ଆଇସିସି ବିଶ୍ୱକପ୍: ଗ୍ରାଉଣ୍ଡରେ ଖାଲି ପାଦରେ ବୁଲିଲେ ଅଷ୍ଟ୍ରେଲିଆ ଖେଳାଳି

ବର୍ମିଂହାମ୍: ଅଷ୍ଟ୍ରେଲିଆ ଟିମ୍ ଗୁରୁବାର ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ମୁକାବିଲା ଖେଳିବ। ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ୍ ଜୋରଦାର୍ ପ୍ରାକ୍ଟିସ୍ କରିଛନ୍ତି। ଏହା ମଧ୍ୟରେ ଏଜବାଷ୍ଟନର ମଇଦାନରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ଟିମର ଖେଳାଳିଙ୍କୁ ଖାଲି ପାଦରେ ମଇଦାନାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ମଇଦାନରେ ଖେଳାଳିମାନେ ଜୋତା ପିନ୍ଧି ଓହ୍ଲାଇଥାନ୍ତି। କିନ୍ତୁ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଏଭଳି ଖାଲି ପାଦରେ ବୁଲୁଥିବାରୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ମଇଦାନର ମଝିରେ […]

aus

aus

Hemant Lenka
  • Published: Tuesday, 09 July 2019
  • Updated: 09 July 2019, 05:51 PM IST

Sports

Latest News

ବର୍ମିଂହାମ୍: ଅଷ୍ଟ୍ରେଲିଆ ଟିମ୍ ଗୁରୁବାର ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ମୁକାବିଲା ଖେଳିବ। ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ୍ ଜୋରଦାର୍ ପ୍ରାକ୍ଟିସ୍ କରିଛନ୍ତି। ଏହା ମଧ୍ୟରେ ଏଜବାଷ୍ଟନର ମଇଦାନରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ଟିମର ଖେଳାଳିଙ୍କୁ ଖାଲି ପାଦରେ ମଇଦାନାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ମଇଦାନରେ ଖେଳାଳିମାନେ ଜୋତା ପିନ୍ଧି ଓହ୍ଲାଇଥାନ୍ତି। କିନ୍ତୁ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଏଭଳି ଖାଲି ପାଦରେ ବୁଲୁଥିବାରୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ।

ମଇଦାନର ମଝିରେ ଖେଳାଳିମାନେ ଖାଲି ପାଦରେ ଏକାସାଥୀରେ ରାଉଣ୍ଡ ହୋଇ ବସିଥିଲେ। ଏଭଳି ଲାଗୁଥିଲା ଖେଳାଳିମାନେ ପ୍ରାର୍ଥନାରେ ଲୀନ ଅଛନ୍ତି। ଅନେକ ସମୟ ଧରି ଖେଳାଳି ଗ୍ରାଉଣ୍ଡ ମଝିରେ ବସି ରହିଥିଲେ। ଏହା ପରେ ସମସ୍ତେ ଖାଲି ପାଦରେ ମଇଦାନରେ ବୁଲିଥିଲେ। ଏ ନେଇ ଟିମ୍ କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ଆମେ ଆଉଟ୍ ଫିଲ୍ଡକୁ ନିରୀକ୍ଷଣ କରୁଥିଲୁ। ତେବେ ଏସବୁ ଯୋଜନା ମୁଖ୍ୟ କୋଚ୍ ଲାଙ୍ଗରଙ୍କର ଥିଲା।

ଲାଙ୍ଗର ଟିମର ସବୁ ଖେଳାଳିଙ୍କୁ ଏକାସାଙ୍ଗରେ ଜୋତା-ମୋଜା ବିନା ଗ୍ରାଉଣ୍ଡରେ ବୁଲିବା ଏବଂ ଏକାଠି ବସି ବିଶ୍ୱକପ୍ ସମ୍ବନ୍ଧରେ ଆଲୋଚନା କରିବାକୁ କହିଛନ୍ତି। ବଲ୍ ଟ୍ୟାମ୍ପରିଂ ଘଟଣା ପରେ ଅଷ୍ଟ୍ରେଲିଆ ବୋର୍ଡ ଟିମରେ ପରିବର୍ତ୍ତନ ଚାହୁଁଥିଲା। ଏଭଳି ସ୍ଥିତିରେ ଲାଙ୍ଗରଙ୍କୁ ଟିମର କୋଚ୍ ଦାୟିତ୍ୱ ଦିଆଯାଇଥିଲା, ଯିଏ ଆରମ୍ଭରୁ ହିଁ ନିଜର ଭିନ୍ନ କୋଚିଂ ଶୈଳୀ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି।

ଲାଙ୍ଗର କିଛି ସମୟ ପୂର୍ବରୁ ନିଜର ସେଲଫ ଇମପ୍ରୁଭମେଣ୍ଟ ପୁସ୍ତକ ଲେଖିଥିଲେ, ଯେଉଁଥିରେ ସେ ଶାନ୍ତ ରହିବାର ଉପାୟ ବିଷୟରେ କହିଥିଲେ। ସେ ନିଜେ ମଧ୍ୟ କହିସାରିଛନ୍ତି ଯେ ସେ ବର୍ଷରେ ଗୋଟିଏ ମାସ ଦାଢ଼ି ବଢ଼ାନ୍ତି ଏବଂ ଜୋତା ପିନ୍ଧନ୍ତି ନାହିଁ।

ଉସମାନ୍ ଖୱାଜା ଆହତ ହେବା ପରେ ତାଙ୍କ ସ୍ଥାନରେ ସାମିଲ୍ ହୋଇଥିବା ପିଟର୍ ହ୍ୟାଣ୍ଡସ୍କମ୍ବ ଲାଙ୍ଗରଙ୍କ ଏହି ପଦକ୍ଷେପକୁ ନିଆରା ବୋଲି କହିଛନ୍ତି। ହ୍ୟାଣ୍ଡସ୍କମ୍ବ୍ କହିଛନ୍ତି, ଖେଳାଳିମାନେ ନିଜ ପାଦ ତଳେ ଥିବା ଘାସକୁ ଅନୁଭବ କରୁଛନ୍ତି, ଏଥିରୁ ଶରୀରକୁ ପୃଥିବୀର ସକାରାତ୍ମକ ଊର୍ଜା ମିଳୁଥିବା ଅନୁଭୂତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story