ମୁମ୍ବାଇ: ଟିମ୍ ଇଣ୍ଡିଆର ସବୁଠୁ ଭଲ ଫିଲ୍ଡର କଥା ଉଠିଲେ ଆମେ ନିଶ୍ଚିତ ଭାବେ ଦ୍ୱନ୍ଦରେ ପଡିଯାଉ। କାରଣ ବର୍ତ୍ତାମାନ ଟିମ୍ ଇଣ୍ଡିଆର ଫିଲ୍ଡିଂ ବିଭାଗ ପୂର୍ବଭଳି ଆଉ ନାହିଁ। ଅନେକ ମାତ୍ରାରେ ସୁଧୁରି ଗଲାଣି।ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାର ପୂର୍ବତନଷ୍ଟାର ଖେଳାଳି ତାଥା ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର୍ ଭାବେ ଗଣାହେଉଥିବ ଜଣ୍ଟିରୋଡ୍ସ୍ ଭାରତୀୟ ଫିଲ୍ଡିଂକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ‘ଆମ ସମୟରେ ଯୁବରାଜ ସିଂ ଓ ମହମ୍ମଦ୍ କେଫ୍ ସର୍ବଶ୍ରେଷ୍ଠ ଫିଲ୍ଡର୍ ଭାବେ ଗଣାହେଉଥିଲେ’, ହେଲେ ବର୍ତ୍ତାମାନ କିନ୍ତୁ ଟିମ୍ ଇଣ୍ଡିରେ ସୁରେଶ ରାଇନ ସବୁଠୁ ଭଲ ଫିଲ୍ଡିଂ କରୁଥିବା ନଜର ଆସୁଛନ୍ତି। ଜଣ୍ଟିରୋଡ୍ସ୍ କହିଛନ୍ତି ସୁରେଶ ରାଇନାଙ୍କ ଫିଲ୍ଡିଂ ଦେଖିଲେ ତାଙ୍କୁ ନିଜ ଖେଳ କଥା ମନେପଡିଯାଏ। ଅନ୍ୟପଟେ ବିରାଟ କୋହଲିଙ୍କୁ ସଚିନଙ୍କ ସହ ତୁଳନା କରିବାକୁ ସେ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଏହି ଦୁଇ ଖେଳାଳି ନିଜ ନିଜ ଖେଳ ପାଇଁ ମହାନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।