ଲଗାତର ମୃତ୍ୟୁବରଣ କରୁଛନ୍ତି ଏହି ଷ୍ଟାର କ୍ରିକେଟର୍‌ଙ୍କ ପରିବାର ଲୋକ: ଗୋଟିଏ ବର୍ଷରେ ଗଲାଣି ୨ ଭାଇ ଓ ବାପାଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନର ଷ୍ଟାର କ୍ରିକେଟର ଭାବେ ପରିଚିତ ୟୁନିସ ଖାନଙ୍କ ଆଜି ୪୦ତମ ଜନ୍ମଦିନ।  ସେ ୨୦୧୭ ମେ’ ମାସରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୟୁନିସ ଖାନ ପାକିସ୍ତାନର ଏପରି କ୍ରିକେଟର୍‌ ଯିଏ ଟେଷ୍ଟ ମ୍ୟାଚରେ ଅନେକ ରେକର୍ଡ କରିଯାଇଛନ୍ତି।  ୨୦୦୦ ମସିହାରେ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‌ ଖେଳ ଅରମ୍ଭ କରିଥିବା ୟୁନିସ ପାକିସ୍ତାନ ପାଇଁ ଅନେକ ମ୍ୟାଚ୍‌ ଖେଳିଛନ୍ତି। ୟୁନିସ ୨୦ ମାର୍ଚ୍ଚ ୨୦୦୭ରେ ବିବାହ କରିଥିଲେ। ଏହି କ୍ରିକେଟ୍‌ କ୍ୟାରିୟର […]

younis-7_1511872407

younis-7_1511872407

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 06:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନର ଷ୍ଟାର କ୍ରିକେଟର ଭାବେ ପରିଚିତ ୟୁନିସ ଖାନଙ୍କ ଆଜି ୪୦ତମ ଜନ୍ମଦିନ।  ସେ ୨୦୧୭ ମେ’ ମାସରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୟୁନିସ ଖାନ ପାକିସ୍ତାନର ଏପରି କ୍ରିକେଟର୍‌ ଯିଏ ଟେଷ୍ଟ ମ୍ୟାଚରେ ଅନେକ ରେକର୍ଡ କରିଯାଇଛନ୍ତି।  ୨୦୦୦ ମସିହାରେ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‌ ଖେଳ ଅରମ୍ଭ କରିଥିବା ୟୁନିସ ପାକିସ୍ତାନ ପାଇଁ ଅନେକ ମ୍ୟାଚ୍‌ ଖେଳିଛନ୍ତି। ୟୁନିସ ୨୦ ମାର୍ଚ୍ଚ ୨୦୦୭ରେ ବିବାହ କରିଥିଲେ।

ଏହି କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ସେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ଏହି ସମୟରେ ତାଙ୍କ ପରିବାରର ଅନେକ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତଥାବି ୟୁନିସ କେବେ ଭାଙ୍ଗି ପଡିନାହାଁନ୍ତି।

୨୦୦୫ରେ ପାକିସ୍ତାନ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତ ସମୟରେ ୟୁନିସ ଖାନଙ୍କ ପିତାଙ୍କ ନିଧନ ହୋଇଥିଲା। ଏହି ବର୍ଷ ଇଂଲଣ୍ଡ ଗସ୍ତରେ ଥିବା ବେଳେ ସେ ସିରିଜ ଅଧାରୁ ପାକିସ୍ତାନ ଫେରିଆସିଥିଲେ। କାରଣ ତାଙ୍କ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିଲା। ୪୧ ବର୍ଷ ବୟସରେ ତାଙ୍କ ବଡ଼ ଭାଇ ଏକ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୟୁନିସଙ୍କ ଅନୁସାରେ ତାଙ୍କ ବଡ଼ ଭାଇ କ୍ରିକେଟ୍‌ ଖେଳିବା ପାଇଁ ପ୍ରେରଣା ଦେଇଥିଲେ।

ପରିବାରରେ ଦୁଇଜଣଙ୍କ ମୃତ୍ୟୁ ପରେ ୟୁନିସଙ୍କୁ ୩ୟ ଧକ୍କା ଲାଗିଥିଲା ୨୦୦୬ରେ। ଯେତେବେଳେ ତାଙ୍କ ସାନ ଭାଇ ଜର୍ମାନୀରେ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହାପରେ ୨୦୧୧ରେ ପୁଣି ତାଙ୍କର ଆଉ ଜଣେ ବଡ଼ ଭାଇଙ୍କ ନିଧନ ହୋଇଥିଲା। ଏବଂ ଶେଷରେ ୨୦୧୪ରେ ୟୁନିସ ଖାନଙ୍କ ଭଣଜାଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story