ଜୁନୈଦଙ୍କ ସ୍ୱପ୍ନ ଚକମାଚୁର; ବିରାଟଙ୍କୁ ଆଉଟ୍ କରିବା ପୂର୍ବରୁ ଟିମ୍‌ରୁ ଆଉଟ୍‌

ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫିରେ ବିରାଟ କୋହଲିଙ୍କୁ ସହଜରେ ଆଉଟ୍ କରି ଦେବେ ବୋଲି କହିଥିବା ପାକିସ୍ତାନୀ ପେସ୍ ବୋଲର ଜୁନୈଦ ଖାନଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। କାରଣ ଆଜି ମ୍ୟାଚ୍‌ରୁ ସେ ବାଦ ପଡ଼ିଛନ୍ତି। ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଅଧିନାୟକ ସରଫରାଜ ଖାନ ସୂଚନା ଦେଇ କହିଥିଲେ ଯେ ଚୂଡ଼ାନ୍ତ ୧୨ ଖେଳାଳି ତାଲିକାରେ ଜୁନୈଦ ନାହାନ୍ତି। ତାଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସହିତ ବାମହାତୀ ସ୍ପିନର ହାରିସ ସୋହେଲ ଓ ଫଖର ଜମାନଙ୍କୁ ମଧ୍ୟ ବାଦ୍ […]

junaid

junaid

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 01:29 PM IST

Sports

Latest News

ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫିରେ ବିରାଟ କୋହଲିଙ୍କୁ ସହଜରେ ଆଉଟ୍ କରି ଦେବେ ବୋଲି କହିଥିବା ପାକିସ୍ତାନୀ ପେସ୍ ବୋଲର ଜୁନୈଦ ଖାନଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। କାରଣ ଆଜି ମ୍ୟାଚ୍‌ରୁ ସେ ବାଦ ପଡ଼ିଛନ୍ତି। ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଅଧିନାୟକ ସରଫରାଜ ଖାନ ସୂଚନା ଦେଇ କହିଥିଲେ ଯେ ଚୂଡ଼ାନ୍ତ ୧୨ ଖେଳାଳି ତାଲିକାରେ ଜୁନୈଦ ନାହାନ୍ତି। ତାଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସହିତ ବାମହାତୀ ସ୍ପିନର ହାରିସ ସୋହେଲ ଓ ଫଖର ଜମାନଙ୍କୁ ମଧ୍ୟ ବାଦ୍ ଦିଆଯାଇଛି।

ବିରାଟ ଓ ଜୁନୈଦ ଚାରିଟି ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି। ଏଥିରୁ ତିନିଟିରେ ଜୁନୈଦ ତାଙ୍କୁ ଆଉଟ୍‌ କରିଥିଲେ।

ରିପୋର୍ଟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos