ବିଶ୍ୱ ପୋଲିସ ଆଥଲେଟିକ୍ସରେ ଓଡ଼ିଆ ଖେଳାଳିଙ୍କ କମାଲ: ବୋନିତା ପାଇଲେ ୩ଟି ପଦକ, ବିଘ୍ନରାଜ ପାଇଲେ ଗୋଟିଏ

ଭୁବନେଶ୍ୱର: ବିଶ୍ୱ ପୋଲିସ ଆଥଲେଟିକ୍ସରେ ଓଡ଼ିଆ ଆଥଲେଟ୍ କମାଲ କରିଛନ୍ତି। ଓଡ଼ିଶା ପୋଲିସ୍‌ ପକ୍ଷରୁ ଭାଗ ନେଇଥିବା ବୋନିତା ଲାକ୍ରା ତୃତୀୟ ପଦକ ହାସଲ କରିଛନ୍ତି। ୪ ଗୁଣା ୧୦୦ ମିଟର ରିଲେ ରେସରେ ସେ ସ୍ୱର୍ଣ୍ଣ ଜିତିଛନ୍ତି। ୧୦୦ ମିଟର ଦୌଡ଼ରେ ରୌପ୍ୟ ଏବଂ ୧୦୦ ମି. ହର୍ଡଲ୍ସରେ ବ୍ରୋଞ୍ଜ ଜିତିଥିଲେ ବୋନିତା। ସେହିପରି ୪୦୦ ମିଟର ଦୌଡ଼ରେ ବିଘ୍ନରାଜ ମିରିଡ଼ିଆ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅଗଷ୍ଟ ୭ରୁ ଆମେରିକାରେ ଚାଲିଥିବା ବିଶ୍ୱ ପୋଲିସ୍‌ […]

bonita,,,,,

bonita,,,,,

Rakesh Mallick
  • Published: Sunday, 13 August 2017
  • Updated: 13 August 2017, 12:04 PM IST

ଭୁବନେଶ୍ୱର: ବିଶ୍ୱ ପୋଲିସ ଆଥଲେଟିକ୍ସରେ ଓଡ଼ିଆ ଆଥଲେଟ୍ କମାଲ କରିଛନ୍ତି। ଓଡ଼ିଶା ପୋଲିସ୍‌ ପକ୍ଷରୁ ଭାଗ ନେଇଥିବା ବୋନିତା ଲାକ୍ରା ତୃତୀୟ ପଦକ ହାସଲ କରିଛନ୍ତି। ୪ ଗୁଣା ୧୦୦ ମିଟର ରିଲେ ରେସରେ ସେ ସ୍ୱର୍ଣ୍ଣ ଜିତିଛନ୍ତି। ୧୦୦ ମିଟର ଦୌଡ଼ରେ ରୌପ୍ୟ ଏବଂ ୧୦୦ ମି. ହର୍ଡଲ୍ସରେ ବ୍ରୋଞ୍ଜ ଜିତିଥିଲେ ବୋନିତା।

bonita,,ସେହିପରି ୪୦୦ ମିଟର ଦୌଡ଼ରେ ବିଘ୍ନରାଜ ମିରିଡ଼ିଆ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅଗଷ୍ଟ ୭ରୁ ଆମେରିକାରେ ଚାଲିଥିବା ବିଶ୍ୱ ପୋଲିସ୍‌ କ୍ରୀଡ଼ାରେ ଏହି ସଫଳତା ପାଇଛନ୍ତି ବୋନିତା। ଏହି ପୋଲିସ କ୍ରୀଡ଼ା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story