ଭାରତୀୟଙ୍କ ପାଇଁ ଲାଭବାନ ହେଲା ଚୀନ୍

ବେଜିଂ: କରୋନା ଭାଇରସର କେନ୍ଦ୍ରସ୍ଥଳ ଚାଇନାର ଉହାନ କୁହାଯାଉଛି। ଏହି ଭାଇରସ ୨୧୦ଟି ଦେଶକୁ ସଂକ୍ରମିତ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ଘରେ ସମୟ କଟାଇବାକୁ ଯାଇ ଅନେକ ଲୋକ ଛୋଟ ମୋଟ ମଜାଦାର ଭିଡିଓ ସୋଶାଲ ମିଡିଆରେ ଶେୟାର କରୁଛନ୍ତି। ଏବେ ଏହି ଭିଡିଓ ତିଆରି କରିବା ପାଇଁ ଅନେକ ଆପ୍ସ ରହିଥିଲେ ମଧ୍ୟ ଚାଇନାର ଆପ୍ ଟିକଟକର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ଲକଡାଉନ୍ ବେଳେ ସାରା ବିଶ୍ୱରେ […]

social media

social media

Subhransu Sekhar
  • Published: Thursday, 30 April 2020
  • Updated: 30 April 2020, 03:54 PM IST

Sports

Latest News

ବେଜିଂ: କରୋନା ଭାଇରସର କେନ୍ଦ୍ରସ୍ଥଳ ଚାଇନାର ଉହାନ କୁହାଯାଉଛି। ଏହି ଭାଇରସ ୨୧୦ଟି ଦେଶକୁ ସଂକ୍ରମିତ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ଘରେ ସମୟ କଟାଇବାକୁ ଯାଇ ଅନେକ ଲୋକ ଛୋଟ ମୋଟ ମଜାଦାର ଭିଡିଓ ସୋଶାଲ ମିଡିଆରେ ଶେୟାର କରୁଛନ୍ତି। ଏବେ ଏହି ଭିଡିଓ ତିଆରି କରିବା ପାଇଁ ଅନେକ ଆପ୍ସ ରହିଥିଲେ ମଧ୍ୟ ଚାଇନାର ଆପ୍ ଟିକଟକର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ଲକଡାଉନ୍ ବେଳେ ସାରା ବିଶ୍ୱରେ ୨ ବିଲିଅନ ଲୋକ ଏହି ଆପ୍ସକୁ ଡାଉନଲୋଡ କରିଛନ୍ତି। ଗୁଗୁଲ ପ୍ଲେ ଷ୍ଟୋରରୁ ଜଣାପଡ଼ିଛି। ଟିକଟକ୍ ଆପ୍ସ ଡାଉନଲୋଡ୍ ହେବା ପରେ ଏହି ଚାଇନିଜ ଆପ୍ସ ଲାଭବାନ ହୋଇଛି।

ଲକଡାଉନ୍ ବେଳେ ୬୧୧ ମିଲିଅନ ଭାରତୀୟ ଏହି ଆପ୍ସକୁ ନିଜ ଫୋନରେ ଇନଷ୍ଟଲ କରିଛନ୍ତି। ଯାହାକି ମୋଟ୍ ଇନଷ୍ଟଲର ୩୦.୩ ପ୍ରତିଶତ। ଏହାପରେ ୧୯୬.୬ ମିଲିଅନ (୯.୭%) ଚାଇନିଜ ଲୋକ ଏହି ଆପ୍ସକୁ ଇନଷ୍ଟଲ କରିଛନ୍ତି। ସେହିପରି ଆମେରିକାର ୧୬୫ ମିଲିଅନ (୮.୨%) ଲୋକ ଏହି ଆପ୍ସକୁ ଇନଷ୍ଟଲ କରିଛନ୍ତି।

ସୂଚନାଯୋଗ୍ୟ, ଟିକଟିକ୍ ଏବେ ଏଭଳି ଏକ ଆପ୍ସ ଯେଉଁଠି ଅନେକ ଲୋକ ମଜାଦାର ଭିଡିଓ ତିଆରି କରି ନିଜର ଫଲୋଅର ବଢ଼ାଉଛନ୍ତି। ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକ ସଂଖ୍ୟା ଛୁଇଁଲା ପରେ ଅର୍ଥ ଉପାର୍ଜନ ହୋଇପାରିବ। ତେବେ ଏଥିରେ ଅଧିକ ଲାଭବାନ ଆପ୍ସ କମ୍ପାନୀ ହିଁ ପାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story