ବିରାଟଙ୍କ ପାର୍ଟିରେ ସ୍ୱାମୀଙ୍କ ସହ ନୁହେଁ ଯୁବରାଜଙ୍କ ସହ ମ୍ୟାଚିଂ ଡ୍ରେସ୍‌ରେ ଥିଲେ ଏହି ମହିଳା: ଈର୍ଷାରେ ଜଳୁଛନ୍ତି ହାଜେଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ଅନୁଷ୍ଠିତ ବିରାଟଙ୍କ ରିସେପସନ ପାର୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। ଅନେକ ସେଲିବ୍ରିଟି ଓ କ୍ରିକେଟର୍‌ ଏହି ପାର୍ଟିକୁ ଆସିଥିଲେ। ପାର୍ଟିରେ ଉଠାଯାଇଥିବା ଫଟୋକୁ ଏବେ ସୋସିଆଲ ମିଡିଆରେ ବହୁତ କମେଟ୍‌ ଓ ଲାଇକ୍‌ ମିଳୁଛି। ଏହାରି ମଧ୍ୟରେ ଆଉ ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ଯୁବରାଜଙ୍କ ସହ ଜାହିର ଖାନ୍‌ଙ୍କ ପତ୍ନୀ ସାଗରିକା ଘଟ୍‌ଗେ ଅଛନ୍ତି। ସାଗରିକା ସୋସିଆଲ୍‌ ମିଡ଼ିଆରେ ଯୁବରାଜଙ୍କ ସହ ଉଠାଇଥିବା ଏକ […]

yuvraj_1514486018_618x347

yuvraj_1514486018_618x347

Rakesh Mallick
  • Published: Friday, 29 December 2017
  • Updated: 29 December 2017, 10:45 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ଅନୁଷ୍ଠିତ ବିରାଟଙ୍କ ରିସେପସନ ପାର୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। ଅନେକ ସେଲିବ୍ରିଟି ଓ କ୍ରିକେଟର୍‌ ଏହି ପାର୍ଟିକୁ ଆସିଥିଲେ। ପାର୍ଟିରେ ଉଠାଯାଇଥିବା ଫଟୋକୁ ଏବେ ସୋସିଆଲ ମିଡିଆରେ ବହୁତ କମେଟ୍‌ ଓ ଲାଇକ୍‌ ମିଳୁଛି। ଏହାରି ମଧ୍ୟରେ ଆଉ ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ଯୁବରାଜଙ୍କ ସହ ଜାହିର ଖାନ୍‌ଙ୍କ ପତ୍ନୀ ସାଗରିକା ଘଟ୍‌ଗେ ଅଛନ୍ତି।

ସାଗରିକା ସୋସିଆଲ୍‌ ମିଡ଼ିଆରେ ଯୁବରାଜଙ୍କ ସହ ଉଠାଇଥିବା ଏକ ଫଟୋ ପୋଷ୍ଟ କରିଥିଲେ। ହେଲେ ସବୁଠୁ ଆଶ୍ଚର୍ଯ୍ୟକଥା ଫଟୋରେ ଉଭୟଙ୍କ ଡ୍ରେସ୍‌ କଲର୍‌ କିନ୍ତୁ ସାମନ ଥିଲା। ଉଭୟ ଗୋଟିଏ କଲର୍‌ର ଡ୍ରେସ୍‌ ପିନ୍ଧି ବିରାଟଙ୍କ ପାର୍ଟିକୁ ଆସିଥିଲେ।

ସୋସିଆଲ୍‌ ମିଡ଼ିଆରେ ଏହି ଫଟୋ ପୋଷ୍ଟ ହେବା ପରେ ସଙ୍ଗେସଙ୍ଗେ ଯୁବରାଜଙ୍କ ପତ୍ନୀ ହାଜେଲ୍‌ କେଚ୍‌ ଏହା ଉପରେ କମେଟ୍‌ ଦେବାକୁ ଭୁଲି ନଥିଲେ। ହାଜେଲେ ସାଗରିକାଙ୍କ ଉପରେ ରାଗିକି କମେଟ୍‌ରେ ଲେଖିଥିଲେ, “ମୋତେ ଏମିତି ଲାଗୁଛି କି ମୋତେ ବି ଜାହିର ଖାନ୍‌ଙ୍କ ସହ ମ୍ୟାଚିଂରେ ଡ୍ରେସ୍‌ ପିନ୍ଧିବାର ଆବଶ୍ୟକ ଥିଲା, ଯାହା ଠିକ୍‌ ମ୍ୟାଚିଂ ହୋଇଥାନ୍ତା”। ହାଜେଲ୍‌ଙ୍କ କମେଟ୍‌ ଦେଖିବା ପରେ ସୋସିଆଲ୍‌ ମିଡ଼ିଆର ୟୁଜର୍ସ ଏହାର ପ୍ରତିକ୍ରିୟା ଦେବାକୁ ଲାଗିଲେ। କିଛି ୟୁଜର୍ସଙ୍କ କହିବା କଥା ନିଜ ପତିଙ୍କୁ ସାଗରିକାଙ୍କ ସହ ଦେଖି ହାଜେଲ୍‌ ସହି ପାରୁନାହାଁନ୍ତି। ହାଜେଲ ଇର୍ଷାରେ ଜଳୁଥିବା ଆଉ କିଛି ୟୁଜର୍ସ କହିଛନ୍ତି।

https://youtu.be/jmf-QTiT6B4?t=13

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story