'ଖେଳ ରତ୍ନ' ପୁରସ୍କାର ପାଇବେ ରେସଲର୍ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ୨୫ ବର୍ଷୀୟ ବଜରଙ୍ଗଙ୍କୁ ଏହି ପୁରସ୍କାର ଦିଆଯିବ। ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲ୍ୟୁଏଫଆଇ) ଏହି ସମ୍ମାନଜନକ ପୁରସ୍କାର ପାଇଁ ବଜରଙ୍ଗଙ୍କ ସହ ମହିଳା ରେସଲର୍ ଭିନେଶ୍ ଫୋଗତଙ୍କ ନାଁ ମଧ୍ୟ ସୁପାରିସ୍ କରିଥିଲା। ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି […]

bajrang

bajrang

Ranjit Kumar Jena
  • Published: Friday, 16 August 2019
  • Updated: 16 August 2019, 04:56 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାରରେ ସମ୍ମାନିତ କରାଯିବ। ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ୨୫ ବର୍ଷୀୟ ବଜରଙ୍ଗଙ୍କୁ ଏହି ପୁରସ୍କାର ଦିଆଯିବ। ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲ୍ୟୁଏଫଆଇ) ଏହି ସମ୍ମାନଜନକ ପୁରସ୍କାର ପାଇଁ ବଜରଙ୍ଗଙ୍କ ସହ ମହିଳା ରେସଲର୍ ଭିନେଶ୍ ଫୋଗତଙ୍କ ନାଁ ମଧ୍ୟ ସୁପାରିସ୍ କରିଥିଲା। ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ବଜରଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ବଜରଙ୍ଗ ନିକଟରେ ବିଲିସି ଗ୍ରାଁ'ପ୍ରି'ରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ସେ ୬୫ କେଜି ଓଜନ ବର୍ଗର ଫାଇନାଲରେ ଇରାନର ପେଇମାନ୍ ବିବୟାନୀଙ୍କୁ ହରାଇଥିଲେ। ନିଜ ଓଜନ ବର୍ଗରେ ଏକ ନମ୍ବର ରେସଲର୍ ବଜରଙ୍ଗ ଚୀନରେ ଆୟୋଜିତ ଏସିଆନ୍ ଚାମ୍ପିୟନଶିପରେ ମଧ୍ୟ ବିଜୟ ହାସଲ କରି ଏସିଆନ୍ ସର୍କିଟରେ ନିଜର ଦବଦବା ପ୍ରମାଶିତ କରିଥିଲେ। ଏହାଛଡ଼ା ଗତବର୍ଷ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ମଧ୍ୟ ସ୍ୱଣ୍ଣୟ ପଦକ ଜିତିଥିଲେ।

ଗତବର୍ଷ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ମହିଳା ଭାରୋତ୍ତୋଳନ ମୀରାବାଈ ଚାନୁଙ୍କୁ 'ଖେଳ ରତ୍ନ' ପୁରସ୍କାର ମିଳିଥିଲା। ଗତବର୍ଷ ନିଜକୁ 'ଖେଳ ରତ୍ନ' ନମିଳିବା ନେଇ ବଜରଙ୍ଗ ଅସନ୍ତୋଷ ଜାହିର୍ କରିଥିଲେ ଏବଂ ତତ୍କାଳୀତ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ସାକ୍ଷାତ କରି ନିରାଶ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ପ୍ରଥମ 'ଖେଳ ରତ୍ନ' ପୁରସ୍କାର ଚେସ୍ ଗ୍ରାଣ୍ଡମାଷ୍ଟର୍ ବିଶ୍ୱନାଥନ ଆନନ୍ଦଙ୍କୁ ୧୯୯୧-୯୨ରେ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story