ମହାକୁମ୍ଭ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ: ଭୁବନେଶ୍ୱରରେ ଦମ ଦେଖାଇଲା ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଲିଗ୍ ଫାଇନାଲକୁ ନେଇ ଦିନକୁ ଦିନ କ୍ରେଜ ବଢିବାରେ ଲାଗିଛି। ଏହି ପ୍ରିତିଯୋଗିତାକୁ ଆଉ ମାତ୍ର କେଇଘଣ୍ଟା ବାକି ଥିବା ବେଳେ ଏବେଠୁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଗଲାଣି। ଭୁବନେଶ୍ୱର ପାଲଟିଯାଇଛି ଏବେ ବିଶ୍ୱର କ୍ରୀଡା ରାଜଧାନୀ। ବିଶ୍ୱର ବଛା ବଛା ଟିମ୍‌ ଏବେ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ସେପଟେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଯାହାର ଉଦାହରଣ ଟିକେଟ୍‌ କାଉଣ୍ଟରରୁ ହିଁ ପରିଲିଖିତ […]

kl-vs-dwr-wk-3

kl-vs-dwr-wk-3

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 04:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଲିଗ୍ ଫାଇନାଲକୁ ନେଇ ଦିନକୁ ଦିନ କ୍ରେଜ ବଢିବାରେ ଲାଗିଛି। ଏହି ପ୍ରିତିଯୋଗିତାକୁ ଆଉ ମାତ୍ର କେଇଘଣ୍ଟା ବାକି ଥିବା ବେଳେ ଏବେଠୁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଗଲାଣି। ଭୁବନେଶ୍ୱର ପାଲଟିଯାଇଛି ଏବେ ବିଶ୍ୱର କ୍ରୀଡା ରାଜଧାନୀ। ବିଶ୍ୱର ବଛା ବଛା ଟିମ୍‌ ଏବେ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ସେପଟେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଯାହାର ଉଦାହରଣ ଟିକେଟ୍‌ କାଉଣ୍ଟରରୁ ହିଁ ପରିଲିଖିତ ହୋଇଛି। ଟିକେଟ୍‌ ବିକ୍ରିର ପ୍ରଥମ ଦିନରୁ ହିଁ ଟିକେଟ୍‌ ଶେଷ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଭିନ୍ନ ଦେଶର ବିଶ୍ୱସ୍ତରୀୟ ଖେଳାଳିଙ୍କୁ ଏବେ ଗୋଟିଏ ମଞ୍ଚରେ ଦେଖିବାକୁ ସୁଯୋଗ ପାଇବେ ରାଜଧାନୀ ବାସୀ। ଏଥିପାଇଁ କଳିଙ୍କ ଷ୍ଟାଡିୟମ ଏବେ ନୂଆ ରୂପରେ ସଜେଇ ହୋଇଛି।

ଇଣ୍ଡିଆ ଟିମ୍‌ ପାଇଁ ଏକ ସୂବର୍ଣ୍ଣ ସୁଯୋଗ ରହିଛି, ନିଜ ମାଟିରେ ଟାଇଟଲକୁ କବ୍‌ଜା କରିବା ପାଇଁ। ଏସିଆ କପ୍‌  ଜିତିବା ପରେ ଟିମ୍‌ ଇଣ୍ଡିଆର ମନ ଏବେ ଦୃଢ ରହିଛି। ସେପଟେ ସବୁଠୁ ଫୋକସରେ ରହିବେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା ୩ ଓଡ଼ିଆ ଖେଳାଳି। ବିରେନ୍ଦ୍ର ଲାକ୍ରା ଦୀର୍ଘଦିନ ପରେ ଟିମ୍‌କୁ ଫେରିଥିବା ବେଳେ ଅମିତ ରୋହି ଦାଶ ଓ ଦୀପସାନ୍‌ ଦିର୍କୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। କଲିଙ୍ଗ ଷ୍ଟାଡିୟମ ଏହି ୩ଜଣ ଖେଳାଳିଙ୍କ ହୋମ ଗ୍ରାଉଣ୍ଡ ହୋଇଥିବା ବେଳେ ଏହି ଷ୍ଟାଡିୟମରେ ଅନେକ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିଛି ଏହି ଖେଳାଳିଙ୍କ।

ଡିସେମ୍ବର ୧ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।  ବର୍ତ୍ତମାନ ସୁଦ୍ଧା ୭ଟି ଦଳ ଭୁବନେଶ୍ୱରରେ ପହଞ୍ଚିସାରିଥିବା ବେଳେ ଭାରତ ସହ ଅନ୍ୟ ଦଳମାନେ ଅଭ୍ୟାସକୁ ଜୋରଦାର କରିଛନ୍ତି। ସୋମବାର ବିଶ୍ୱର ଏକ ନମ୍ବର ଦଳ ଆର୍ଜେଣ୍ଟିନା ସହ ଜର୍ମାନୀ ଓ ନେଦରଲାଣ୍ଡ ଭୁବନେଶ୍ୱରରେ ପହଞ୍ଚିଥିଲେ। ଭାରତ ଆର୍ଜେଣ୍ଟିନା ମଧ୍ୟରେ ହୋଇଥିବା ଅଭ୍ୟାସ ମ୍ୟାଚରେ ଭାରତ ୨-୦ରେ ବିଜୟୀ ହୋଇଛି। ୨୦ ମିନିଟର ଦୁଇଟି ଅର୍ଦ୍ଧରେ ଖେଳାଯାଇଥିବା ଏହି ମ୍ୟାଚର ଦୁଇଟି ଯାକ ଗୋଲ୍ ରୂପିନ୍ଦର ସିଂ ଦେଇଥିଲେ। ପ୍ରଥମ ଗୋଲ୍ ସେ ପେନାଲ୍ଟି କର୍ଣ୍ଣରରୁ ଅର୍ଜନ କରିଥିଲେ। ଅନ୍ୟଟି ପେନାଲ୍ଟି ଷ୍ଟ୍ରୋକରେ ହାସଲ କରିନେଇଥିଲେ। ଆହତ ଯୋଗୁଁ ଦିର୍ଘ ଦିନ ଧରି ପଡିଆ ବାହାରେ ଥିଲେ ରୂପିନ୍ଦର। ଦୀର୍ଘ ୫ମାସ ପରେ ସେ ପୁଣି ଜାତୀୟ ଦଳକୁ କମବ୍ୟାକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story