ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଉନ୍ମୋଚିତ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ପରେ ଏବେ କ୍ରିକେଟ୍ ପ୍ରଶଂସକଙ୍କୁ ଟେଷ୍ଟ ବିଶ୍ୱକପର ଉପହାର ମିଳିଛି। ଟେଷ୍ଟ କ୍ରିକେଟକୁ ଅଧିକ ରୋମାଞ୍ଚକର କରିବା ପାଇଁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଘୋଷଣା କରିଛି। ଏଥିପାଇଁ ଆଇସିସି ସୋମବାର ଟେଷ୍ଟ ଚାମ୍ପିୟନଶିପ୍ ଫର୍ମାଟକୁ ଉନ୍ମୋଚିତ କରିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଅଗଷ୍ଟ ୧ ତାରିଖରୁ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ପ୍ରଥମ ଆଶେସ୍ ଟେଷ୍ଟରୁ ଆରମ୍ଭ ହେବ। ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଏହି ଚାମ୍ପିୟନଶିପକୁ ଏକ ନୂଆ ରୂପ ଦେବ। ଆଇସିସି ଟେଷ୍ଟ […]

test

test

Ranjit Kumar Jena
  • Published: Monday, 29 July 2019
  • Updated: 29 July 2019, 05:44 PM IST

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ପରେ ଏବେ କ୍ରିକେଟ୍ ପ୍ରଶଂସକଙ୍କୁ ଟେଷ୍ଟ ବିଶ୍ୱକପର ଉପହାର ମିଳିଛି। ଟେଷ୍ଟ କ୍ରିକେଟକୁ ଅଧିକ ରୋମାଞ୍ଚକର କରିବା ପାଇଁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଘୋଷଣା କରିଛି। ଏଥିପାଇଁ ଆଇସିସି ସୋମବାର ଟେଷ୍ଟ ଚାମ୍ପିୟନଶିପ୍ ଫର୍ମାଟକୁ ଉନ୍ମୋଚିତ କରିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଅଗଷ୍ଟ ୧ ତାରିଖରୁ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ପ୍ରଥମ ଆଶେସ୍ ଟେଷ୍ଟରୁ ଆରମ୍ଭ ହେବ। ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଏହି ଚାମ୍ପିୟନଶିପକୁ ଏକ ନୂଆ ରୂପ ଦେବ। ଆଇସିସି ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣ ୨୦୨୧ ପର୍ଯ୍ୟନ୍ତ ଚାଲିବ। ଏହାର ଫାଇନାଲ୍ ଜୁନ୍, ୨୦୨୧ରେ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ମଇଦାନରେ ଖେଳାଯିବ।

ଆଇସିସି ଟେଷ୍ଟ ଚାମ୍ପିୟନଶିପର ଶୁଭାରମ୍ଭ ଚଳିତ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ୨୦୧୦ରେ ଏହାର ପ୍ରାରମ୍ଭିକ ଯୋଜନା ସାମ୍ନାକୁ ଆସିଥିଲା। ପ୍ରାରମ୍ଭିକ ଯୋଜନା ଅନୁଯାୟୀ, ଏହାର ଶୁଭାରମ୍ଭ ୨୦୧୩ରେ ହେବାର ଥିଲା। ଏହାକୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ବଦଳରେ ଆୟୋଜନ କରିବା ନେଇ ବିଚାର ହୋଇଥିଲା। ତେବେ କିଛି ଟିମର ବିରୋଧ ଯୋଗୁ ଏହାକୁ ୨୦୧୭ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା, କିନ୍ତୁ ଏହା ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା। ତେବେ ଚଳିତ ବର୍ଷ ଆରମ୍ଭ ହେବାକୁଥିବା ଟେଷ୍ଟ ଚାମ୍ପିୟନଶିପର ବିଚାର ୨୦୧୭ ଅକ୍ଟୋବରରେ ଚୂଡ଼ାନ୍ତ ହୋଇଥିଲା।

ଆଇସିସି ରାଙ୍କିଙ୍ଗର ଶୀର୍ଷ ୯ ଟିମ୍ ଏହି ଟେଷ୍ଟ ଚାମ୍ପିୟନଶିପ୍ ଖେଳିବେ। ଏଥିରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲ୍ୟାଣ୍ଡ୍, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ଟିମ୍ ସାମିଲ୍ ଅଛନ୍ତି। ତେବେ ଯେଉଁ ମ୍ୟାଚରେ ଆୟର୍ଲ୍ୟାଣ୍ଡ୍ ଓ ଆଫଗାନିସ୍ତାନ ସାମିଲ୍ ହେବେ, ତାହା ଟେଷ୍ଟ ଚାମ୍ପିୟନଶିପର ଭାଗୀଦାରୀ ହେବନାହିଁ। ସମସ୍ତ ୯ଟି ଯାକ ଟିମ୍ ୬ ଟିମ୍ ବିପକ୍ଷରେ ମ୍ୟାଚ୍ ଖେଳିବେ। ଏଥିରୁ ତିନୋଟି ଘରେ ଏବଂ ତିନୋଟି ବାହାରେ ହେବ। ଗୋଟିଏ ସିରିଜରେ ୨ରୁ ଅତିବେଶୀରେ ୫ଟି ଟେଷ୍ଟ ମ୍ୟାଚ୍ ହୋଇପାରିବ।

