୩ମାସ ପାଇଁ ୟାଶୀର ଶାହଙ୍କୁ ବାସନ୍ଦ କଲା ଆଇସିସି

ଦୁବାଇ: ପାକିସ୍ତାନର ଲେଗ-ସ୍ପିନର ୟାଶୀର ଶାହଙ୍କୁ ଆଇସିସି ୩ ମାସ ପାଇଁ ବାସନ୍ଦ କରିଛି। ଏହି ବାସନ୍ଦ ଯୋଗୁଁ ସେ ପାକିସ୍ତାନ ସୁପର ଲିଗ୍, ଆଇସିସି ବିଶ୍ୱକପ୍ ଟି-୨୦ ଓ ଏସିଆ କପ୍ ଖେଳିପାରିବେ ନାହିଁ। ୱାଡା ଦ୍ୱାରା ନିଷେଧ କରାଯାଇଥିବା ଏକ ଔଷଧ ସେବନ କରିବା କାରଣରୁ ସେ ଆସନ୍ତା ଜୁନ ମାସ ଯାଏଁ କୌଣସି ଅନ୍ତର୍ଜାତୀୟ ବା ଘରୋଇ ମ୍ୟାଚ୍ ଖେଳିପାରିବେ ନାହିଁ। ପିସିବି ଅଧ୍ୟକ୍ଷ ଶହାୟାର ଖାନ୍ କହିଛନ୍ତି ଯେ, ୟାଶୀରକୁ ଭୁଲ […]

Pakistan-leg-spinner-Yasir-Shah2

Pakistan-leg-spinner-Yasir-Shah2

Rakesh Mallick
  • Published: Sunday, 07 February 2016
  • Updated: 07 February 2016, 03:20 PM IST

Sports

Latest News

ଦୁବାଇ: ପାକିସ୍ତାନର ଲେଗ-ସ୍ପିନର ୟାଶୀର ଶାହଙ୍କୁ ଆଇସିସି ୩ ମାସ ପାଇଁ ବାସନ୍ଦ କରିଛି। ଏହି ବାସନ୍ଦ ଯୋଗୁଁ ସେ ପାକିସ୍ତାନ ସୁପର ଲିଗ୍, ଆଇସିସି ବିଶ୍ୱକପ୍ ଟି-୨୦ ଓ ଏସିଆ କପ୍ ଖେଳିପାରିବେ ନାହିଁ। ୱାଡା ଦ୍ୱାରା ନିଷେଧ କରାଯାଇଥିବା ଏକ ଔଷଧ ସେବନ କରିବା କାରଣରୁ ସେ ଆସନ୍ତା ଜୁନ ମାସ ଯାଏଁ କୌଣସି ଅନ୍ତର୍ଜାତୀୟ ବା ଘରୋଇ ମ୍ୟାଚ୍ ଖେଳିପାରିବେ ନାହିଁ।

ପିସିବି ଅଧ୍ୟକ୍ଷ ଶହାୟାର ଖାନ୍ କହିଛନ୍ତି ଯେ, ୟାଶୀରକୁ ଭୁଲ ବସତଃ ତାଙ୍କ ପତ୍ନୀ ଏହି ଔଷଧ ଖାଇବାକୁ ଦେଇ ଦେଇଥିଲେ। ସେ ଜାଣିଶୁଣି ଏହି ଔଷଧ ଖାଇ ନ ଥିଲେ ବୋଲି ସେ କହିଛନ୍ତି।

ୟାଶୀର ପାକିସ୍ତାନ ପକ୍ଷରୁ ୧୨ଟି ଟେଷ୍ଟ ଓ ୧୫ଟି ଏକ ଦିବସୀୟ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story