ଭାରତୀୟ କ୍ରିକେଟରଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ନିକଟରେ ବିସିସିଆଇକୁ ଇମେଲ ଜରିଆରେ ଭାରତୀୟ କ୍ରିକେଟରଙ୍କୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତିକୁ ମହାରାଷ୍ଟ୍ରର ଆଣ୍ଟି ଟେରୋରିଜମ୍ ସ୍କ୍ୱାଡ୍ (ଏଟିଏସ୍) ଗିରଫ କରିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଏଟିଏସ୍ ୧୯ ବର୍ଷୀୟ ଅଭିଯୁକ୍ତ ବ୍ରିଜମୋହନ ଦାସଙ୍କୁ ଗିରଫ କରିଛି। ସେ ଆସାମର ମୋରିଗାଁରେ ରହେ। ଅଭିଯୁକ୍ତ ଧମକଭରା ଇମେଲ୍ କେବଳ ବିସିସିଆଇ ନୁହେଁ ବରଂ ଅନ୍ୟ କ୍ରିକେଟ୍ ବୋର୍ଡକୁ ମଧ୍ୟ ପଠାଉଥିଲା। ଏଟିଏସ୍ ଗିରଫ କରିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା ଏବଂ […]

team-india

team-india

Ranjit Kumar Jena
  • Published: Thursday, 22 August 2019
  • Updated: 22 August 2019, 10:02 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ବିସିସିଆଇକୁ ଇମେଲ ଜରିଆରେ ଭାରତୀୟ କ୍ରିକେଟରଙ୍କୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତିକୁ ମହାରାଷ୍ଟ୍ରର ଆଣ୍ଟି ଟେରୋରିଜମ୍ ସ୍କ୍ୱାଡ୍ (ଏଟିଏସ୍) ଗିରଫ କରିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଏଟିଏସ୍ ୧୯ ବର୍ଷୀୟ ଅଭିଯୁକ୍ତ ବ୍ରିଜମୋହନ ଦାସଙ୍କୁ ଗିରଫ କରିଛି। ସେ ଆସାମର ମୋରିଗାଁରେ ରହେ। ଅଭିଯୁକ୍ତ ଧମକଭରା ଇମେଲ୍ କେବଳ ବିସିସିଆଇ ନୁହେଁ ବରଂ ଅନ୍ୟ କ୍ରିକେଟ୍ ବୋର୍ଡକୁ ମଧ୍ୟ ପଠାଉଥିଲା। ଏଟିଏସ୍ ଗିରଫ କରିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା ଏବଂ ତାକୁ ୨୬ ତାରିଖ ପର୍ଯ୍ୟନ୍ତ ହାଜତକୁ ପଠାଯାଇଛି।

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ଏକ ଧମକଭରା ଇମେଲ୍ ମିଳିଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆକୁ ଜୀବନରୁ ମାରିଦେବା କଥା ଉଲ୍ଲେଖ ହୋଇଥିଲା। ଏହି ଇମେଲରେ ବିରାଟ୍ କୋହଲି, ରୋହିତ୍ ଶର୍ମାଙ୍କ ସମେତ ପୂରା ଭାରତୀୟ ଟିମକୁ ମାରିଦେବାକୁ ଧମକ ଦିଆଯାଇଥିଲା। ଏହା ପରେ ୱେଷ୍ଟଇଣ୍ଡିଜରେ ଥିବା ଟିମ୍ ଇଣ୍ଡିଆର ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story