ମ୍ୟାଚ୍ ଦ୍ୱିପାକ୍ଷିକ ସିରିଜ୍ ହେବ, କିନ୍ତୁ ଏବେ ପ୍ରତି ମ୍ୟାଚ୍ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମ୍ୟାଚ୍ ଦିନରେ କିମ୍ବା ଦିବାରାତ୍ର ମଧ୍ୟ ଖେଳାଯାଇପାରେ। ତେବେ ଏହା ଦୁଇ ବୋର୍ଡର ସହମତି ଉପରେ ନିର୍ଭର କରେ। ଏହି ପ୍ରଥମ ଟେଷ୍ଟ ଚାମ୍ପିୟନଶିପରେ ମୋଟ ୨୭ଟି ସିରିଜ୍ ଏବଂ ୭୧ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ଥିବା ଦୁଇ ଟିମ୍ ମଧ୍ୟ ଜୁନ୍ ୨୦୨୧ରେ ଲର୍ଡ୍ସରେ ଫାଇନାଲ୍ ମୁକାବିଲା ହେବ। ପ୍ରଥମ ଚାମ୍ପିୟନଶିପ୍ ଶେଷ ହେବା ପରେ ଦ୍ୱିତୀୟ ସଂସ୍କରଣର ଆରମ୍ଭ ହେବ, ଯାହା ଏପ୍ରିଲ୍ ୨୦୨୩ ପର୍ଯ୍ୟନ୍ତ ଚାଲିବ।

ପ୍ରତି ସିରିଜରେ ମୋଟ ୧୨୦ ପଏଣ୍ଟ ରହିବ, ଯାହା ମ୍ୟାଚ୍ ଆଧାରରେ ନିର୍ଦ୍ଧାରିତ ହେବ। ଗୋଟିଏ କିମ୍ବା ଦୁଇଟି ଟେଷ୍ଟ ସିରିଜରେ ଅତିବେଶୀରେ ୬୦ ପଏଣ୍ଟ ହାସଲ କରାଯାଇପାରିବ। ସେହିପରି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୪୦, ଚାରିମ୍ୟାଚ୍ ବିଶିଷ୍ଟ ସିରିଜରେ ୩୦ ଏବଂ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨୪ ପଏଣ୍ଟ ହାସଲ କରାଯାଇପାରିବ। ସେହିପରି ଟାଇ ମ୍ୟାଚରେ ଅଧା ପଏଣ୍ଟ ମିଳିବ। ମ୍ୟାଚ୍ ଟାଇ ହେଲେ ବିଜୟୀ ମ୍ୟାଚର ଅଧା ୩୦ ପଏଣ୍ଟ ଏବଂ ଡ୍ର' ହେବାରେ ବିଜୟର ଏକ ତୃତୀୟାଂଶ ପଏଣ୍ଟ ମିଳିବ। ତେବେ ପରାଜିତ ଟିମକୁ କୌଣସି ପଏଣ୍ଟ ମିଳିବ ନାହିଁ।
ଏହି ଚାମ୍ପିୟନଶିପରେ ଇଂଲଣ୍ଡ ସର୍ବାଧିକ ୨୨ ଟେଷ୍ଟ ମ୍ୟାଚ୍ ଖେଳିବ। ଏହାବାଦ୍ ଅଷ୍ଟ୍ରେଲିଆ ୧୯, ଭାରତ ୧୮, ଦକ୍ଷିଣ ଆଫ୍ରିକା ୧୬, ୱେଷ୍ଟଇଣ୍ଡିଜ୍ ୧୫, ନ୍ୟୁଜିଲ୍ୟାଣ୍ଡ୍ ଓ ବାଂଲାଦେଶ ୧୪ ଲେଖାଏ, ଶ୍ରୀଲଙ୍କା ଏବଂ ପାକିସ୍ତାନ ୧୩ଟି ଲେଖାଏ ଟେଷ୍ଟ ମ୍ୟାଚ୍ ଖେଳିବେ।

ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତ ୬ଟି ସିରିଜ୍ ଖେଳିବ। ଆସନ୍ତା ଅଗଷ୍ଟରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ଏହା ପରେ ଭାରତ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ୍, ନଭେମ୍ବରରେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍, ଫେବୃଆରୀ ୨୦୨୦ରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ, ୨୦୨୦ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ ଏବଂ ଜାନୁଆରୀ-ଫେବୃଆରୀ, ୨୦୨୧ରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଖେଳିବ।

ଟେଷ୍ଟ ଚାମ୍ପିୟନଶିପରେ ଭାରତର କାର୍ଯ୍ୟସୂଚୀ
ଜୁଲାଇ-ଅଗଷ୍ଟ, ୨୦୧୯: ୨ ଟେଷ୍ଟ ବନାମ ୱେଷ୍ଟଇଣ୍ଡିଜ୍ (ବାହାରେ)
ଅକ୍ଟୋବର-ନଭେମ୍ବର, ୨୦୧୯: ୩ ଟେଷ୍ଟ ବନାମ ଦକ୍ଷିଣ ଆଫ୍ରିକା (ଘରେ)
ନଭେମ୍ବର ୨୦୧୯: ୨ ଟେଷ୍ଟ ବନାମ ବାଂଲାଦେଶ (ଘରେ)
ଫେବୃଆରୀ, ୨୦୨୦: ୨ ଟେଷ୍ଟ ବନାମ ନ୍ୟୁଜିଲ୍ୟାଣ୍ଡ୍ (ବାହାରେ)
ଡିସେମ୍ବର ୨୦୨୦: ୪ ଟେଷ୍ଟ ବନାମ ଅଷ୍ଟ୍ରେଲିଆ (ବାହାରେ)
ଜାନୁଆରୀ-ଫେବୃଆରୀ ୨୦୨୧: ୫ ଟେଷ୍ଟ ବନାମ ଇଂଲଣ୍ଡ (ଘରେ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story