ୱାଲର୍ଡ ହକି ଲିଗ୍ ପାଇଁ କଳିଙ୍ଗ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱାଲର୍ଡ ହକି ଲିଗ୍ ଆୟୋଜନ ନେଇ କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା। ହକି ପଡିଆର ପ୍ରବେଶ ଓ ପ୍ରସ୍ଥାନ ପଥ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ହକି ଷ୍ଟାଡିୟମରେ ଉନ୍ନତୀକରଣ କାର୍ଯ୍ୟର ବି ତଦାରଖ କରିଛନ୍ତି ଡିଜିପି। ୬ଟି ଗେଟରେ ଦର୍ଶକ କିପରି ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେ ନେଇ ମଧ୍ୟ ତଦାରଖ କରିଛନ୍ତି। ଏହି ଅବସରରେ ପୋଲିସ କମିଶନର ଓ୍ୱାଇ.ବି. […]

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 03:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱାଲର୍ଡ ହକି ଲିଗ୍ ଆୟୋଜନ ନେଇ କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା। ହକି ପଡିଆର ପ୍ରବେଶ ଓ ପ୍ରସ୍ଥାନ ପଥ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ହକି ଷ୍ଟାଡିୟମରେ ଉନ୍ନତୀକରଣ କାର୍ଯ୍ୟର ବି ତଦାରଖ କରିଛନ୍ତି ଡିଜିପି। ୬ଟି ଗେଟରେ ଦର୍ଶକ କିପରି ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେ ନେଇ ମଧ୍ୟ ତଦାରଖ କରିଛନ୍ତି। ଏହି ଅବସରରେ ପୋଲିସ କମିଶନର ଓ୍ୱାଇ.ବି. ଖୁରାନିଆ ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିଙ୍କ ସୁରକ୍ଷା, ସେମାନେ ରହିବାକୁ ଥିବା ହୋଟେଲର ସୁରକ୍ଷା ଓ ଯାତାୟତ ସମୟରେ ସୁରକ୍ଷା ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।  କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୯ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ଟିକେଟ୍ ଯାଞ୍ଚ, ଗାଡ଼ି ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ ଆଦିକୁ ମଧ୍ୟ କଡ଼ା ତଦାରଖ କରାଯିବ।  ଡିସେମ୍ବର ୧ରୁ ୧୦ତାରିଖ ଯାଏଁ ୱାର୍ଲଡ ହକି ଲିଗ୍ ଆୟୋଜନ ହେବାକୁ ଥିବା ବେଳେ ଏଥିରେ ୮ଟି ଦେଶର ଖେଳାଳି ଭାଗ ନେବେ।  ସେମାନଙ୍କ ମଧ୍ୟରେ ଭାରତ ସହ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ୫ଟି ୟୁରୋପିୟ ଟିମ୍ ଭାଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story