ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ପାଇଁ ଏନଗିଡି ଫିଟ୍

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଖରାପ ଫର୍ମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ଏକ ବଡ଼ ଖୁସି ଖବର। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମର ଷ୍ଟାର୍ ପେସ୍ ବୋଲର ଲୁଙ୍ଗି ଏନଗିଡି ସମ୍ପୂର୍ଣ୍ଣ ଭାବେ ଫିଟ୍ ଘୋଷିତ ହୋଇଛନ୍ତି। ଦୁଇ ଟିମ୍ ମଧ୍ୟରେ ଆସନ୍ତାକାଲି ବର୍ମିଂହାମରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏନଗିଡି ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍ ହିଁ ଖେଳିଥିଲେ ଏବଂ ଏହା ପରେ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି କାରଣରୁ ବାହାର ହୋଇ ଯାଇଥିଲେ। […]

lungi

lungi

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 05:08 PM IST

Sports

Latest News

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଖରାପ ଫର୍ମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ଏକ ବଡ଼ ଖୁସି ଖବର। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମର ଷ୍ଟାର୍ ପେସ୍ ବୋଲର ଲୁଙ୍ଗି ଏନଗିଡି ସମ୍ପୂର୍ଣ୍ଣ ଭାବେ ଫିଟ୍ ଘୋଷିତ ହୋଇଛନ୍ତି। ଦୁଇ ଟିମ୍ ମଧ୍ୟରେ ଆସନ୍ତାକାଲି ବର୍ମିଂହାମରେ ମ୍ୟାଚ୍ ଅନୁଷ୍ଠିତ ହେବ।

ଏନଗିଡି ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍ ହିଁ ଖେଳିଥିଲେ ଏବଂ ଏହା ପରେ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି କାରଣରୁ ବାହାର ହୋଇ ଯାଇଥିଲେ। ତାଙ୍କୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆଘାତ ଲାଗିଥିଲା। ଏହି ମ୍ୟାଚରେ ବାଂଲାଦେଶ ଚମତ୍କାର ବିଜୟ ହାସଲ କରିଥିଲା।

ଫିଟ୍ ହେବା ପରେ ଏନଗିଡି କହିଛନ୍ତି, "ଏହା ମୋ ପାଇଁ ବହୁତ କଠିନ ସମୟ ଥିଲା। ଆହତ ହେବା କେବେବି ଭଲ ଖବର ନୁହେଁ, କିନ୍ତୁ ମୋ ଆଖପାଖରେ ଯେଉଁ ସର୍ପୋଟ୍ ଷ୍ଟାଫ୍ ଅଛନ୍ତି, ସେମାନେ ଭଲ କାମ କରି ମୋତେ ଫିଟ୍ କରାଇବାରେ ସହାୟତା କରିଛନ୍ତି। ଏବେ ମୁଁ ପୂରା ଠିକ୍ ଅଛି। ମ୍ୟାଚ୍ ନ ଖେଳି ପାରିବା ଦୁଃଖଦାୟକ ଥିଲା। ମୁଁ ଆଜି ହିଁ ନିଜର ଫିଟନେସ୍ ଟେଷ୍ଟ ଦେଇଥିଲି ଏବଂ ପାସ୍ ହେଲି।"

ଏନଗିଡିଙ୍କ ପ୍ରତ୍ୟାବର୍ତ୍ତନ ଦକ୍ଷିଣ ଆଫ୍ରିକାକୁ ଆଶ୍ୱସ୍ତି ଦେଇଛି, କାରଣ ଟିମର ଅଭିଜ୍ଞ ପେସ୍ ବୋଲର ଡେଲ୍ ଷ୍ଟେନ୍ ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ଟିମ୍ ବର୍ତ୍ତମାନ ୫ଟି ମ୍ୟାଚରୁ ୩ ପଏଣ୍ଟ ସହ ଟେବୁଲର ଅଷ୍ଟମ ସ୍ଥାନରେ ଅଛି। ଯଦି ତା'ର ଦକ୍ଷିଣ ଆଫ୍ରିକା ତା'ର ବାକି ତିନୋଟି ମ୍ୟାଚ୍ ଜିତେ, ତାହେଲେ ସେମିଫାଇନାଲରେ ପହଞ୍ଚିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story