କୋହଲିଙ୍କ ପାଇଁ ବିଶ୍ୱକପ୍ ନୁହେଁ, ଏହି ଚାମ୍ପିୟନଶିପ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ୱେଲିଂଟନ୍‌: ବର୍ତ୍ତମାନ କ୍ରିକେଟ୍ କହିଲେ, ସାଧାରଣତଃ ଟି-୨୦ କିମ୍ବା ଦିନିକିଆକୁ ବୁଝାଉଛି। ଟି-୨୦ ଓ ଦିନିକିଆ ଫର୍ମାଟ୍ ଯୋଗୁ ଏବେ ଟେଷ୍ଟ କ୍ରିକେଟର ଗୁରୁତ୍ୱ କମିବାରେ ଲାଗିଛି। କିନ୍ତୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଟେଷ୍ଟ କ୍ରିକେଟ୍ ହିଁ ସର୍ବପ୍ରଥମ। କୋହଲି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପକୁ ଆଇସିସିର ସବୁଠାରୁ ବଡ଼ ଇଭେଣ୍ଟର ଆଖ୍ୟା ଦେଇଛନ୍ତି। କିନ୍ତୁ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ୨୦୨୩-୨୦୩୧ ପର୍ଯ୍ୟନ୍ତ ଅଧିକରୁ ଅଧିକ ଧଳା ବଲର ଟୁର୍ଣ୍ଣାମେଣ୍ଟ କରିବାକୁ ଯୋଜନା […]

virat

virat

Ranjit Kumar Jena
  • Published: Wednesday, 19 February 2020
  • Updated: 19 February 2020, 05:19 PM IST

Sports

Latest News

ୱେଲିଂଟନ୍‌: ବର୍ତ୍ତମାନ କ୍ରିକେଟ୍ କହିଲେ, ସାଧାରଣତଃ ଟି-୨୦ କିମ୍ବା ଦିନିକିଆକୁ ବୁଝାଉଛି। ଟି-୨୦ ଓ ଦିନିକିଆ ଫର୍ମାଟ୍ ଯୋଗୁ ଏବେ ଟେଷ୍ଟ କ୍ରିକେଟର ଗୁରୁତ୍ୱ କମିବାରେ ଲାଗିଛି। କିନ୍ତୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଟେଷ୍ଟ କ୍ରିକେଟ୍ ହିଁ ସର୍ବପ୍ରଥମ। କୋହଲି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପକୁ ଆଇସିସିର ସବୁଠାରୁ ବଡ଼ ଇଭେଣ୍ଟର ଆଖ୍ୟା ଦେଇଛନ୍ତି। କିନ୍ତୁ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ୨୦୨୩-୨୦୩୧ ପର୍ଯ୍ୟନ୍ତ ଅଧିକରୁ ଅଧିକ ଧଳା ବଲର ଟୁର୍ଣ୍ଣାମେଣ୍ଟ କରିବାକୁ ଯୋଜନା କରୁଛି।

ଆଇସିସିର ପ୍ରସ୍ତାବିତ ୨୦୨୩-୨୦୩୧ ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ (ଏଫଟିପି) ଅନୁଯାୟୀ, ୨୦୨୪ ଓ ୨୦୨୮ରେ ଟି-୨୦ ଚାମ୍ପିୟନ୍ସ କପ୍‌, ୨୦୨୫ ଓ ୨୦୨୯ରେ ଦିନିକିଆ ଚାମ୍ପିୟନ୍ସ କପ୍‌, ୨୦୨୬ ଓ ୨୦୩୦ରେ ଟି-୨୦ ବିଶ୍ୱକପ୍ ତଥା ୨୦୨୭-୨୦୩୧ରେ ଦିନିକିଆ ବିଶ୍ୱକପ୍ ନିର୍ଦ୍ଧାରିତ ହୋଇଛି।

ଭାରତୀୟ କ୍ୟାପଟେନ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ମ୍ୟାଚ୍ ପୂର୍ବରୁ କହିଛନ୍ତି, ମୋ ମତରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ସବୁଠାରୁ ଉପରେ ରହିବା ଦରକାର। ମୋ ପାଇଁ ବାକି ସବୁ ଟୁର୍ଣ୍ଣାମେଣ୍ଟ ଟେଷ୍ଟ ଚାମ୍ପିୟନଶିପ୍ ପରେ ଆସିବ। ପ୍ରତି ଟିମ୍ ଲର୍ଡ୍ସରେ ହେବାକୁଥିବା ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହୁଁଛନ୍ତି ଏବଂ ଆମେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହୁଁ।

କୋହଲି ଆହୁରି କହିଛନ୍ତି, ଆମେ ଏହାର (ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍‌)ର ଅତି ନିକଟତର ଅଛୁ। ଆମେ ଶୀଘ୍ର ଏହି ଚାମ୍ପିୟନଶିପର ଫାଇନାଲକୁ କ୍ୱାଲିଫାଏ କରିବା ନେଇ ଆଶାୟୀ ଅଛୁ। ଟେଷ୍ଟ ଚାମ୍ପିୟନଶିପ୍ ପାରମ୍ପରିକ ଫର୍ମାଟରେ ସାମାନ୍ୟ ପ୍ରତିଦ୍ୱନ୍ଦ୍ୱିତା ଆଣିଛି, ଯେଉଁଥିରେ ମୁକାବିଲା ଅଧିକ ରୋମାଞ୍ଚକର ହୋଇଛି, କାରଣ ଏଥିରେ ପଏଣ୍ଟ ଦିଆଯାଉଛି। ଯଦି ମୁଁ ଭାରତ କଥା କହିବି, ତାହେଲେ ଆମ ପାଇଁ ଚାମ୍ପିୟନଶିପ୍ ଆଗକୁ ଆହୁରି ରୋମାଞ୍ଚକର ହେବ। କାରଣ ଆମେ ବିଦେଶରେ ଏପର୍ଯ୍ୟନ୍ତ ବଡ଼ ଟିମ୍ ବିପକ୍ଷରେ ଖେଳିନାହୁଁ। ଗତବର୍ଷ ଆମେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା ଏବଂ ଏହା ପରେ ସବୁଯାକ ଟେଷ୍ଟ ଘରୋଇ ମାଟିରେ ଖେଳିଛୁ। ଚଳିତ ବର୍ଷ ଆମେ ଅଷ୍ଟ୍ରେଲିଆ ଗସ୍ତ କରିବୁ ଏବଂ ଏହି ଗସ୍ତ ଆମ ପାଇଁ ସବୁଠାରୁ ବଡ଼ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story