୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟ୍ ସାମିଲ୍

ବର୍ମିଂହାମ୍: ୨୦୨୨ରେ ବର୍ମିଂହାମରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟକୁ ସାମିଲ୍ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ୍) ଏହାର ସୂଚନା ଦେଇଛି। ଚଳିତ ବର୍ଷ ଜୁନ୍ ମାସରେ ସିଜିଏଫ୍ ଏଥିପାଇଁ ନାମାଙ୍କନ କରିଥିଲା, କିନ୍ତୁ ସଂଘର ସଦସଙ୍କ ମଞ୍ଜୁରୀ ମିଳିବା ବାକି ଥିଲା। ଆଇସିସି ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ନିଷ୍ପତ୍ତିର ସ୍ୱାଗତ କରିଛନ୍ତି। ବର୍ମିଂହାମରେ ୨୦୨୨ରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର […]

cwg

cwg

Ranjit Kumar Jena
  • Published: Tuesday, 13 August 2019
  • Updated: 13 August 2019, 04:03 PM IST

Sports

Latest News

ବର୍ମିଂହାମ୍: ୨୦୨୨ରେ ବର୍ମିଂହାମରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟକୁ ସାମିଲ୍ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ୍) ଏହାର ସୂଚନା ଦେଇଛି। ଚଳିତ ବର୍ଷ ଜୁନ୍ ମାସରେ ସିଜିଏଫ୍ ଏଥିପାଇଁ ନାମାଙ୍କନ କରିଥିଲା, କିନ୍ତୁ ସଂଘର ସଦସଙ୍କ ମଞ୍ଜୁରୀ ମିଳିବା ବାକି ଥିଲା। ଆଇସିସି ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ନିଷ୍ପତ୍ତିର ସ୍ୱାଗତ କରିଛନ୍ତି।

ବର୍ମିଂହାମରେ ୨୦୨୨ରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ଜୁଲାଇ ୨୭ରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପାଖାପାଖି ୪୫ହଜାର ଆଥଲେଟ୍ ଭାଗ ନେବେ। କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସବୁଯାକ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନଠାରେ ଖେଳାଯିବ। ଏଥିରେ ୮ଟି ମହିଳା ଟିମ୍ ଭାଗ ନେବେ ଏବଂ ଏହା ୮ଦିନ ପର୍ଯ୍ୟନ୍ତ ଚାଲିବ।

୧୯୯୮ ପରେ ପ୍ରଥମଥର ପାଇଁ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ୍ କରାଯାଇଛି। ୧୯୯୮ରେ କୁଆଲାଲୁମ୍ପୁରରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକା ପୁରୁଷ ଟିମ୍ ୫୦ ଓଭର ଫର୍ମାଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

ସିଜିଏଫର ଅଧ୍ୟକ୍ଷ ଲୁଇସ୍ ମାର୍ଟିନ୍ କହିଛନ୍ତି, ଆଜିର ଦିନ ବେଶ୍ ଐତିହାସିକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣିଥରେ କ୍ରିକେଟର ଫେରିବାକୁ ଆମେ ସ୍ୱାଗତ କରୁଛୁ। ୧୯୯୮ରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା କ୍ରିକେଟ୍ ପ୍ରତିଯୋଗିତର ଜ୍ୟାକ୍ କାଲିସ୍, ରିକି ପଣ୍ଟିଂ ଏବଂ ସଚିନ ତେନ୍ଦୁଲକର ଭଳି କିମ୍ବଦନ୍ତୀ ଖେଳାଳି ସାମିଲ୍ ଥିଲେ। ମାର୍ଟିନ୍ କହିଛନ୍ତି, "ମହିଳା ଟି-୨୦ କ୍ରିକେଟକୁ ଉନ୍ନତ ଭାବେ ପ୍ରଦର୍ଶିତ କରିବା ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସବୁଠାରୁ ଭଲ ପ୍ଲାଟଫର୍ମ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story