବେଙ୍ଗାଲୁରୁର ସାଇ ତାଲିମ କେନ୍ଦ୍ରରେ ଭାରତୀୟ ମହିଳା ହକି ଦଳ ଅଭ୍ୟାସ ଆରମ୍ଭ କରିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୩୩ ଜଣ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ,  ଲିଲିମା ମିଂଜ, ରଶ୍ମିତା ମିଂଜ ଓ ସୁନିତା ଲାକ୍ରା ସ୍ଥାନ ପାଇଛନ୍ତି। ମୁଖ୍ୟ କୋଚ୍ ହରେନ୍ଦ୍ର ସିଂ ଖେଳାଳିମାନଙ୍କୁ ତାଲିମ ଦେବେ। ଭାରତୀୟ ମହିଳା ହକି ଦଳ ଚଳିତବର୍ଷ ଏସିଆ କପ୍ ଟାଇଟଲ ହାସଲ କରିବା ସହ ଲଣ୍ଡନରେ ହେବାକୁ ଥିବା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି। ଏଥିସହ ୨୦୧୮ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍‌ରେ ଅଂଶଗ୍ରହଣ କରିବ। ଏଥିପାଇଁ ଟିମ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ଡିସେମ୍ବର ୨୩ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story